Home Bibles ଯିହିଜିକଲ 26:3 · ଓଡ଼ିଆ ବାଇବେଲ
ଯିହିଜିକଲ 26:3 · ଓଡ଼ିଆ ବାଇବେଲ

ତେଣୁ ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ହେ ସୋର, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ, ଓ ସମୁଦ୍ର ତରଙ୍ଗ ଯେପରି କୂଳକୁ ଲଙ୍ଘନ କରେ ଆମ୍ଭେ ସହେିପରି ତୁମ୍ଭ ବିରୁଦ୍ଧ ରେ ଅନକେ ଗୋଷ୍ଠୀକି ଉଠାଇବା।

Cross references

ଗୀତସଂହିତା 93:3

ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ବନି ବାହାର କଲେ। ସମୁଦ୍ରସବୁ ସମାନଙ୍କେର ଢ଼େଉ ଭାଙ୍ଗି ଗର୍ଜ୍ଜନ କଲେ।

ଗୀତସଂହିତା 107:25

ପରମେଶ୍ବର ଆଜ୍ଞା କଲେ ଏବଂ ପ୍ରବଳ ବାଯୁ ଉଠି ଆସିଲା। ଢ଼େଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।

ଯିଶାଇୟ 5:30

ସତଣୁ ସିଂହ' ଗର୍ଜ୍ଜନର ରବ, ସମୁଦ୍ର ଗର୍ଜ୍ଜନ ସଦୃଶସସମାଲନସଲାକମାନଙ୍କ ଉପସର ଗର୍ଜ୍ଜନ କରିଲବ। ବନ୍ଦୀମାଲନସଯଲତଲବଲଳ ଚାହିଁଲବସସଲତଲବଲଳସସମାଲନ କଲବଳ ଅନ୍ଧକାରସଦଖିଲବ। ସମସ୍ତ ଦୀପ୍ତି ଚାଲିୟାଇ କଲବଳ ଘନମଲଘ ମାଳାସର ଅନ୍ଧକାରସହାଇଥିଲବ।

ଯିରିମିୟ 6:23

ସମାନେେ ଧନୁ ଓ ବର୍ଚ୍ଛା ଧରନ୍ତି, ସମାନେେ ନିଷ୍ଠୁର ଓ ନିର୍ଦ୍ଦଯ। ସମାନେେ ସମୁଦ୍ର ପରି ଗର୍ଜନ କରନ୍ତି। ଆଉ ସମାନେେ ଅଶ୍ବାରୋହଣ କରନ୍ତି। ଆଗୋ ସିୟୋନର କନ୍ଯା, ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ସମାନଙ୍କେର ପ୍ରେତ୍ୟକକ ଯୋଦ୍ଧା ପ୍ରସ୍ତୁତ ହେଉଅଛନ୍ତି।

ଯିରିମିୟ 21:13

ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳ ନିବାସୀନି ୟିରୁଶାଲମ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ। ତୁମ୍ଭମାନେେ କହୁଅଛ 'ଆମ୍ଭମାନଙ୍କ ବିପକ୍ଷ ରେ କହେି ଆକ୍ରମଣ କରିବେ ନାହିଁ କି ଆମ୍ଭର ସୁଦୃଢ଼ ନଗରୀକୁ କହେି ପରାସ୍ତ କରିପାରିବେ ନାହିଁ।'

ଯିରିମିୟ 25:22

ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ବୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।

ଯିରିମିୟ 50:31

ହେ ଉଦ୍ଧତ ବାବିଲ, ଆମ୍ଭେ ତୁମ୍ଭ ବିପକ୍ଷ ରେ ଅଛୁ। ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯେ ହତେୁ ତୁମ୍ଭ ବିରୁଦ୍ଧ ରେ ଅଛୁ, ତେଣୁ ତୁମ୍ଭର ପ୍ରତିଫଳ ପାଇବାର ଦିନ ଆସିଅଛି।

ଯିରିମିୟ 50:42

ସମାନେେ ଧନୁ ଓ ବର୍ଚ୍ଛା ଧରିଛନ୍ତି, ସମାନେେ ନିଷ୍ଠୁର ଓ ନିର୍ଦ୍ଦଯ। ସମାନେେ ସମୁଦ୍ର ପରି ଗର୍ଜନ କରୁଛନ୍ତି। ସମାନେେ ଅଶ୍ବାରୋହଣ କରି ଅଗ୍ରସର ହେଉଛନ୍ତି। ସେ ବାବିଲ, ସମାନେେ ସମସ୍ତେ ସୁସଜ୍ଜିତ ହାଇେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଯିରିମିୟ 51:42

ବାବିଲ ଉପ ରେ ସମୁଦ୍ର ମାଡ଼ି ଆସିବ ଓ ତାହାର ଢ଼େଉସବୁ ଗର୍ଜନ କରି ତାକୁ ଆଚ୍ଛାଦିତ କରିବ।

ଯିହିଜିକଲ 5:8

ତେଣୁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଜାତିଗୁଡ଼ିକ ମଧିଅରେ ତୁମ୍ଭର ବିଚାର କରିବାା

ଯିହିଜିକଲ 21:3

ଏବଂ ଇଶ୍ରାୟେଲ ଦେଶକୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି ! ଦେଖ, ମୁଁ ତୁମ୍ଭ ବିରୁଦ୍ଧ ରେ ଅଟେ। ମୁଁ ଆପଣା ଖଡ୍ଗ କୋଷରୁ ବାହାର କରି ତୁମ୍ଭମାନଙ୍କ ମଧ୍ଯରୁ ଧାର୍ମିକ ଓ ପାପୀକୁ ଉଚ୍ଛିନ୍ନ କରିବି।

ଯିହିଜିକଲ 27:26

ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ଯକୁ ଆଣି ଅଛନ୍ତି। ମାତ୍ର ପୂର୍ବୀଯ ବାଯୁ ସମୁଦ୍ର ମଧିଅରେ ତୁମ୍ଭକୁ ଭାଙ୍ଗି ପକାଇଛି।

ଯିହିଜିକଲ 27:32

ସମାନେେ ସହେି ମହାଗୋଳ ସମୟରେ ତୁମ୍ଭ ଉଦ୍ଦେଶ୍ଯ ରେ ବିଳାପ କରି ତୁମ୍ଭ ବିଷଯ ରେ ଏହି କଥା କହିବେ, 'ସୋର ପରି କହେି ନାହିଁ, ସୋର ସମୁଦ୍ର ମଧିଅରେ ବିନଷ୍ଟ ହେଲା।

ଯିହିଜିକଲ 28:22

ଆଉ କୁହ, ' ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 38:3

ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ଗେଶର, ମେଶକର ଓ ତୁବଲର ମୁଖ୍ଯ ଅଧିପତି ରାଜା ଗୋଗ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ।

ମୀଖା 4:11

ତୁମ୍ଭ ବିରୁଦ୍ଧ ରେ ବହୁ ଗୋଷ୍ଠୀ ଲଢିବାକୁ ଆସିଛନ୍ତି। ସମାନେେ କୁହନ୍ତି, ଦେଖ, ସେ ହେଉଛି ସିୟୋନ, ଆମ୍ଭେ ତାକୁ ସଂପୂର୍ଣ୍ଣ ନଷ୍ଟ କରିଦବେୁ।

ନାହୂମ 2:12

ସିଂହ ନୀନିବୀର ରାଜା ତା'ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା ଏବଂ ସିଂହୀ ପାଇଁ ଶିକାର କଲା। ସେ ତା'ର ନୀନିବୀ ଗୁମ୍ଫାକୁ ଶିକାର ରେ ପରିପୂର୍ଣ୍ଣ କଲା! ସେ ତା'ର ଗୁମ୍ଫାକୁ ମାଂସ ରେ ପୂର୍ଣ୍ଣ କଲା।

ଯିଖରିୟ 14:2

ଆମ୍ଭେ ସମସ୍ତ ଗୋଷ୍ଠୀକୁ ୟିରୁଶାଲମ ବିରୁଦ୍ଧ ରେ ଲଢିବାକୁ ଏକତ୍ରୀତ କରିବା। ନଗରଟି ପରାଜିତ ହବେ ଓ ଗୃହଗୁଡିକ ଲୁଣ୍ଠିତ ହବେ। ସ୍ତ୍ରୀମାନେ ଧର୍ଷିତ ହବେେ ଏବଂ ଦେଶର ଅର୍ଦ୍ଦକେ ଲୋକ ନିର୍ବାସିତ ହବେେ। ଅବଶିଷ୍ଟ ଲୋକମାନେ ନଗରୀରୁ ନିଆଯିବେ ନାହିଁ।

ଲୂକଲିଖିତ ସୁସମାଚାର 21:25

ସୂର୍ୟ୍ଯ, ଚନ୍ଦ୍ର ଓ ତାରାମାନଙ୍କ ରେ ସଙ୍କତେ ରୂପକ ଅନକେ ଅଦ୍ଭୁତ ବିଷୟ ଘଟିବ। ପୃଥିବୀ ରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ'ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।

Interlinear

Choose Theme