ଯୋହନଲିଖିତ ସୁସମାଚାର 11:46 · ଓଡ଼ିଆ ବାଇବେଲ
କିନ୍ତୁ କେତକେ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫରେିଗଲେ। ସମାନେେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ୟ୍ଯ ବର୍ଣ୍ଣନା କଲେ।
Cross references
ଲୂକଲିଖିତ ସୁସମାଚାର 16:30
ଧନୀ ଲୋକଟି କହିଲା, 'ନା, ପିତା ଅବ୍ରହାମ! ଯଦି ମରି ଯାଇଥିବା ଲୋକମାନଙ୍କ ଭିତରୁ କହେି ଜଣେ ତାହାଙ୍କ ପାଖକୁ ଯାଏ, ତବେେ ସମାନେେ ବିଶ୍ବାସ କରିବେ ଓ ସମାନଙ୍କେର ହୃଦୟ ଓ ଜୀବନକୁ ପରିବର୍ତ୍ତନ କରିବେ।'
ଯୋହନଲିଖିତ ସୁସମାଚାର 5:15
ତା'ପରେ ଲୋକଟି ସହେି ଯିହୂଦୀମାନଙ୍କ ପାଖକୁ ଗଲା। ସେ ସମାନଙ୍କେୁ କହିଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି।
ଯୋହନଲିଖିତ ସୁସମାଚାର 9:13
ଏହା ପରେ ଲୋକମାନେ ସେ ଲୋକଟିକୁ ଫାରୂଶୀମାନଙ୍କ ପାଖକୁ ନଇଗେଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା,
ଯୋହନଲିଖିତ ସୁସମାଚାର 12:37
ଯୀଶୁ ବହୁତ ଗୁଡିଏ ଆଶ୍ଚର୍ୟ୍ଯ କାର୍ୟ୍ଯ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ବେ ତାହାଙ୍କୁ ବିଶ୍ବାସ କଲେ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:25
ଠିକ୍ ସହେି ସମୟରେ ଜଣେ ଆସି ସମାନଙ୍କେୁ କହିଲା, ତୁମ୍ଭମାନେେ ଯେଉଁମାନଙ୍କୁ କାରାଗାର ରେ ବନ୍ଦୀକରି ରଖିଥିଲ ସମାନେେ ମନ୍ଦର ରେ ଠିଆ ହାଇେ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।