Home Bibles ଆୟୁବ ପୁସ୍ତକ 13:16 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 13:16 · ଓଡ଼ିଆ ବାଇବେଲ

ଯଦି ପରମେଶ୍ବର ମାେତେ ମୁକ୍ତି ପ୍ରଦାନ କରନ୍ତି, ଏହା କବଳେ ମାରେ ସାହସିକ ବକ୍ତବ୍ଯ ପାଇଁ। କୌଣସି ଦୁଷ୍ଟ ବ୍ଯକ୍ତି କବେେ ପରମେଶ୍ବରଙ୍କ ସମ୍ମୁଖକୁ ଆସିବାକୁ ସାହାସ କରିବେ ନାହିଁ।

Cross references

ଯାତ୍ରା ପୁସ୍ତକ 15:2

ସଦାପ୍ରଭୁ ହେଉଛନ୍ତି ମାରେ ଶକ୍ତି। ସେ ମାେତେ ରକ୍ଷା କରନ୍ତି। ଏବଂ ମୁଁ ତାଙ୍କର ପ୍ରଶଂସା କରି ଗାନ କରିବି। ସଦାପ୍ରଭୁ ହେଉଛନ୍ତି ମାରେ ପରମେଶ୍ବର ଏବଂ ମୁଁ ତାଙ୍କର ପ୍ରଶଂସା କରିବି। ସଦାପ୍ରଭୁ ହେଉଛନ୍ତି ମାରେ ପୂର୍ବପୁରୁଷମାନଙ୍କର ପରମେଶ୍ବର ଏବଂ ମୁଁ ତାଙ୍କର ସମ୍ମାନ କରିବି।

ଆୟୁବ ପୁସ୍ତକ 8:13

ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ସହେି ଘାସ ସଦୃଶ। ପରମେଶ୍ବରଙ୍କୁ ଭୁଲି ୟାଇଥିବା ଲୋକର କୌଣସି ଆଶା ନ ଥାଏ।

ଆୟୁବ ପୁସ୍ତକ 27:8

ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।

ଆୟୁବ ପୁସ୍ତକ 36:13

ନାସ୍ତିକ ଲୋକମାନେ କୋର୍ଧକୁ ସମାନଙ୍କେ ନିଜ ପାଇଁ ସାଇତି ରଖନ୍ତି। ଯେତବେେଳେ ପରମେଶ୍ବର ତାକୁ ଦଣ୍ଡ ଦିଅନ୍ତି, ସେତବେେଳେ ସମାନେେ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।

ଗୀତସଂହିତା 27:1

ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।

ଗୀତସଂହିତା 62:6

ହଁ, ସତରେ ପରମେଶ୍ବର ହେଉଛନ୍ତି ମାରେ ଶୈଳ, ୟିଏକି ମାେତେ ସୁରକ୍ଷିତ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।

ଗୀତସଂହିତା 118:14

ୟାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମାରେ ଶକ୍ତି ଓ ସୁରକ୍ଷା। ସଦାପ୍ରଭୁ ମାେତେ ରକ୍ଷା କଲେ।

ଗୀତସଂହିତା 118:21

ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରାର୍ଥନାର ଉତ୍ତର ଦଇେଥିବାରୁ ମୁଁ ତୁମ୍ଭକୁ ଧନ୍ଯବାଦ ଦେଉଛି। ମାେତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ଯବାଦ।

ଯିଶାଇୟ 12:1

ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'

ଯିଶାଇୟ 33:14

ସିୟୋନର ପାପୀଗଣ ଭୟଭୀତ, ମନ୍ଦାଚାରୀଗଣ ହଠାତ୍ କିତ ହେଉଛନ୍ତି। 2ଆମ୍ଭମାନଙ୍କ ମଧ୍ଯରୁ କହେି ସର୍ବଗ୍ରାସୀ ଅଗ୍ନି ରେ ବାସ କରିପାରିବ ? ପୁଣି କହେି କବେେ ଅନନ୍ତକାଳ ପର୍ୟ୍ଯନ୍ତ ଜ୍ବଳନ୍ତ ଅଗ୍ନି ରେ ବାସ କରିପାରିବ ?'

ଯିରିମିୟ 3:23

ଉପପର୍ବତସମୂହ ରେ ପ୍ରତିମା ପୂଜା ନିର୍ବୋଧତା ଥିଲା। ପର୍ବତମାନଙ୍କର ଉପରିସ୍ଥ କୋଳାହଳ ଜନିତ ସମାରୋହ ବ୍ଯର୍ଥ ଥିଲେ। ମାତ୍ର ଏହା ନିଶ୍ଚିତ ଯେ ପରମେଶ୍ବର ସଦାପ୍ରଭୁଙ୍କଠା ରେ ଇଶ୍ରାୟେଲର ପରିତ୍ରାଣ ଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:47

ପ୍ରଭୁ ଆମ୍ଭକୁ ଏହି ଆଦେଶ ଦଇେଛନ୍ତି:

Interlinear

Choose Theme