Home Bibles ହୋଶେୟ 11:7 · ଓଡ଼ିଆ ବାଇବେଲ
ହୋଶେୟ 11:7 · ଓଡ଼ିଆ ବାଇବେଲ

ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫରେିବାକୁ ଆଶା କରନ୍ତି। ସମାନେେ ଉର୍ଦ୍ଧ୍ବକୁ ଡାକିବେ। କିନ୍ତୁ କହେି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ।

Cross references

ଦିତୀୟ ବଂଶାବଳୀ 30:1

ରାଜା ହିଜକିଯ ଇଶ୍ରାୟେଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବର୍ତ୍ତମାନ ପ୍ ରରଣେ କଲେ। ସେ ଇଫ୍ରଯିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ଯ ପତ୍ରମାନ ଲେଖିଲେ। ହିଜକିଯ ସହେି ସମସ୍ତ ଲୋକଙ୍କୁ ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସମାନେେ ସମସ୍ତ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିପାରିବେ।

ଗୀତସଂହିତା 78:57

ପରମେଶ୍ବରଙ୍କଠାରୁ ବିମୁଖ ହାଇେ ଇଶ୍ରାୟେଲର ଲୋକମାନେ ନିଜର ପୂର୍ବପୁରୁଷଙ୍କ ପରି ବିଶ୍ବାସଘାତକତା କଲେ। ସମାନେେ ଗୋଟିଏ ବୁମରୋଂ ତୁଲ୍ଯ ହେଲେ। ୟାହା ଫରେିଗଲା ଓ ଅନ୍ୟ ଦିଗରେ ଚାଲିଗଲା।

ଗୀତସଂହିତା 81:11

କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।

ହିତୋପଦେଶ 14:14

ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ। ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ୟ୍ଯ ପାଇଁ ପୁରସ୍କୃତ ହବେେ।

ଯିଶାଇୟ 26:10

ମନ୍ଦାଚାରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ଯ ସମାନେେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ଯାଯପୂର୍ଣ୍ଣ ଦେଶ ରେ ମଧ୍ଯ ସମାନେେ ଅନ୍ଯାଯ କରିବେ। ଏପରିକି ସମାନେେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।

ଯିରିମିୟ 3:6

ଯିହୁଦା ରେ ଯୋଶିୟଯ ରାଜାଙ୍କ ଶାସନ କାଳ ରେ, ସଦାପ୍ରଭୁ ମାେତେ କହିଲେ, ବିପଥଗାମିନୀ ଇଶ୍ରାୟେଲ ଯାହା କରିଅଛ, ତାହା କ'ଣ ତୁମ୍ଭେ ଦେଖିଅଛ ? ସେ ପ୍ରେତ୍ୟକକ ଉଚ୍ଚ ପର୍ବତ ଉପ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ତଳେ ୟାଇ ବ୍ଯଭିଚାର କରିଅଛି।

ଯିରିମିୟ 3:11

ଆଉ ସଦାପ୍ରଭୁ ମାେତେ କହିଲେ, ବିପଥଗାମିନୀ ଇଶ୍ରାୟେଲ ବିଶ୍ବାସଘାତିନୀ ଯିହୁଦା ଅପେକ୍ଷା ନିଜକୁ ଅଧିକ ଧାର୍ମିକା ଦଖାଇେଅଛି।

ଯିରିମିୟ 7:25

ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ୟ୍ଯନ୍ତ ଆମ୍ଭେ ଆମ୍ଭର ସମସ୍ତ ଦାସ ଭବିଷ୍ଯଦବକ୍ତାମାନଙ୍କୁ ପଠାଇବା ନିମନ୍ତେ ଦିନେ ଛଡ଼ା ଦିନେ ଉଠି ତୁମ୍ଭମାନଙ୍କ ପାଖକୁ ସମାନଙ୍କେୁ ପାଇଅଛୁ।

ଯିରିମିୟ 7:26

ମାତ୍ର ସମାନେେ ଆମ୍ଭ କଥା ଶୁଣିଲେ ନାହିଁ କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ। ସମାନେେ ଅବାଧ୍ଯ ହାଇେ ତାଙ୍କର ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ଦୁରାଚାରୀ ହେଲେ।

ଯିରିମିୟ 8:5

ଯିହୁଦା ଓ ୟିରୁଶାଲମର ଲୋକମାନେ କାହିଁକି ଚିରକାଳ ବିପଥଗାମୀ ହାଇେଅଛନ୍ତି ? ସମାନେେ ମିଥ୍ଯା ଓ ପ୍ରବଞ୍ଚନା ରେ ବିଶ୍ବାସ ରଖନ୍ତି ଓ ସମାନେେ ଫରେିବାକୁ ଅସମ୍ମତ।

ଯିରିମିୟ 14:7

ହେ ସଦାପ୍ରଭୁ, ଆମ୍ଭମାନେେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ ଆମ୍ଭମାନେେ ଦୁଃଖଭୋଗ କରୁଅଛୁ। ତଥାପି ତୁମ୍ଭେ ଆପଣା ନାମ ସକାେଶ କାର୍ୟ୍ଯ କର ଓ ଆମ୍ଭମାନଙ୍କୁ ସାହାୟ୍ଯ କର। କାରଣ ଆମ୍ଭମାନେେ ବହୁବାର ତୁମ୍ଭକୁ ପରିତ୍ଯାଗ କରିଅଛୁ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।

ହୋଶେୟ 4:16

ଇଶ୍ରାୟେଲ ଏକ ଜିଦ୍ଖୋର ବାଛୁରୀ ତୁଲ୍ଯ ବିଦ୍ରୋହ କରେ। ତେଣୁ ସଦାପ୍ରଭୁ ତାକୁ ଖାେଲା ପଡିଆ ରେ ଥିବା ଗୋଟିଏ ମେଣ୍ତାଛୁଆ ପରି ଗ୍ଭରଣ ଭୂମିକୁ ନଇେ ଗଲେ।

ହୋଶେୟ 7:16

କିନ୍ତୁ ସମାନେେ ଆମ୍ଭ ନିକଟକୁ ଫରେି ଆସିଲେ ନାହିଁ। ସମାନେେ ଗୋଟିଏ ତୃଟିପୂର୍ଣ୍ଣ ବୁମରୋଂ ପରି ବ୍ଯବହାର କଲେ। ସମାନଙ୍କେର ନେତାମାନେ ସମାନଙ୍କେର ଶକ୍ତି ଉପ ରେ ବୃଥା ବଡିମା ଦଖାେଉଥିଲେ କିନ୍ତୁ ସମାନେେ ଖଣ୍ତା ରେ ନିହତ ହବେେ ଏବଂ ମିଶରବାସୀଙ୍କ ଦ୍ବାରା ଉପହାସର ପାତ୍ର ହବେେ।

ହୋଶେୟ 11:2

କିନ୍ତୁ ଇଶ୍ରାୟେଲକୁ ଯେତେ ଅଧିକ ନିଜର କଲୁ ଇଶ୍ରାୟେଲ େସତେ ଅଧିକ ଆମ୍ଭଠାରୁ ଦୂ ରଇଗେଲା। ଇଶ୍ରାୟେଲୀୟମାନେ ବାଲ୍ଦବଗେଣଙ୍କ ଉଦେଶ୍ଯ ରେ ବଳି ଦେଲେ। ସମାନେେ ପ୍ରତିମା ନିକଟରେ ଧୂପ ଦେଲେ।

ହୋଶେୟ 14:4

ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।

ଆମୋଷ 5:4

ଇଶ୍ରାୟେଲକୁ ସଦାପ୍ରଭୁ ଏହାହିଁ କୁହନ୍ତି: ଆସ, ଆମ୍ଭର ଅନୁସନ୍ଧାନ କର ଏବଂ ବଞ୍ଚ।

ଆମୋଷ 5:14

ତୁମ୍ଭେ କୁହ, ପରମେଶ୍ବର ତୁମ୍ଭମାନଙ୍କ ସହିତ ଅଛନ୍ତି। ତେଣୁ ତୁମ୍ଭେ ଉତ୍ତମ କାର୍ୟ୍ଯ କର। ମନ୍ଦଠାରୁ ଦୂ ରଇେ ରୁହ। ତାହା ହେଲେ ସଦାପ୍ରଭୁ ପରମେଶ୍ବର ସର୍ବଶକ୍ତିମାନ ପ୍ରକୃତ ରେ ତୁମ୍ଭର ସହବର୍ତ୍ତା ହବେେ।

Interlinear

Choose Theme