ପ୍ରଥମ ରାଜାବଳୀ 18:16 · ଓଡ଼ିଆ ବାଇବେଲ
ତେଣୁ ଓବଦିଯ ରାଜା ଆହାବ୍ଙ୍କୁ ଏଲିଯଙ୍କ ଉପସ୍ଥିତି ଜଣାଇଲେ। ରାଜା ଏଲିଯଙ୍କୁ ସାକ୍ଷାତ କରିବାକୁ ଗଲେ।
Cross references
ଯିରିମିୟ 39:17
ମାତ୍ର ସଦାପ୍ରଭୁ କହନ୍ତି, ସଦେିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା।' 'ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସମାନଙ୍କେ ହସ୍ତ ରେ ତୁମ୍ଭେ ସମର୍ପିତ ହବେ ନାହିଁ।