Home Bibles ☰ Books ଯିରିମିୟ 39:17 · ଓଡ଼ିଆ ବାଇବେଲ
ଯିରିମିୟ 39:17 · ଓଡ଼ିଆ ବାଇବେଲ

ମାତ୍ର ସଦାପ୍ରଭୁ କହନ୍ତି, ସଦେିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା।' 'ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସମାନଙ୍କେ ହସ୍ତ ରେ ତୁମ୍ଭେ ସମର୍ପିତ ହବେ ନାହିଁ।

Cross references

ଆଦି ପୁସ୍ତକ 15:1

ଏହି ସବୁ ଘଟିୟିବା ପରେ ସଦାପ୍ରଭୁଙ୍କର ବାକ୍ଯ ଦର୍ଶନ ରେ ଅବ୍ରାମ ନିକଟକୁ ଆସିଲେ। ଏହା କହି, ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦବେି।

ଦିତୀୟ ଶାମୁୟେଲ 24:14

ଦାଉଦ ଗାଦଙ୍କକ୍ସ୍ଟ କହିଲେ, ମୁ କି ଅସକ୍ସ୍ଟବିଧା ରେ ପଡିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତକ୍ସ୍ଟ, କିନ୍ତୁ ମଣିଷ ହାତ ରେ ଦଣ୍ତ ନ ଦିଅନ୍ତକ୍ସ୍ଟ।

ପ୍ରଥମ ରାଜାବଳୀ 18:15

ଏଲିଯ ଉତ୍ତର କଲେ, ସର୍ବଶକ୍ତିମଯ ସଦାପ୍ରଭୁଙ୍କ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚଯ ରାଜାଙ୍କୁ ଆଜି ଦଖାେ କରିବି।

ପ୍ରଥମ ରାଜାବଳୀ 18:16

ତେଣୁ ଓବଦିଯ ରାଜା ଆହାବ୍ଙ୍କୁ ଏଲିଯଙ୍କ ଉପସ୍ଥିତି ଜଣାଇଲେ। ରାଜା ଏଲିଯଙ୍କୁ ସାକ୍ଷାତ କରିବାକୁ ଗଲେ।

ଦିତୀୟ ରାଜାବଳୀ 6:16

ଇଲୀଶାୟ କହିଲେ, ଭୟ କରନାହିଁ, କାରଣ ଯୋଦ୍ଧା ଆମ୍ଭ ପାଇଁ ୟିଏ ୟୁଦ୍ଧ କରୁଛନ୍ତି, ସମାନଙ୍କେଠାରୁ ଅଧିକ।

ଆୟୁବ ପୁସ୍ତକ 5:19

ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରିପାରିବେ। ହଁ, ଦରକାର ପଡ଼ିଲେ ବିନା ଆଘାତ ରେ ସାତାଟେି ଦୁର୍ବିପାକରୁ ରକ୍ଷା କରିପାରିବେ।

ଗୀତସଂହିତା 41:1

ଯେଉଁ ବ୍ଯକ୍ତି ଗରିବ ଲୋକମାନଙ୍କୁ ସାହାୟ୍ଯ କରେ, ସେ ଅନକେ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତବେେଳେ ବିପଦ ଆସେ ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି।

ଗୀତସଂହିତା 41:2

ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି ଓ ତା'ର ଜୀବନ ବଞ୍ଚାନ୍ତି। ସହେି ବ୍ଯକ୍ତି ପୃଥିବୀରେ ଆଶୀର୍ବାଦ ପାଏ। ପରମେଶ୍ବର ତା'ର ଶତ୍ରୁମାନଙ୍କ ଦ୍ବାରା ତାକୁ ଧ୍ବଂସ ହବୋକୁ ଦବେେ ନାହିଁ।

ଗୀତସଂହିତା 50:15

ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।

ଗୀତସଂହିତା 91:14

ସଦାପ୍ରଭୁ କହନ୍ତି, ୟଦି କୌଣସି ଲୋକ ଆମ୍ଭଙ୍କୁ ପ୍ରମେ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସମାନଙ୍କେୁ ଆମ୍ଭେ ଉଚ୍ଚରେ ରଖିବା।

ଯିରିମିୟ 1:19

ଯଦିଓ ସମାନେେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବେ, ସମାନେେ ତୁମ୍ଭକୁ ଜଯ କରିପାରିବେ ନାହିଁ। କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି ତୁମ୍ଭକୁ ଉଦ୍ଧାର କରିବା। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 38:1

ଯିରିମିୟଙ୍କ ପ୍ରଚାରିତ ବାକ୍ଯ ମତ୍ତନର ପୁତ୍ର ଶଫଟିଯ, ପଶହୂର ପୁତ୍ର ଗଦଲିଯ, ଶଲେିମିଯର ପୁତ୍ର ୟିହଖଲ ଓ ମଲିଯର ପୁତ୍ର ପଶହୂର ଏବଂ ଅନ୍ୟ ସମସ୍ତ ଲେଖକ ଶୁଣିଲେ।

ଯିରିମିୟ 38:9

ସେ ଯେଉଁଠା ରେ ଅଛନ୍ତି ଦୁର୍ଭିକ୍ଷ ସକାଶୁ ସଠାେ ରେ ମଲାପରି ଅଛନ୍ତି। କାରଣ ନଗର ରେ ଆଉ ରୋଟୀ ନାହିଁ।

ଦାନିଏଲ 6:16

ତହୁଁ ରାଜାଙ୍କ ଆଦେଶ ରେ ସମାନେେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତ ରେ ନିକ୍ଷପେ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, ତୁମ୍ଭେ ଯେଉଁ ପରମେଶ୍ବରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।

ମାଥିଉଲିଖିତ ସୁସମାଚାର 10:40

ଯେଉଁ ଲୋକ ତୁମ୍ଭକୁ ସ୍ବୀକାର କରେ, ସେ ମାେତେ ମଧ୍ଯ ସ୍ବୀକାର କରେ, ଯେଉଁ ଲୋକ ମାେତେ ସ୍ବୀକାର କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କକୁ ମଧ୍ଯ ସ୍ବୀକାର କରେ।

Interlinear

Choose Theme