Home Bibles ଯିରିମିୟ 7:15 · ଓଡ଼ିଆ ବାଇବେଲ
ଯିରିମିୟ 7:15 · ଓଡ଼ିଆ ବାଇବେଲ

ଯେପରି ଇଫ୍ରଯଯିମରୁ ତୁମ୍ଭମାନଙ୍କର ଭାଇମାନଙ୍କୁ ତଡ଼ି ନଇେଥିଲୁ, ସହେିପରି ତୁମ୍ଭମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂ ରଇେ ଦବୋ।

Cross references

ଦିତୀୟ ରାଜାବଳୀ 17:18

ଏଣୁ ସଦାପ୍ରଭୁ ଇଶ୍ରାୟେଲ ଉପରେ ଅତ୍ଯନ୍ତ କ୍ରୋଦ୍ଧ ହେଲେ ଓ ସମାନଙ୍କେୁ ନିଜ ଦୃଷ୍ଟି ଦୂ ରଇେ ଦେଲେ। କବଳେ ଯିହୁଦାର ଗୋଷ୍ଠୀ ଛଡା ଆଉ କହେି ଅବଶିଷ୍ଟ ରହିଲେ ନାହିଁ।

ଦିତୀୟ ରାଜାବଳୀ 17:20

ଏଣୁ ସଦାପ୍ରଭୁ ସମସ୍ତ ଇଶ୍ରାୟେଲୀୟଙ୍କୁ ଅଗ୍ରାହ୍ଯ କଲେ। ସେ ସମାନଙ୍କେୁ କ୍ଲେଶ ଦେଲେ। ସମାନଙ୍କେୁ ବିନାଶକାରୀମାନଙ୍କ ହସ୍ତ ରେ ସମର୍ପଣ କଲେ। ଶଷେ ରେ ସେ ସମାନଙ୍କେୁ ନିଜ ଦୃଷ୍ଟି ପଥରୁ ଦୂ ରଇେ ଦେଲେ ଓ ସମାନଙ୍କେୁ ପରିତ୍ଯାଗ କଲେ।

ଦିତୀୟ ରାଜାବଳୀ 17:23

ଶଷେ ରେ ସଦାପ୍ରଭୁ ଆପଣା ଭବିଷ୍ଯତବକ୍ତା ସବେକମାନଙ୍କ ଦ୍ବାରା ଯେପରି କହିଥିଲେ ତଦନୁସା ରେ ଇଶ୍ରାୟେଲକୁ ସେ ନିଜ କୃପାଦୃଷ୍ଟିରୁ ଦୁ ରଇେ ଦେଲେ। ତେଣୁ ଇଶ୍ରାୟେଲୀୟମାନେ ଇଶ୍ରାୟେଲରୁ ନିର୍ବାସିତ ହାଇେ ଅଶୂର ରେ ରହିଲେ। ସମାନେେ ଆଜିୟାଏ ସଠାେରେ ରହି ଆସୁଛନ୍ତି।

ଦିତୀୟ ରାଜାବଳୀ 24:20

ସଦାପ୍ରଭୁ ୟରୁଶାଲମ୍ ଓ ଯିହୁଦା ପ୍ରତି ଏତେ କୋର୍ଧାନ୍ବିତ ହେଲେ ଯେ ସେ ସମାନଙ୍କେୁ ଆପଣା ଛାମୁରୁ ଦୂ ରଇେ ଦେଲେ।

ଦିତୀୟ ବଂଶାବଳୀ 15:9

ଏହାପରେ ଆସା ଯିହୁଦା ଓ ବିନ୍ଯାମୀନର ସମସ୍ତ ଲୋକଙ୍କୁ ଏକତ୍ରୀତ କଲେ। ସେ ଆହୁରି ମଧ୍ଯ ଇଫ୍ରଯିମ, ମନଃଶି ଓଶିମିଯୋନ ବଂଶର ଲୋକମାନଙ୍କୁ ଏକତ୍ରୀତ କଲେ, ଯେଉଁମାନେ ଇଶ୍ରାୟେଲ ଦେଶରୁ ବାହାରି ଯିହୁଦା ଦେଶ ରେ ବାସ କରିବାକୁ ଆସିଥିଲେ, ସହେି ଲୋକମାନଙ୍କ ମଧିଅରେ ଅଧିକାଂଶ ଲୋକ ଯିହୁଦା ଦେଶକୁ ଚାଲି ଆସିଥିଲେ, କାରଣ ସମାନେେ ଦେଖିଲେ ଯେ, ସଦାପ୍ରଭୁ, ଆସାଙ୍କର ପରମେଶ୍ବର, ଆସାଙ୍କର ସହିତ ଅଛନ୍ତି।

ଗୀତସଂହିତା 78:67

କିନ୍ତୁ ସେ ୟୋଷଫେ ପରିବାରକୁ ଅଗ୍ରାହ୍ଯ କଲେ। ପରମେଶ୍ବର ଇଫ୍ରଯିମ ଗୋଷ୍ଠୀକୁ ଗ୍ରହଣ କଲେ ନାହିଁ।

ଯିରିମିୟ 3:8

ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇଶ୍ରାୟେଲ ବ୍ଯଭିଚାର କରିବା ହତେୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ବାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ଯ ୟାଇ ବ୍ଯଭିଚାର କଲା।

ଯିରିମିୟ 15:1

ଅନନ୍ତର ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ଯଦିଓ ମାଶାେ ଓ ଶାମୁଯଲେ ଆମ୍ଭ ସମ୍ମୁଖ ରେ ଠିଆ ହାଇେ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସମାନଙ୍କେୁ ଆମ୍ଭ ଦୃଷ୍ଟିରୁ ଦୂର କର। ସମାନଙ୍କେୁ ବାହାରି ୟିବାକୁ କୁହ।

ଯିରିମିୟ 23:33

ତା'ପ ରେ ଯେତବେେଳେ ଯିହୁଦାର ଲୋକମାନେ, କିଅବା ଭବିଷ୍ଯଦବକ୍ତାଗଣ କିଅବା ଯାଜକଗଣ ତୁମ୍ଭକୁ ପଚାରନ୍ତି, ' ହେ ଯିରିମିୟ, ସଦାପ୍ରଭୁଙ୍କର ଭାରୋକ୍ତି କ'ଣ ?' ସେତବେେଳେ ତୁମ୍ଭେ ନିଶ୍ଚିତ ଭାବରେ ସମାନଙ୍କେୁ ଉତ୍ତର କରିବ, 'ତୁମ୍ଭମାନେେ ହେଉଛ ସଦାପ୍ରଭୁଙ୍କର ବୋଝ, ତେଣୁ ମୁଁ ତୁମ୍ଭମାନଙ୍କୁ ପରିତ୍ଯାଗ କରିବି। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 23:39

ମାତ୍ର ତୁମ୍ଭମାନେେ ଆମ୍ଭର ବାକ୍ଯକୁ ଭାରୋକ୍ତି ବୋଲି କହିଲ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବା। ପୁଣି ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଯେଉଁ ନଗର ଦଇେଅଛୁ, ତାହାକୁ ଆମ୍ଭ ସମ୍ମୁଖରୁ ଦୂର କରିବା।

ଯିରିମିୟ 52:3

ୟିରୁଶାଲମ ଓ ଯିହୁଦା ରେ ଭୟଙ୍କର ଘଟଣାମାନ ଘଟିଲା, କାରଣ ସଦାପ୍ରଭୁ ସମାନଙ୍କେ ପ୍ରତି କୋର୍ଧାନ୍ବିତ ଥିଲେ। ଶଷେ ରେ ସଦାପ୍ରଭୁ ସମାନଙ୍କେୁ ଆପଣା ସମ୍ମୁଖରୁ ଦୂର କରି ଦେଲେ।

ଯିହିଜିକଲ 33:25

ତେଣୁ ତୁମ୍ଭେ ସମାନଙ୍କେୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ତୁମ୍ଭେ ରକ୍ତ ସହିତ ମାଂସ ଖାଉଅଛ ଓ ତୁମ୍ଭେ ତୁମ୍ଭର ପ୍ରତିମାଗଣକୁ ଦେଖ ସାହାୟ୍ଯ ପାଇଁ, ଆଉ ରକ୍ତପାତ କରୁଅଛ। ତବେେ ତୁମ୍ଭମାନଙ୍କୁ କାହିଁକି ଦଶାଧେିକାର ଦିଆୟିବ ?

ହୋଶେୟ 1:4

ସଦାପ୍ରଭୁ ହାେେଶୟକୁ କହିଲେ, ତା'ର ନାମ ୟିଷିଯଲେ ଦିଅ। କାହିଁକି? କାରଣ ଅଳ୍ପ ସମୟ ପ ରେ ମୁଁ ଯହେୂର ପରିବାରକୁ ଦଣ୍ତ ଦବେି। କାରଣ ସେ ୟିଷ୍ରିଯଲେ ଉପତ୍ୟକା ରେ ରକ୍ତପାତ କରିଥିଲେ। ତା'ପ ରେ ମୁଁ ଇଶ୍ରାୟେଲ ସାମ୍ରାଜ୍ଯର ପତନ ଘଟାଇବି।

ହୋଶେୟ 9:3

ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କ ରାଜ୍ଯ ରେ ରହିପାରିବେ ନାହିଁ। ଇଫ୍ରଯିମ ମିଶରକୁ ଫରେିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସହେି ଖାଦ୍ୟ ସମାନେେ ଖାଇବେ।

ହୋଶେୟ 9:9

ଗିବିଯାର ସମୟ ପରି ଇଶ୍ରାୟେଲୀୟମାନେ ଧ୍ବଂସର ଗଭୀରତମ ସ୍ଥାନକୁ ଗ୍ଭଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ। ସେ ସମାନଙ୍କେ ପାପ ଲାଗି ଦଣ୍ତ ଦବେେ।

ହୋଶେୟ 9:16

ଇଫ୍ରଯିମ ଦଣ୍ତିତ ହବେ। ସମାନଙ୍କେର ମୂଳ ମରିୟାଇଛି। ସମାନଙ୍କେର ଆଉ ଅଧିକ ସନ୍ତାନ ହବେେ ନାହିଁ। ସମାନେେ ସନ୍ତାନ ଜନ୍ମ କରି ପାରନ୍ତି। କିନ୍ତୁ ସମାନଙ୍କେର ମହାନ୍ ସନ୍ତାନଙ୍କୁ ଆମ୍ଭେ ହତ୍ଯା କରିବା।

ହୋଶେୟ 9:17

ଏହି ଲୋକମାନେ ମାରେ ପରମେଶ୍ବରଙ୍କ କଥା ଶୁଣିଲେ ନାହିଁ, ତେଣୁ ପ୍ରଭୁ ସମାନଙ୍କେ କଥା ଶୁଣିବେ ନାହିଁ। ସମାନେେ ବସହରା ହାଇେ ୟାୟାବର ପରି ଏଣତେଣେେ ଦେଶର ସବୁଆଡେ ବୁଲିବେ।

ହୋଶେୟ 12:1

ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା ପବନକୁ ଅନୁସରଣ କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।

ହୋଶେୟ 13:16

ଶମରିଯା ନିଶ୍ଚିତ ଦଣ୍ତିତ ହବେ। କାରଣ ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ୟାଇଥିଲା। ଇଶ୍ରାୟେଲୀୟମାନେ ଖଡ୍ଗ ରେ ନିହତ ହବେେ। ସମାନଙ୍କେର ପିଲାମାନେ ବିଦୀର୍ଣ୍ଣ ହବେେ। ସମାନଙ୍କେର ଗର୍ଭବତୀ ନାରୀମାନେ ମଧ୍ଯ ବିଦୀର୍ଣ୍ଣ ହବେେ।

Interlinear

Choose Theme