Home Bibles ଆୟୁବ ପୁସ୍ତକ 12:10 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 12:10 · ଓଡ଼ିଆ ବାଇବେଲ

ପ୍ରେତ୍ୟକକ ଜୀବନ୍ତ ପ୍ରାଣୀ ଓ ନିଶ୍ବାସ ନଇେ ବଞ୍ଚୁଥିବା ମଣିଷସବୁ ପରମେଶ୍ବରଙ୍କ ଶକ୍ତିର ଅଧୀନ ରେ।

Cross references

ଆଦି ପୁସ୍ତକ 2:7

ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।

ଆଦି ପୁସ୍ତକ 6:17

ମୁଁ ଏକ ପ୍ରଳଯଙ୍କାରୀ ବନ୍ଯା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ବଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ।

ଗଣନା ପୁସ୍ତକ 16:22

ତହୁଁ ସମାନେେ ମୁହଁ ମାଡି ପଡି କହିଲେ, ହେ ପରମେଶ୍ବର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳିର କହେି ପାପ କରେ, ସମସ୍ତ ମଣ୍ତଳିକୁ ଉତ୍ପିଡୀନ କରିବା ଉଚିତ୍ କି?

ଆୟୁବ ପୁସ୍ତକ 27:3

ଯେ ପର୍ୟ୍ଯନ୍ତ ମାେ ଶରୀର ରେ ପ୍ରାଣ ଅଛି ଏବଂ ଯେ ପର୍ୟ୍ଯନ୍ତ ପରମେଶ୍ବର ପ୍ରଦତ୍ତ ନିଶ୍ବାସ ବାଯୁ ମାେ ନାକରୁ ନିର୍ଗତ ହେଉଛି।

ଆୟୁବ ପୁସ୍ତକ 33:4

ପରମେଶ୍ବରଙ୍କ ଆତ୍ମା ମାେତେ ତିଆରି କରିଛି। ସର୍ବଶକ୍ତିମାନଙ୍କର ନିଶ୍ବାସ ମାେତେ ଜୀବନ ଦଇେଛି।

ଆୟୁବ ପୁସ୍ତକ 34:14

ଯଦି ପରମେଶ୍ବର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା ଓ ନିଶ୍ବାସ ପ୍ରଶ୍ବାସକୁ କାଢ଼ି ନବେେ।

ଗୀତସଂହିତା 104:29

ଏବଂ ତୁମ୍ଭେ ଯେତବେେଳେ ସମାନଙ୍କେର ବିମୁଖ ହୁଅ ସମାନେେ ଭୟଭୀତ ହୁଅନ୍ତି। ଯେତବେେଳେ ତୁମ୍ଭେ ସମାନଙ୍କେର ନିଃଶ୍ବାସ ପ୍ରଶ୍ବାସ ନଇୟୋଅ, ସମାନେେ ଦୁର୍ବଳ ଓ ମୃତ୍ଯୁ ହାଇେ ୟାଆନ୍ତି, ପୁଣି ସମାନଙ୍କେ ଶରୀର ଧୂଳିରେ ପରିଣତ ହୁଏ।

ଗୀତସଂହିତା 104:30

ହେ ସଦାପ୍ରଭୁ, ତୁମ୍ଭେ ଯେତବେେଳେ ଆପଣା ଆତ୍ମା ପଠାଅ, ସେତବେେଳେ ନୂତନ ସୃଷ୍ଟି ହବେ। ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।

ଗୀତସଂହିତା 146:3

ସାହାୟ୍ଯ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରିପାରିବେ ନାହିଁ।

ଯିଶାଇୟ 57:16

ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କୋର୍ଧ କରିବା ନାହିଁ। ଯଦି କରିବା ତାହା ହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖ ରେ କ୍ଷୀଣ ହବେେ।

ଦାନିଏଲ 5:23

ଆପଣ ନମ୍ର ହବୋ ପରିବର୍ତେ ସ୍ବର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରେ ୗପ୍ୟ ପାତ୍ର ରେ ଆପଣ, ଆପଣଙ୍କ ଅମାତ୍ଯଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମା ରେ ଦବଗେଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସମାନଙ୍କେର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧିନ, ଆପଣ ସହେି ପରମେଶ୍ବରଙ୍କର ଗୌରବ କରିନାହାଁନ୍ତି।

ଯୋହନଲିଖିତ ସୁସମାଚାର 3:6

ଜଣେ ଲୋକର ଶରୀର ତାର ପିତା ମାତାଙ୍କଠାରୁ ଜନ୍ମ ନିଏ। କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:25

ସେ ପରମେଶ୍ବର ଜୀବନ ଓ ପ୍ରାଣବାଯୁ ପ୍ରଦାନ କରନ୍ତି। ସେ ମନୁଷ୍ଯମାନଙ୍କର ସାହାୟ୍ଯ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:28

'କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠା ରେ ଆମ୍ଭର ଅସ୍ତିତ୍ବ ଅଛି।'

Interlinear

Choose Theme