Home Bibles ଆୟୁବ ପୁସ୍ତକ 33:4 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 33:4 · ଓଡ଼ିଆ ବାଇବେଲ

ପରମେଶ୍ବରଙ୍କ ଆତ୍ମା ମାେତେ ତିଆରି କରିଛି। ସର୍ବଶକ୍ତିମାନଙ୍କର ନିଶ୍ବାସ ମାେତେ ଜୀବନ ଦଇେଛି।

Cross references

ଆଦି ପୁସ୍ତକ 2:7

ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।

ଆୟୁବ ପୁସ୍ତକ 10:3

ଯେତବେେଳେ ପରମେଶ୍ବର, ମାେତେ ଆଘାତ କରନ୍ତି, ତାହା କ'ଣ ତୁମ୍ଭକୁ ଖୁସି କରେ ? ଏପରି ଦଖାଯାେଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନା ରେ ଖୁସି।

ଆୟୁବ ପୁସ୍ତକ 10:12

ତୁମ୍ଭେ ମାେତେ ଜୀବନ ଦାନ କରିଛ ଏବଂ ମାେତେ ଦୟା ଦଖାଇେଛ। ତୁମ୍ଭେ ମାରେ ଯତ୍ନ ନଇେଛ ଏବଂ ମାରେ ଆତ୍ମାର ପର୍ୟ୍ଯବେକ୍ଷକ ହାଇେଛ।

ଆୟୁବ ପୁସ୍ତକ 27:3

ଯେ ପର୍ୟ୍ଯନ୍ତ ମାେ ଶରୀର ରେ ପ୍ରାଣ ଅଛି ଏବଂ ଯେ ପର୍ୟ୍ଯନ୍ତ ପରମେଶ୍ବର ପ୍ରଦତ୍ତ ନିଶ୍ବାସ ବାଯୁ ମାେ ନାକରୁ ନିର୍ଗତ ହେଉଛି।

ଆୟୁବ ପୁସ୍ତକ 32:8

କିନ୍ତୁ ମଣିଷ ଭିତ ରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ବାସ ଯାହା ସମାନଙ୍କେୁ ସମସ୍ତ ବୁଝାମଣା ଦଇେଥାଏ।

ଗୀତସଂହିତା 33:6

ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା। ପରମେଶ୍ବରଙ୍କ ନିଶ୍ବାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।

ଗୀତସଂହିତା 104:30

ହେ ସଦାପ୍ରଭୁ, ତୁମ୍ଭେ ଯେତବେେଳେ ଆପଣା ଆତ୍ମା ପଠାଅ, ସେତବେେଳେ ନୂତନ ସୃଷ୍ଟି ହବେ। ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।

ରୋମୀୟଙ୍କ ପ୍ରତି ପତ୍ର 8:2

ମୁଁ ଦୋଷୀ ବଲେି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆତ୍ମାର ବ୍ଯବସ୍ଥା ଜୀବନ ଦିଏ ଓ ତାହା ମାେତେ ମୁକ୍ତ କରିଛି। ପାପ ଓ ମୃତ୍ଯୁ ଆଣୁଥିବା ବ୍ଯବସ୍ଥାରୁ ଏହା ମାେତେ ମୁକ୍ତ କରିଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:45

ଶାସ୍ତ୍ର ରେ ଲଖାେ ଅଛି : ପ୍ରଥମ ମନୁଷ୍ଯ (ଆଦମ) ସଜୀବ ପ୍ରାଣୀ, କିନ୍ତୁ ଶଷେ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା।

Interlinear

Choose Theme