Home Bibles ଯିରିମିୟ 50:30 · ଓଡ଼ିଆ ବାଇବେଲ
ଯିରିମିୟ 50:30 · ଓଡ଼ିଆ ବାଇବେଲ

ଏଣୁ ସଦାପ୍ରଭୁ କହନ୍ତି, ସହେିଦିନ ତା'ର ୟୁବକଗଣ ଛକରେ ମୃତ ହାଇେ ପତିତ ହବେେ ଓ ତା'ର ଯୋଦ୍ଧାମାନେ ମୃତ୍ଯୁବରଣ କରିବେ।

Cross references

ଯିଶାଇୟ 13:15

ମାତ୍ର ଶତ୍ରୁଗଣ ବାବିଲନୀଯଙ୍କ ପଶ୍ଚାତ୍ଧାବନ କରିବେ ଓ ଯେତବେେଳେ ସମାନଙ୍କେୁ ଧରିବେ ଖଡ୍ଗ ରେ ସମାନଙ୍କେୁ ହତ୍ଯା କରିବେ।

ଯିରିମିୟ 9:21

'କାରଣ ମୃତ୍ଯୁ ଆମ୍ଭମାନଙ୍କର ଝରକା ଦଇେ ଆମ୍ଭମାନଙ୍କର ପ୍ରାସାଦ ରେ ପ୍ରବେଶ କରିଅଛି। ଏହା ବାହା ରେ ବାଳକମାନଙ୍କୁ ଓ ନଗରର ଛକମାନଙ୍କ ରେ ୟୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।'

ଯିରିମିୟ 18:21

ତେଣୁ ସମାନଙ୍କେର ସନ୍ତାନଗଣ ଦୁର୍ଭିକ୍ଷ ରେ କବଳିତ ହୁଅନ୍ତୁ। ସମାନଙ୍କେର ଶତ୍ରୁ ସମାନଙ୍କେୁ ଖଡ୍ଗ ରେ ପରାସ୍ତ କରନ୍ତୁ। ସମାନଙ୍କେର ସ୍ତ୍ରୀମାନେ ସନ୍ତାନହୀନା ଓ ବିଧବା ହୁଅନ୍ତୁ। ସମାନଙ୍କେର ପୁରୁଷଗଣ ମୃତ୍ଯୁବରଣ କରନ୍ତୁ ଓ ସମାନଙ୍କେର ୟୁବାଗଣ ୟୁଦ୍ଧ ରେ ନିହତ ହୁଅନ୍ତୁ।

ଯିରିମିୟ 48:15

ଶତ୍ରୁସୈନ୍ଯ ମାୟୋବକୁ ଆକ୍ରମଣ କରି ତାହାକୁ ଧ୍ବଂସ କରିବେ। ତାହା ବଳବାନ୍ ସୈନ୍ଯମାନଙ୍କୁ ବାଧ୍ଯ ସ୍ଥାନ ରେ ବଧ କରିବ। ଏହା ସୈନ୍ଯାଧିପତି ସଦାପ୍ରଭୁ ଏବଂ ରାଜା, ଏହି କଥା କହନ୍ତି।

ଯିରିମିୟ 49:26

ତେଣୁ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ସହେି ସମୟରେ ତାହାର ୟୁବକଗଣ ତାହାର ଛକରେ ମୃତ ହାଇେ ପତିତ ହବେେ। ଆଉ ସମସ୍ତ ଯୋଦ୍ଧା ମୃତ୍ଯୁବରଣ କରିବେ।

ଯିରିମିୟ 50:36

ଗଣକମାନେ ଖଡ୍ଗ ରେ ବଧ ହବେ, ସମାନେେ କଡ଼େେ ନିର୍ବୋଧ ତାହା ଦଖାଇବୋ ପାଇଁ ଖଡ୍ଗ ସୈନ୍ଯମାନଙ୍କୁ ବନାଶ କରିବ, ଫଳ ରେ ସମାନେେ ଭୟଭୀତ ହବେେ।

ଯିରିମିୟ 51:3

ବାବିଲର ଧନୁର୍ଦ୍ଧରମାନେ ଆପଣା ଧନୁ ରେ ଗୁଣ ଦବେେ ନାହିଁ କି ସମାନେେ ଆପଣା ସାଞ୍ଜୁ ପିନ୍ଧିବେ ନାହିଁ। ତୁମ୍ଭମାନେେ ତାହାର ୟୁବକଗଣଙ୍କୁ ଦୟା କର ନାହିଁ ଓ ତା'ର ସମସ୍ତ ସୈନ୍ଯଙ୍କୁ ବିନାଶ କର।

ଯିରିମିୟ 51:56

ବାବିଲ ବିରୁଦ୍ଧ ରେ ସମାନେେ ଆସିବେ ଓ ତାହାକୁ ଧ୍ବଂସ କରିବେ। ସମାନଙ୍କେର ବୀରଗଣ ଧରାଯିବେ ଓ ସମାନଙ୍କେର ଧନୁସବୁ ଖଣ୍ଡ ଖଣ୍ଡ ହାଇେ ଭଙ୍ଗାୟିବ। କାରଣ ସଦାପ୍ରଭୁ ସମାନଙ୍କେର ଦୁଷ୍କର୍ମ ଯୋଗୁଁ ନିଶ୍ଚଯ ପ୍ରତିଫଳ ଦବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:15

ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସମାନଙ୍କେ ଭିତ ରେ ପୃଥିବୀର ରାଜାମାନେ, ଶାସକମାନେ, ସନୋପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରେତ୍ୟକକ ବ୍ଯକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଚାଇ ରଖିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:18

ଆସ, ତୁମ୍ଭମାନେେ ଏକାଠି ହାଇେ ରାଜା, ସନୋପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ବ ଓ ସମାନଙ୍କେର ଆ ରୋହୀଙ୍କର ଓ ସ୍ବାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।

Interlinear

Choose Theme