Home Bibles ଯିରିମିୟ 51:55 · ଓଡ଼ିଆ ବାଇବେଲ
ଯିରିମିୟ 51:55 · ଓଡ଼ିଆ ବାଇବେଲ

ସଦାପ୍ରଭୁ ବାବିଲକୁ ବିନଷ୍ଟ କରିବେ ଓ ନଗର ମଧ୍ଯରୁ ମହାରବ କ୍ଷାନ୍ତ କରିବେ। ଶତ୍ରୁସୈନ୍ଯ ତରଙ୍ଗାଯିତ ମହାସାଗର ସଦୃଶ ଗର୍ଜନ କରିଆସିବେ ଓ କଲଦୀଯମାନେ ସହେି ମହାରବ ଶୁଣିବେ।

Cross references

ଗୀତସଂହିତା 18:4

ମାରେ ଶତ୍ରୁମାନେ ଯେତବେେଳେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଥିଲେ ମୃତ୍ଯୁର ରଶି ମାେତେ ସେତବେେଳେ ବାନ୍ଧିବାକୁ ଯାଉଥଲା ମାରେ ଚାରିଆଡ଼ୁ। ମୁଁ ବନ୍ଯାରେ କବଳିତ ହାଇେ ମୃତ୍ଯୁ ଆଡ଼କୁ ଭାସି ଚାଲିଥିଲି,

ଗୀତସଂହିତା 65:7

ପରମେଶ୍ବର ଅଶାନ୍ତ ସମୁଦ୍ରକୁ ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର। ଏପରିକି ଆମ୍ଭ ଚତୁପାଶର୍‌ବର ଭୟଙ୍କର ଦେଶଗୁଡ଼ିକୁ।

ଗୀତସଂହିତା 93:3

ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ବନି ବାହାର କଲେ। ସମୁଦ୍ରସବୁ ସମାନଙ୍କେର ଢ଼େଉ ଭାଙ୍ଗି ଗର୍ଜ୍ଜନ କଲେ।

ଯିଶାଇୟ 15:1

ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।

ଯିଶାଇୟ 17:13

ନାନା ଦେଶୀଯ ଲୋକମାନେ ସହେି ତରଙ୍ଗ ସଦୃଶ ହବେେ। ପରମେଶ୍ବର ସମାନଙ୍କେୁ ନିଷ୍ଠୁର ବାଣୀ ଶୁଣାଇବେ। ତେଣୁ ସମାନେେ ପଳାଯନ କରିବେ। ବାଯୁ ରେ ଧୂଳି ଉଡ଼ିଲା ପରି, ଘୂର୍ଣ୍ଣିବାତ୍ଯା ରେ ଧୂଳି ଉଡ଼ିଲା ପରି ସମାନେେ ତାଡ଼ିତ ହବେେ।

ଯିଶାଇୟ 24:8

ଲୋକାମନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହାଇେଛନ୍ତି। ସମସ୍ତ ଆନନ୍ଦ ଧ୍ବନି ନୀରବ ହାଇେଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହାଇେଅଛି।

ଯିଶାଇୟ 47:5

ଆଗୋ କଲଦୀଯ କନ୍ଯାଗଣ, ତୁମ୍ଭମାନେେ ଅନ୍ଧାରକୁ ୟାଇ ନୀରବ ରେ ବସ। କାରଣ ତୁମ୍ଭମାନେେ 'ରାଜ୍ଯର ଆଉ ରାଣୀ' ବୋଲି କଥିତ ହବେ ନାହିଁ।

ଯିରିମିୟ 25:10

ଆଉ ମଧ୍ଯ ଆମ୍ଭେ ସମାନଙ୍କେ ମଧ୍ଯରୁ ଆମାଦେ, ପ୍ରମାଦେ, ଧ୍ବନି, ବରକନ୍ଯାଙ୍କର ସୁଖ ଓ ହର୍ଷ ଧ୍ବନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା।

ଯିରିମିୟ 50:10

ସମାନେେ କଲଦୀଯମାନଙ୍କର ସମସ୍ତ ଲୁଣ୍ଠନ କରିବେ। ସଦାପ୍ରଭୁ କହନ୍ତି, ସମାନେେ ନିଜର ସନ୍ତାଷେ ଅନୁସାରେ ଲୁଣ୍ଠନ କରିବେ।

ଯିରିମିୟ 51:38

ସମାନେେ ୟୁବା ସିଂହ ପରି ଗର୍ଜନ କରିବେ ଓ ସିଂହ ଛୁଆପରି ଘୋର ନାଦ କରିବେ।

ଯିରିମିୟ 51:42

ବାବିଲ ଉପ ରେ ସମୁଦ୍ର ମାଡ଼ି ଆସିବ ଓ ତାହାର ଢ଼େଉସବୁ ଗର୍ଜନ କରି ତାକୁ ଆଚ୍ଛାଦିତ କରିବ।

ଯିହିଜିକଲ 26:3

ତେଣୁ ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ହେ ସୋର, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ, ଓ ସମୁଦ୍ର ତରଙ୍ଗ ଯେପରି କୂଳକୁ ଲଙ୍ଘନ କରେ ଆମ୍ଭେ ସହେିପରି ତୁମ୍ଭ ବିରୁଦ୍ଧ ରେ ଅନକେ ଗୋଷ୍ଠୀକି ଉଠାଇବା।

ଲୂକଲିଖିତ ସୁସମାଚାର 21:25

ସୂର୍ୟ୍ଯ, ଚନ୍ଦ୍ର ଓ ତାରାମାନଙ୍କ ରେ ସଙ୍କତେ ରୂପକ ଅନକେ ଅଦ୍ଭୁତ ବିଷୟ ଘଟିବ। ପୃଥିବୀ ରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ'ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:15

ତା'ପରେ ସେ ସ୍ବର୍ଗଦୂତ ମାେତେ କହିଲେ, ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ଯା ବସୁଥିବାର ଦେଖିଲ, ସହେି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:22

ତୋ'ଠା ରେ କହେି ହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ଯୟନ୍ତ୍ର ଶୁଣିବେ ନାହିଁ। ତୋ'ଠା ରେ କୌଣସି ଶିଳ୍ପର କାରିଗରମାନେ ଆଉ ଦଖାେଯିବେ ନାହିଁ। ତୋ'ଠା ରେ ଚକିପଷୋର ଶବ୍ଦ ଆଉ କବେେ ହେଲେ ଶୁଣାୟିବ ନାହିଁ।

Interlinear

Choose Theme