Home Bibles ଯିରିମିୟ 52:22 · ଓଡ଼ିଆ ବାଇବେଲ
ଯିରିମିୟ 52:22 · ଓଡ଼ିଆ ବାଇବେଲ

ଆଉ ତାହାର ଅଗ୍ରଭାଗ ରେ ପିତ୍ତଳର ମୁଣ୍ଡାଳି ଥିଲା। ସହେି ମୁଣ୍ଡାଳିର ଉଚ୍ଚତା ପାଞ୍ଚହାତ ଓ ମୁଣ୍ଡାଳିର ଉପ ରେ ଚତୁର୍ଦ୍ଦିଗ ରେ ଜାଲିକର୍ମ ଓ ଡ଼ାଳିମ୍ବାକୃତି ଥିଲା। ଆଉ ସେ ସବୁ ପିତ୍ତଳମଯ ଥିଲା। ଦ୍ବିତୀୟ ସ୍ତମ୍ଭ ପ୍ରଥମ ସ୍ତମ୍ଭର ଆକାର ସଦୃଶ ଥିଲା ଓ ସେଥି ରେ ମଧ୍ଯ ଡାଳିମ୍ବ ଥିଲା।

Cross references

ଯାତ୍ରା ପୁସ୍ତକ 28:14

ଦୁଇମାେଡା ହାଇେଥିବା ସୁବର୍ଣ୍ଣ ଜଞ୍ଜିର କରି ସହେି ଏଫୋଦ ରେ ଲଗାଇବ।

ଯାତ୍ରା ପୁସ୍ତକ 28:25

ଦୁଇ ସୁବର୍ଣ୍ଣ ହାରର ଦୁଇ ମୁଣ୍ଡକୁ ଏଫୋଦର ସ୍କନ୍ଧ ପଟି ରେ ବାନ୍ଧ।

ଯାତ୍ରା ପୁସ୍ତକ 39:15

ତା'ପରେ ସମାନେେ ଶୁଦ୍ଧ ସୁବର୍ଣ୍ଣ ରେ ହାର ତିଆରି କଲେ ଏବଂ ବିଚାରାର୍ଥକ ବୁକୁପଟା ପାଇଁ ରଜ୍ଜୁ ପରି ୟୋଡିଲେ।

ପ୍ରଥମ ରାଜାବଳୀ 7:16

ପୁଣିସସ ଦୁଇ ସ୍ତମ୍ଭର ମଥାନସରସଦବାପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା ଓ ପ୍ରଲତ୍ୟକକ ମୁଣ୍ତାଳିର ଉଚ୍ଚତା ପାଞ୍ଚହାତ ଥିଲା।

ଦିତୀୟ ରାଜାବଳୀ 25:17

ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳର ଦୁଇସ୍ତମ୍ଭ, ପ୍ରତ୍ୟେକ ସ୍ତମ୍ଭ ଆଠ ହାତ ଉଚ୍ଚର ଥିଲା ଓ ତା’ ଉପରେ ଥିବା ତିନି ହାତର ଉଚ୍ଚ ପିତ୍ତଳ ମୁଣ୍ତାଳି। ସର୍ବ ଉପରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଉଭୟ ସ୍ତମ୍ଭ ସମାନ ଆକୃତି ଓ ସମାନ ପ୍ରକାରର ଥିଲା। ସଦାପ୍ରଭୁଙ୍କ ମନ୍ଦିର ପାଇଁ ଶଲୋମନ ବୃହତ୍ ଜଳାଶୟ ପିତ୍ତଳରେ ତିଆରି କରିଥିଲେ। ଏହି ସମସ୍ତ ପିତ୍ତଳ ନିର୍ମିତ ଜିନିଷଗୁଡ଼ିକ ବହୁତ ଭାରି ଓ ଓଜନ ଥିଲା।

ଦିତୀୟ ବଂଶାବଳୀ 3:15

ଶଲୋମନ ମନ୍ଦିରର ସାମନା ରେ ଦୁଇଟି ସ୍ତମ୍ଭ ରଖିଲେ। ଏହି ସ୍ତମ୍ଭ ପଞ୍ଚତିରିଶ ହାତ ଉଚ୍ଚ ଥିଲା। ଏହି ସ୍ତମ୍ଭ ଦୁଇଟିର ଅଗ୍ରଭାଗ ପାଞ୍ଚ ହାତରୁ ଟିକେ ଅଧିକ ଲମ୍ବ ଥିଲା।

ଦିତୀୟ ବଂଶାବଳୀ 4:12

ହୂରମ ଦୁଇଟି ସ୍ତମ୍ଭ ଏବଂ ଦୁଇଟି ସ୍ତମ୍ଭର ଉପରିସ୍ଥ ଭାଗ ରେ ବିରାଟ କୁଣ୍ଡର ନିର୍ମାଣ କରିଥିଲେ। ଆହୁରି ହୂରମ ଏହି ଦୁଇଟି ସ୍ତମ୍ଭର ଉପରେ ଥିବା ଦୁଇଟି ବିରାଟ କୁଣ୍ଡକୁ ଘାଡ଼ୋଇବା ନିମନ୍ତେ କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ତିଆରି କରିଥିଲେ।

Interlinear

Choose Theme