Home Bibles ☰ Books ଯିରିମିୟ 5:23 · ଓଡ଼ିଆ ବାଇବେଲ
ଯିରିମିୟ 5:23 · ଓଡ଼ିଆ ବାଇବେଲ

ମାତ୍ର ଯିହୁଦାର ଲୋକମାନେ ଅବାଧ୍ଯ ଓ ପ୍ରତିକୁଳାଚାରୀ। ସମାନେେ ସର୍ବଦା ଆମ୍ଭ ବିରୁଦ୍ଧ ରେ ଯୋଜନା କରିଛନ୍ତି ଓ ଆମ୍ଭଠାରୁ ଦୂ ରଇେ ୟାଇଅଛନ୍ତି।

Cross references

ଦିତୀୟ ବିବରଣ 21:18

ଯବେେ କାହାର ପକ୍ସ୍ଟତ୍ର ଅବାଧ୍ଯ ଓ ପିତା ମାତାଙ୍କ କଥା ପାଳନ ନ କରେ , ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସମାନଙ୍କେ ତାଗିଦ୍ ସତ୍ତ୍ବେ ସେ ତାହାପ୍ରତି କର୍ଣପାତ ମଧ୍ଯ କରେ ନାହିଁ।

ଦିତୀୟ ବିବରଣ 31:27

ମୁ ଜାଣେ ତୁମ୍ଭମାନେେ ଶକ୍ତ ଗ୍ରିବ ଅଟ। ମୁ ଜାଣେ ତୁମ୍ଭେ ତକ୍ସ୍ଟମ୍ଭ ବାଟରେ ଚଳିବାକକ୍ସ୍ଟ ଗ୍ଭହଁ। ଦେଖ ଆଜି ମୁ ତୁମ୍ଭମାନଙ୍କ ମଧିଅରେ ବଞ୍ଚି ଥାଉ ଥାଉ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମାରେ ମରଣ ପରେ ତୁମ୍ଭମାନେେ କେତେ ଅଧିକ ନ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାନିବ ନାହିଁ।

ଗୀତସଂହିତା 95:10

ଆମ୍ଭେ ଚାଳିଶ ବର୍ଷ ପର୍ୟ୍ଯନ୍ତ ସହେି ବଂଶପ୍ରତି ବିରକ୍ତ ହାଇେଥିଲୁ, ଆମ୍ଭେ କହିଲୁ ୟେ, ସମାନେେ ଆମ୍ଭ ପ୍ରତି ବିଶ୍ବାସୀ ନୁହଁନ୍ତି। ସମାନେେ ଆମ୍ଭର ନିଯମକୁ ମାନିବା ପାଇଁ ମନା କରି ଦେଲେ।

ଯିଶାଇୟ 1:5

ପରମେଶ୍ବର କୁହନ୍ତି, ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଚାଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦଲେୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭମାନେେ ମାେ ବିରୁଦ୍ଧ ରେ ବିଦ୍ରୋହ କରି ଚାଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦଯ ପୀଡ଼ିତ।

ଯିଶାଇୟ 31:6

ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭମାନେେ ଯେଉଁ ପରମେଶ୍ବରଙ୍କର ବିରୁଦ୍ଧାଚରଣ କରି ତାଙ୍କ ପ୍ରତି ବିମୁଖ ହାଇେଅଛ, ତାଙ୍କ ନିକଟକୁ ଫରେିଆସ।

ଯିରିମିୟ 5:5

ମାେତେ ଧନୀ ଲୋକମାନଙ୍କ ପାଖକୁ ୟିବାକୁ ଏବଂ କଥାବାର୍ତ୍ତା ହବୋକୁ ଦିଅ। କାରଣ ସମାନେେ ହିଁ ସଦାପ୍ରଭୁଙ୍କର ପଥ ଏବଂ ସମାନଙ୍କେର ପରମେଶ୍ବରଙ୍କର ବ୍ଯବସ୍ଥା ଜାଣନ୍ତି। କିନ୍ତୁ ଏମାନେ ଏକତ୍ର ହାଇେ ୟୁଆଳି ଭାଙ୍ଗି ଅଛନ୍ତି ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।

ଯିରିମିୟ 6:28

ସମାନେେ ଅତ୍ଯନ୍ତ ଅବାଧ୍ଯ, ଚାରିଆଡ଼େ ସମାନେେ ନିନ୍ଦାଗାନ କରନ୍ତି। ସମାନେେ ପିତ୍ତଳ ଓ ଲୁହାପରି, ସମାନେେ ସମସ୍ତେ ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି।

ଯିରିମିୟ 17:9

ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।

ହୋଶେୟ 4:8

ଆମ୍ଭର ଲୋକମାନଙ୍କ ପାପଗୁଡିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସମାନେେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବା ରେ ଲୋଭୀ।

ହୋଶେୟ 11:7

ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫରେିବାକୁ ଆଶା କରନ୍ତି। ସମାନେେ ଉର୍ଦ୍ଧ୍ବକୁ ଡାକିବେ। କିନ୍ତୁ କହେି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ।

ଏବ୍ରୀ 3:12

ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧିଅରେ କହେି ପାପ ନ କର, ଅବିଶ୍ବାସୀ ନ ହୁଅ, ଓ ଜୀବିତ ପରମେଶ୍ବରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ।

Interlinear

Choose Theme