ଯିରିମିୟ 52:23 · ଓଡ଼ିଆ ବାଇବେଲ
ପାଶର୍ବ ରେ ଛଯାନବେ ଡ଼ାଳିମ୍ବ ଥିଲା। ଜାଲି କର୍ମର ଉପ ରେ ଚାରିଆଡ଼େ ଏକ ଶହ ଡାଳିମ୍ବାକୃତି ଥିଲା।
Cross references
ପ୍ରଥମ ରାଜାବଳୀ 7:20
ଆଉ ଦୁଇ ସ୍ତମ୍ଭର ଉପରି ଭାଗସର ମଧ୍ଯ ମୁଣ୍ତାଳି ଥିଲା ଓସସଗୁଡିକ ପାତ୍ର ଆକୃତି ଜାଲିର ଉପରକୁ ଥିଲା। ଅନ୍ୟ ମୁଣ୍ତାଳିସର ଚତୁର୍ଦ୍ଦିଗସର ଧାଡି ଧାଡିସହାଇ 200ଟି ଡାଳିମ୍ବାକୃତି ଥିଲା।