ତୁମ୍ଭେ ମାେ ଶରୀରକୁ ଜରାଜୀର୍ଣ୍ଣ କରିଛ। ସେଥିପାଇଁ ଲୋକମାନେ ମାେତେ ଦୋଷୀ ବୋଲି ଭାବୁଛନ୍ତି।
Cross references
ଯେତବେେଳେ ମୁ ଏହି ସ୍ଥାନ ଛାଡିଲି, ମାରେ ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମାେତେ ଖାଲି ହାତ ରେ ଘରକକ୍ସ୍ଟ ଫରୋଇ ଆଣିଲେ। ସଦାପ୍ରଭୁ ମାେତେ ଦଃଖ ଦଇେଅଛନ୍ତି, ତେଣୁ ତୁମ୍ଭମାନେେ ମାେତେ 'ନୟମୀ' ବୋଲି କାହିଁକି ଡାକକ୍ସ୍ଟଅଛକ୍ସ୍ଟ? ସର୍ବଶକ୍ତିମାନ ପରମେଶ୍ବର ମାେତେ ଅନକେ ଦକ୍ସ୍ଟଃଖ ଦଇେଛନ୍ତି ଏବଂ ମାେ ଉପରକକ୍ସ୍ଟ ବହକ୍ସ୍ଟତ ଅସକ୍ସ୍ଟବିଧା ଆଣିଛନ୍ତି।
ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମାେ ବିରୁଦ୍ଧ ରେ ନଇେଆସ ମାେତେ ଅଧର୍ମ ପ୍ରମାଣିତ କରିବା ପାଇଁ। ତୁମ୍ଭେ ଆପଣା ରାଗକୁ ମାେ ଉପରେ ବାରମ୍ବାର ନାନା ପ୍ରକାର ରେ ବୃଦ୍ଧି କରୁଛ। ତୁମ୍ଭେ ସୈନ୍ଯ ପରେ ସୈନ୍ଯ ମାେ ବରୁଦ୍ଧ ରେ ପଠାଇଛ।
ତେଣୁ ମୁଁ ଅତି କ୍ଷୀଣ ହାଇଗଲିେଣି। ମାରେ ଚର୍ମ ଓହଳି ପଡ଼ିଲାଣି। ମାରେ ଚମଡ଼ା ମାରେ ହାତ ଉପରେ ଝୁଲୁଛି। ମାରେ ଅଳ୍ପ ଜୀବନ ବାକିଅଛି।
କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ। କିନ୍ତୁ ପରମେଶ୍ବର ସମାନଙ୍କେୁ ଭୟଙ୍କର ରୋଗ ଦେଲେ।
ମାରେ ଆଣ୍ଠୁ ଦୁର୍ବଳ ହାଇେଛି। କାରଣ ମୁଁ ଭୋକିଲା ଅଟେ। ମୁଁ ମାରେ ଓଜନ ହରାଉଛି ଓ ପତଳା ହାଇେ ଯାଉଛି।
ଅଶୂର ଭାବେ ସେ ମହାନ୍। ମାତ୍ର ସର୍ବଶକ୍ତିମାନ ସଦାପ୍ରଭୁ ତା ବିରୁଦ୍ଧ ରେ ଏକ ଭୟଙ୍କର ବ୍ଯାଧି ପଠାଇବେ। ଗୋଟିଏ ରୋଗୀ ତା'ର ଓଜନ ହରାଇଲା ପରି ଅଶୂର ତା'ର ଅର୍ଥ ଓ ସାମର୍ଥ୍ଯ ହରାଇବ। ତା'ପ ରେ ଅଶୂରର ସମସ୍ତ ଗୌରବ ଧ୍ବଂସ ପାଇବ। ଏହା ଅଶୂରର ସମସ୍ତ ଧ୍ବଂସ କରିବା ପର୍ୟ୍ଯନ୍ତ ଜ୍ବଳନ୍ତ ଅଗ୍ନି ସଦୃଶ ହବେ।
ଆମ୍ଭମାନେେ ପୃଥିବୀର ସର୍ବତ୍ର ପରମେଶ୍ବରଙ୍କ ପ୍ରଶଂସା ଶୁଣିବୁ। ଏହି ମହିମା ଗାନ ହେଉଛି ମଙ୍ଗଳମଯ ପରମେଶ୍ବରଙ୍କ ସମ୍ବନ୍ଧ ରେ। କିନ୍ତୁ ମୁଁ କ ହେ, ମୁଁ କ୍ଷୀଣ ହେଉଅଛି। ମୁଁ ସନ୍ତାପର ପାତ୍ର ବିଶ୍ବାସଘାତକମାନେ ବିଶ୍ବାସଘାତକତା କରିଛନ୍ତି। ସମାନେେ ଭୟଙ୍କର ବିଶ୍ବାସଘାତକତା କରିଛନ୍ତି।
ଯେପରି ସମ୍ପୂର୍ଣ୍ଣ ମହିମା(ସୌନ୍ଦର୍ୟ୍ଯ)ର ସହିତ ମଣ୍ଡଳୀକୁ ନିଜଠା ରେ ତାହାଙ୍କ କନ୍ଯା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ଯୁ ଭୋଗ କଲେ। ମଣ୍ଡଳୀ ମଧିଅରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ କାର୍ୟ୍ଯ ଦଖାେ ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ଯ ହାଇପୋ ରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ।