Home Bibles ଯିରିମିୟ 49:39 · ଓଡ଼ିଆ ବାଇବେଲ
ଯିରିମିୟ 49:39 · ଓଡ଼ିଆ ବାଇବେଲ

ମାତ୍ର ସଦାପ୍ରଭୁ କହନ୍ତି, ଆମ୍ଭେ ଶଷେ କାଳ ରେ ଏଲମକୁ ବନ୍ଦୀତ୍ବାବସ୍ଥାରୁ ଫରୋଇ ଆଣିବା।

Cross references

ଆୟୁବ ପୁସ୍ତକ 42:10

ଆୟୁବ ତା'ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା'ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ଯ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା'ର ଦୁଇଗୁଣ ସେ ଦେଲେ।

ଯିଶାଇୟ 2:2

ଶଷେ ଦିନ ରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖର ରେ ହବେ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧିଅରେ ଉଚ୍ଚତର ହବେ। ସମସ୍ତ ଗୋଷ୍ଠୀର ଲୋକମାନେ ସୋର୍ତ ସଦୃଶ ସଠାେକୁ ଧାବିତ ହବେେ।

ଯିରିମିୟ 48:47

ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶଷେକାଳ ରେ ପୁନର୍ବାର ମାୟୋବକୁ ବନ୍ଦୀତ୍ବ ସ୍ଥାନରୁ ଫରୋଇ ଆଣିବା।

ଯିରିମିୟ 49:6

ସଦାପ୍ରଭୁ କହନ୍ତି, ଅମ୍ନୋନୀଯ ସନ୍ତାନଗଣ ବନ୍ଦୀ ହାଇେ ନିଆଯିବେ, ମାତ୍ର ସମୟ ଆସିବ, ଆମ୍ଭେ ପୁନର୍ବାର ସମାନଙ୍କେୁ ବନ୍ଦୀତ୍ବ ଅବସ୍ଥାରୁ ଫରୋଇ ଆଣିବା।

ଯିହିଜିକଲ 16:53

ପରମେଶ୍ବର କହିଲେ, ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣକୁ ଓ ଶମରିଯା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣଙ୍କୁ ବିନାଶ କରିବି। ୟିରୁଶାଲମ ମଧ୍ଯ ଧ୍ବଂସ ହବେ। କିନ୍ତୁ ମୁଁ ସହେି ସମଗ୍ର ନଗର ଓ ୟିରୁଶାଲମକୁ ପୁନର୍ବାର ନିର୍ମାଣ କରିବି।

ଯିହିଜିକଲ 29:14

ଏବଂ ମୁଁ ମିଶରୀଯମାନଙ୍କୁ ଫରୋଇ ଆଣିବି, ମୁଁ ସମାନଙ୍କେୁ ସମାନଙ୍କେର ଜନ୍ମଭୂମି ପାଥ୍ରୋଷକୁ ଫରୋଇ ଆଣିବି। ଏବଂ ସଠାେ ରେ ସମାନେେ ଗୋଟିଏ ଅପ୍ରଧାନ ରାଜ୍ଯ ହାଇେ ରହିବେ।

ଯିହିଜିକଲ 38:16

ତୁମ୍ଭେ ଇଶ୍ରାୟେଲ ବିରୁଦ୍ଧ ରେ ମାରେ ଲୋକ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ଯ ଆଚ୍ଛାଦନ କରିବ। ସହେି ଭବିଷ୍ଯତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମାେ ଦେଶ ବିରୁଦ୍ଧ ରେ ଆଣିବି, ଯାହା ଫଳ ରେ ଦେଶଗୁଡ଼ିକ ମାେତେ ଜାଣି ପାରିବେ। ଯେତବେେଳେ ମାରେ ପବିତ୍ରତା ତୁମ୍ଭ ମାଧ୍ଯମ ରେ ସମାନଙ୍କେୁ ଉପସ୍ଥିତି ରେ ଦଖାଇବେି।'

ଯିହିଜିକଲ 39:25

ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଏବେ ମୁଁ ଯାକୁବକୁ ବନ୍ଦୀତ୍ବରୁ ମୁକ୍ତ କରି ଆଣିବି ଓ ସମୁଦାଯ ଇଶ୍ରାୟେଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାେଶ ଇର୍ଷାପରାଯଣ ହବେି।

ଦାନିଏଲ 2:28

ମାତ୍ର ସ୍ବର୍ଗସ୍ଥ ପରମେଶ୍ବର ହିଁ କବଳେ ନିଗୂଢ ବିଷଯମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ଯ ପରମେଶ୍ବର ନବୂଖଦ୍ନିତ୍ସଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ବପ୍ନ ଥିଲା ଏବଂ ଏହି ଗୁଡିକୁ ଆପଣ ବିଛଣା ରେ ଶୋଇଥିଲା ବେଳେ ଦେଖିଲେ।

ଦାନିଏଲ 10:14

ଏବେ ଭବିଷ୍ଯତ ରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ବୁଝାଇ ଦବୋପାଇଁ ମୁଁ ଆସିଅଛି। କାରଣ ଏହି ଦର୍ଶନ ଭବିଷ୍ଯତ ବିଷଯ ରେ ଅଟେ।'

ହୋଶେୟ 3:5

ତା'ପ ରେ ଇଶ୍ରାୟେଲର ଲୋକମାନେ ଫରେି ଆସିବେ। ତା'ପ ରେ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଓ ରାଜା ଦାଉଦଙ୍କୁ ଖାଜେିବେ। ଶଷଦେିବସ ରେ, ସମାନେେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦବୋକୁ ଆସିବେ।

ଆମୋଷ 9:14

ଆମ୍ଭେ ଇଶ୍ରାୟେଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସମାନଙ୍କେୁ ସମାଙ୍କେର ଭୂମିକୁ ଫରୋଇ ଆଣିବା। ସମାନେେ ଧ୍ବଂସ ବିଧ୍ବଂସ ନଗରଗୁଡିକୁ ପୁନଃନିର୍ମାଣ କରିବେ ଏବଂ ସହେି ନଗରୀ ରେ ବାସ କରିବେ। ସମାନେେ ଦ୍ରାକ୍ଷାବୃକ୍ଷ କ୍ଷତେ ରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସଠାେକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସମାନେେ ମଧ୍ଯ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ଯକୁ ଭକ୍ଷଣ କରିବେ।

ମୀଖା 4:1

ଭବିଷ୍ଯତ ରେ ସଦାପ୍ରଭୁଙ୍କ ଗୃହ, ପର୍ବତର ଉଚ୍ଚତମ ପର୍ବତ ଶିଖର ଉପ ରେ ସ୍ଥାପିତ ହବେ। ଏହା ସମସ୍ତ ପର୍ବତଗୁଡିକ ଅପେକ୍ଷା ଉଚ୍ଚତର ହବେ। ଲଗାତାର ଗୋଷ୍ଠୀଗଣ ଷୋର୍ତ ପରି ସଠାେକୁ ଯାଉଥିବେ।

Interlinear

Choose Theme