ଏହା ସତ୍ଯ, କିନ୍ତୁ ପରମେଶ୍ବର ତୁମ୍ଭେ କ'ଣ ଜଣେ ବ୍ଯକ୍ତିକୁ ଦେଖିବ ? ତୁମ୍ଭେ କ'ଣ ମାେ ସହିତ ବିଚାରସ୍ଥଳକୁ ଆସିବ ଏବଂ ଆମ୍ଭେ ଦୁଇଜଣ ନିଜ ନିଜର ୟୁକ୍ତି ଉପସ୍ଥାପନା କରିବା।
Cross references
ହେ ପରମେଶ୍ବର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ବାପୂର୍ଣ୍ଣ। ତୁମ୍ଭେ କାହିଁକି ତାକୁ ସମ୍ମାନ ଦବେ ? ତୁମ୍ଭେ କାହିଁକି ତା'ପ୍ରତି ଧ୍ଯାନ ଦବେ ?
ମୁଁ ପରମେଶ୍ବରଙ୍କୁ ପରାସ୍ତ କରିପାରିବି ନାହିଁ। ପରମେଶ୍ବର ଅତ୍ଯନ୍ତ ପରାକ୍ରମଶାଳୀ, ମୁଁ ତାଙ୍କୁ ନ୍ଯାଯାଳଯକୁ ନଇେ ପାରିବି ନାହିଁ। ଏବଂ ମାେ ପ୍ରତି ସଦଯ ହବୋକୁ ବାଧ୍ଯ କରିପାରିବି ନାହିଁ। କିଏ ତାଙ୍କୁ ନ୍ଯାଯାଳଯକୁ ଆସିବାକୁ ବାଧ୍ଯ କରିପାରିବ।
ପରମେଶ୍ବର ମାେଭଳି ମନୁଷ୍ଯ ନୁହନ୍ତି ଯେ ମୁଁ ତାହାଙ୍କୁ ଉତ୍ତର ଦବେି। ଆମ୍ଭର କବେେ ଗୋଟିଏ ନ୍ଯାଯାଳଯ ରେ ଏକତ୍ର ପରସ୍ପର ସାକ୍ଷାତ ହାଇପୋରିବ ନାହିଁ।
ତୁମ୍ଭେ କ'ଣ ମାେତେ ଡ଼ରାଇବାକୁ ଚେଷ୍ଟା କରୁଛ ? ମୁଁ ଏକ ପାତ୍ର ଯାହାକି ପବନ ରେ ଉଡ଼ିୟାଏ। ତୁମ୍ଭେ କ'ଣ କୁଟାଖିଆ ପଛ ରେ ଗୋଡ଼ାଇବ ?
ତୁମ୍ଭେ ମାେ ପାଦ ରେ ବଡ଼େି ବାନ୍ଧିଛ ଏବଂ ମାରେ ପ୍ରେତ୍ୟକକ ଆଗଇବୋ ପାଦକୁ ଲକ୍ଷ୍ଯ ରଖିଛ ଓ ମାରେ ପ୍ରେତ୍ୟକକ ଗତିବିଧିକୁ ଲକ୍ଷ୍ଯ କରୁଛ।
କାହିଁକି ତୁମ୍ଭେ ମନୁଷ୍ଯମାନଙ୍କୁ ଏତେ ପ୍ରାଧାନ୍ଯ ଦିଅ ? କାହିଁକି ତୁମ୍ଭେ ସମାନଙ୍କେର କ୍ଷତ ନିଅ ? କାହିଁକି ତୁମ୍ଭେ ସମାନଙ୍କେୁ ଏତେ ଦୃଷ୍ଟି ଦିଅ ?
ମାେତେ ବିଚାର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କହେି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଚାରରେ ଆସିପାରିବ ନାହିଁ।
ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ବପୂର୍ଣ୍ଣ କାହିଁକି ? ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ଯାନ ଦିଅ ?
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।