ମାୟୋବର ଚତୁର୍ଦ୍ଦିଗସ୍ଥ ଲୋକମାନେ ଓ ଯେଉଁମାନେ ତାହା ପ୍ରସିଦ୍ଧ ଦେଶ ବୋଲି ଜାଣିଥିଲେ, ତାହା ପାଇଁ ବିଳାପ କର। ଆଉ କୁହ, ଏହି ଦୃଢ଼ ଦଣ୍ଡ ଓ ସୁନ୍ଦର ସୃଷ୍ଟି କିପରି ଭଗ୍ନ ହାଇେଅଛି।'
Cross references
ଏପରି କାହିଁକି ହବେ, କାରଣ ତୁମ୍ଭେ ସମାନଙ୍କେର ଶକ୍ତ ଭାର ବହନ କରିବ। ସମାନଙ୍କେର ସ୍କନ୍ଧସ୍ଥିତ ୟୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦବୋକୁ ବ୍ଯବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିଯନକୁ ପରାଜିତ କଲାଭଳି ଏହା ହବେ।
ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।
ସହେି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷଯ ରେ ଏହି ଉପହାସ ଗୀତ ଗାନ କରିବ।
ବାବିଲର ରାଜା କୋର୍ଧ ରେ ଲୋକମାନଙ୍କୁ ପ୍ରହାର କରୁଥିଲେ ଓ ସେଥିରୁ କବେେ ନିବୃତ୍ତ ହେଉ ନ ଥିଲେ। ଲୋକମାନଙ୍କୁ ଆଘାତ କରିବାରୁ ସେ ଦୁରାଚାରୀ ଶାସକ ଦୂ ରଇେ ଯାଉ ନ ଥିଲେ।
ଲୋକମାନେ ଦୁଃଖିତ ହବେେ କାରଣ ହିଶବୋନର କ୍ଷତେସବୁ ଓ ଶବ୍ମାର ଦ୍ରାକ୍ଷାଲତା ଆଉ ଦ୍ରାକ୍ଷା ଉତ୍ପନ୍ନ କରିବ ନାହିଁ। ଦ୍ରାକ୍ଷା ରାଷ୍ଟ୍ରର ପ୍ରଭୁଙ୍କ ପାନୀଯ ପାଇଁ ତିଆରି କରାୟାଏ, ମରୁଭୂମିରେ ପହଞ୍ଚିବା ପାଇଁ ବ୍ଯବହାର କରାୟାଏ, ଯାହାର ମୂଳ ସମୁଦ୍ର ପର୍ୟ୍ଯନ୍ତ ବିସ୍ତୃତ ହାଇେଛି।
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ବିବଚେନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡ଼ାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।
ତେଣୁ ଆମ୍ଭେ ମାୟୋବ ପାଇଁ ଓ ତା'ର ସମସ୍ତ ନିବାସୀ ପାଇଁ ହାହାକାର କରିବା। ଆଉ କୀ ହରେସର ଲୋକମାନଙ୍କ ପାଇଁ ମଧ୍ଯ ଆମ୍ଭେ ଶୋକ କରିବା।
ମାଯାେବ ଭଗ୍ନ ହାଇେଅଛି, ତା'ର ଲୋକମାନେ କ୍ରନ୍ଦନ କରୁଛନ୍ତି, ମାଯାେବ ଲଜ୍ଜିତ ହାଇେଅଛି ଓ ଲୋକମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି।
ରାଜଦଣ୍ଡ ହବୋ ନିମନ୍ତେ ତାହାର ଶାଖାସବୁ ଦୃଢ଼ ହାଇେଥିଲା। ଗହଳ ପତ୍ରୟୁକ୍ତ ହାଇେ ସେସବୁ ଦୀର୍ଘତା ରେ ବହୁ ଉଚ୍ଚ ହେଲା। ଆଉ ଉଚ୍ଚତା ରେ ତାହା ମେଘକୁ ସ୍ପର୍ଶ କଲା।
ତା'ପ ରେ ଆମ୍ଭେ ଶାେଭା ନାମକ ୟଷ୍ଟିକୁ ନଲେୁ ଏବଂ ତାକୁ ଭାଙ୍ଗି ଦଲେୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ବଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ।
ହେ ବାବିଲ ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଚାହୁଁଥିଲ, ସେସବୁ ତୁମ୍ଭଠାରୁ ଚାଲିଯାଇଛି। ତୁମ୍ଭର ସବୁ ସୌଖିନ ଓ ମ ନୋହରୀ ଦ୍ରବ୍ଯମାନ ତୁମ୍ଭଠାରୁ ଉଭଇେ ଯାଇଛି। ତୁମ୍ଭେ ସେସବୁ ଆଉ କବେେ ପାଇବ ନାହିଁ।