Home Bibles ☰ Books ଯିରିମିୟ 6:4 · ଓଡ଼ିଆ ବାଇବେଲ
ଯିରିମିୟ 6:4 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ୟିରୁଶାଲମ ବିରୁଦ୍ଧ ରେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଉଠ, ଆମ୍ଭମାନେେ ମଧ୍ଯାହ୍ନ ରେ ଆକ୍ରମଣ କରିବା। ହାୟ, କାରଣ ଦିନର ଅବସାନ ହେଉଅଛି। ସନ୍ଧ୍ଯାକାଳର ଛାଯା ଦୀର୍ଘ ହେଉଅଛି।

Cross references

ଆୟୁବ ପୁସ୍ତକ 7:2

ମଣିଷ, ଜଣେ ଦାସ ଯଭେଳି ଦିନର କଠିନ ଶ୍ରମ ପରେ ଶୀତଳ ଛାଯା ଚା ହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ଯକ୍ତି ଯମେିତି ତା'ର ବତନେ ଦିନକୁ ଅପେକ୍ଷା କରେ।

ପରମଗୀତ 2:17

ହେ ମାରେ ପ୍ରିଯତମ, ଯେତବେେଳେ ଦିନ ଆ ସେ ଓ ଛାଇ ତୁମ୍ଭଠାରୁ ଗଡ଼ିୟାଏ, ଫରେିଆସ, ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ଯ ହୁଅ।

ଯିଶାଇୟ 5:26

ସଦଖ, ପରଲମଶ୍ବର ଦୂରଦଲଶୀଯସଗାଷ୍ଠୀମାନଙ୍କ ପ୍ରତି ସଙ୍କଲତ ଦଲଉଛନ୍ତି।ସସ ତାଙ୍କର ଧ୍ବଜା ଉତ୍ତୋଳନ କରିସସମାନଙ୍କୁ ଡ଼ାକିବାକୁ ସିଟି ବଜାଉଛନ୍ତି। ଦୂରସଦଶରୁ ଶତ୍ରୁ ଆସୁଛନ୍ତି।ସସମାଲନ ଏଲତ ଦ୍ରୁତ ଗତିସର ଆସୁଛନ୍ତିସଯସଦଶମଧିଅଲର ଖୁବ୍ ଶୀଘ୍ର ପ୍ରଲବଶ କରିଲବ।

ଯିଶାଇୟ 13:2

ପରମେଶ୍ବର କହିଲେ, ବୃକ୍ଷଲତା ଶୂନ୍ଯ ପର୍ବତ ଉପ ରେ ଏକ ଧ୍ବଜା ଟକେ। ହସ୍ତ ହଲାଇ ଲୋକମାନଙ୍କୁ ଉଚ୍ଚସ୍ବର ରେ ଡ଼ାକ। ସମାନଙ୍କେୁ କୁହ ଅଧିପତିମାନେ ପ୍ରବେଶ କରୁଥିବା ଦ୍ବାର ଦଇେ ସମାନେେ ପ୍ରବେଶ କରନ୍ତୁ।'

ଯିରିମିୟ 5:10

ତୁମ୍ଭମାନେେ ପ୍ରାଚୀର ଉପରକୁ ୟାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସଗେୁଡ଼ିକୁ ସମ୍ପୂୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।

ଯିରିମିୟ 8:20

ଶସ୍ଯ ସଂଗ୍ରହର ସମୟ ଶଷେ ହେଲା। ଗ୍ରୀଷ୍ମକାଳ ଅତିବାହିତ ହେଲା। ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହେଲା ନାହିଁ।

ଯିରିମିୟ 15:8

ମାେ ଉପସ୍ଥିତି ରେ ସମାନଙ୍କେର ବିଧବାମାନେ ସମୁଦ୍ରର ବାଲି ପରି ବହୁ ସଂଖ୍ଯକ ହବେେ। ମୁଁ ୟୁବକମାନଙ୍କର ମାତାମାନଙ୍କ ନିକଟକୁ ମଧ୍ଯାହ୍ନ ରେ ଏକ ବିନାଶକ ଆଣିବି, ସମାନେେ ହଠାତ୍ ଭୟ ଓ ଆତଙ୍କିତ ହବେେ।

ଯିରିମିୟ 51:27

ତୁମ୍ଭମାନେେ ଦେଶ ରେ ଧ୍ବଜା ସ୍ଥାପନ କର, ଗୋଷ୍ଠୀଯମାନଙ୍କ ମଧିଅରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧ ରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍ମିନସ୍ ରାଜ୍ଯକୁ ତାହାର ବିରୁଦ୍ଧ ରେ ଏକତ୍ର ଡ଼ାକ। ତାହାର ବିରୁଦ୍ଧ ରେ ସନୋପତିମାନଙ୍କୁ ନିୟୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ଯା ରେ ଅଶ୍ବଗଣ ପଠାଅ।

ଯୋୟେଲ 3:9

ତୁମ୍ଭମାନଙ୍କ ରାଜ୍ଯ ମଧିଅରେ ଏହା ଘାଷେଣା କର। ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ସମସ୍ତ ଯୋଦ୍ଧାମାନେ ଜାଗ୍ରତ ହୁଅ। ୟୁଦ୍ଧର ସମସ୍ତ ଲୋକମାନଙ୍କୁ ଜାଗ୍ରତ ହବୋକୁ ଡାକ ଏବଂ ୟୁଦ୍ଧ ଭୂମିରେ ସମ୍ମୁଖୀନ ହୁଅ।

ମୀଖା 3:5

କେତକେ ଭବିଷ୍ଯତ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ଯା ବାକ୍ଯ କୁହନ୍ତି। ସଦାପ୍ରଭୁ ସହେି ଭବିଷ୍ଯତ୍ବକ୍ତାମାନଙ୍କ ସମ୍ବନ୍ଧ ରେ ଏହି କଥା କୁହନ୍ତି,

ସିଫନିୟ 2:4

ଘସା ରେ କାହାରିକୁ ଛଡାୟିବ ନାହିଁ। ଅସ୍କିଲୋନ ଧ୍ବଂସ ହବେ, ମଧ୍ଯାହ୍ନ ସୁଦ୍ଧା ଲୋକମାଙ୍କୁ ଅସଦୋଦ୍ ଛାଡିବାକୁ ବାଧ୍ଯ କରାୟିବ। ଇକ୍ରୋଣ ଶୂନ୍ଯ ହାଇଯେିବ।

Interlinear

Choose Theme