Home Bibles ☰ Books ଯିରିମିୟ 48:35 · ଓଡ଼ିଆ ବାଇବେଲ
ଯିରିମିୟ 48:35 · ଓଡ଼ିଆ ବାଇବେଲ

ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ମାଯାେବର ଉଚ୍ଚସ୍ଥଳୀ ରେ ବଳିଦାନକାରୀଙ୍କୁ ଓ ଆପଣା ଦବଗେଣ ଉଦ୍ଦେଶ୍ଯ ରେ ଧୂପଦାନକାରୀଙ୍କୁ ଲୋପ କରିବା।

Cross references

ଗଣନା ପୁସ୍ତକ 22:40

ତହୁଁ ବାଲାକ୍ କିଛି ଗାଈ ଓ ମଷେ ବଳିଦାନ କରି ବିଲିଯମ ତାହାର (ବାଲାକ୍) ସଗୀଂ ଅଧିପତିମାନଙ୍କୁ ମାଂସ ଦେଲେ।

ଗଣନା ପୁସ୍ତକ 28:14

ଆଉ ଏକ ଷଣ୍ତ ନିମନ୍ତେ ଏକ ହିନର ଅର୍ଦ୍ଧକେ, ଏକ ମଷେ ନିମନ୍ତେ ଏକ ହିନର ତୃତୀଯାଂଶ ଓ ଏକ ମଷେବତ୍ସ ନିମନ୍ତେ ହିନର ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ପଯେ ନବୈେଦ୍ଯ ହବେ; ଏହା ବର୍ଷର ପ୍ରତିମାସର ଅମାବାସ୍ଯା ରେ ମାସିକ ହାମବେଳି ହବେ।

ଗଣନା ପୁସ୍ତକ 28:28

ପୁଣି ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମଷେ ନିମନ୍ତେ ଦୁଇ ଦଶମାଂଶ ଐଫା ତୈଳ ମିଶ୍ରିତ ସରୁ ମଇଦା ଭକ୍ଷ୍ଯ ନବୈେଦ୍ଯ,

ଯିଶାଇୟ 15:2

ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।

ଯିଶାଇୟ 16:12

ମାୟୋବର ଲୋକମାନେ ସମାନଙ୍କେର ପ୍ରାର୍ଥନା ସ୍ଥଳୀକୁ ଯିବେ। ସଠାେ ରେ ସମାନେେ ପ୍ରାର୍ଥନା କରିବାକୁ ଚେଷ୍ଟା କରିବେ। ମାତ୍ର ସମାନେେ ଏତେ ଦୁର୍ବଳ ଯେ ସେଥି ରେ ସମାନେେ କୃତାର୍ଥ ହବେେ ନାହିଁ।

ଯିରିମିୟ 11:13

ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ଯା ସଠାେ ରେ ଅଧିବାସୀମାନଙ୍କ ସହିତ ସମାନ। ୟିରୁଶାଲମର ରାଜପଥଗୁଡ଼ିକର ସଂଖ୍ଯା ପରି, ତୁମ୍ଭମାନେେ ବହୁତ ବଦେୀ ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।

ଯିରିମିୟ 48:7

ତୁମ୍ଭମାନେେ ନିଜ କର୍ମ ରେ ଓ ଧନ ସତ୍ତି ରେ ନିର୍ଭର କରିଅଛ। ଏଣୁ ତୁମ୍ଭମାନେେ ଧରାୟିବ। ଆଉ କମାେଶ ତା'ର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହାଇୟିବେ।

Interlinear

Choose Theme