Home Bibles ☰ Books ଯିରିମିୟ 33:12 · ଓଡ଼ିଆ ବାଇବେଲ
ଯିରିମିୟ 33:12 · ଓଡ଼ିଆ ବାଇବେଲ

ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଏହି ଜନଶୂନ୍ଯ ଓ ପଶୁଶୂନ୍ଯ ଧ୍ବଂସ ସ୍ଥାନ ରେଓ ତହିଁର ସକଳ ନଗର ରେ ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହବେ। ସମାନେେ ସେ ସ୍ଥାନ ରେ ଆପଣା ଆପଣା ମଷେପଲଙ୍କୁ ବିଶ୍ରାମ କରାଇବେ।

Cross references

ଯିଶାଇୟ 65:10

ଆଉ ଯେଉଁମାନେ ଆମ୍ଭକୁ ଅନ୍ବଷେଣ କରନ୍ତି ସମାନଙ୍କେ ପାଇଁ ଶାରୋଣ ଏକ ମଷେମାନଙ୍କର ଚାରଣ ଭୂମି ଓ ଆଖୋର ଉପତ୍ୟକା ଗୋପଲର ଶଯନସ୍ଥଳ ହବେ।

ଯିରିମିୟ 17:26

ପୁଣି ଲୋକମାନେ ଯିହୁଦାର ନଗର ସମୂହରୁ, ୟିରୁଶାଲମର ଚତୁର୍ଦ୍ଦିଗସ୍ଥିତ ଅଞ୍ଚଳରୁ, ବିନ୍ଯାବୀନ ଦେଶରୁ ନିମ୍ନ ଭୂମିରୁ, ପାର୍ବତ୍ଯ ଦେଶରୁ ଓ ଦକ୍ଷିଣ ଦେଶରୁ ହାମବେଳି, ନବୈେଦ୍ଯ ଓ ସୁଗନ୍ଧି ଧୂପ ଆଉ ଧନ୍ଯବାଦାର୍ଥକ ବଳି ଘନେି ସଦାପ୍ରଭୁଙ୍କ ଗୃହକୁ ଆସିବେ।

ଯିରିମିୟ 31:24

ପୁଣି ଯିହୁଦା ଓ ତାହାର ନଗର ସୁବ ରେ କୃଷକମାନେ ଓ ପଲ ନଇେ ଭ୍ରମଣକାରୀମାନେ ଏକତ୍ର ଶାନ୍ତି ରେ ବାସ କରିବେ।

ଯିରିମିୟ 32:43

ପୁଣି ତୁମ୍ଭମାନେେ କହୁଅଛ, 'ଏହା ମନୁଷ୍ଯ ଓ ପଶୁତୁଲ୍ଯ ଧ୍ବଂସ ସ୍ଥାନ ହାଇେଅଛି ଓ କଲଦୀଯମାନଙ୍କ ହସ୍ତ ରେ ସମର୍ପିତ ହାଇେଅଛି।' ମାତ୍ର ଭବିଷ୍ଯତ ରେ ଲୋକମାନେ ଏଠା ରେ କ୍ଷେତ୍ର କ୍ରଯ କରିବେ।

ଯିରିମିୟ 36:29

ପୁଣି ଯିହୁଦାର ରାଜା ୟିହୋଯାମୀମଙ୍କୁ ତୁମ୍ଭେ ଏହା କହିବ, 'ସଦାପ୍ରଭୁ ଏହା କହନ୍ତି, ବାବିଲର ରାଜା ନିଶ୍ଚଯ ଆସିବ ଓ ଏହି ଦେଶ ନଷ୍ଟ କରିବ। ଆଉ ଏହାକୁ ତାହାକୁ ମନୁଷ୍ଯ ଓ ପଶୁଶୂନ୍ଯ କରିବ। ଏପରି କଥା ସେଥି ରେ ଅଛି ? ଏଥି ସକାେଶ ତୁମ୍ଭେ ଏହି ପୁସ୍ତକ ଦଗ୍ଧ କରିଅଛ।

ଯିରିମିୟ 50:19

ଆମ୍ଭେ ଇଶ୍ରାୟେଲକୁ ପୁନର୍ବାର ତା'ର ଚରାସ୍ଥାନକୁ ଆଣିବା, ସେ କର୍ମିଲ ଓ ବାଶନ ଉପ ରେ ଚରିବ। ଆଉ ସେ ଇଫ୍ରଯିମର ଓ ଗିଲିଯଦର ପର୍ବତମାନଙ୍କ ଉପ ରେ ଭୋଜନ କରି ପରିତୃପ୍ତ ହବେେ।

ଯିରିମିୟ 51:62

ଆଉ କହିବ, ' ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷଯ ରେ କହିଅଛ ଯେ ତୁମ୍ଭେ ଏହାକୁ ବିନଷ୍ଟ କରିବ। ତହିଁ ମଧିଅରେ ମନୁଷ୍ଯ କି ପଶୁ କହେି ବାସ କରିବେ ନାହିଁ। ମାତ୍ର ତାହା ଚିରକାଳ ଧ୍ବଂସ ସ୍ଥାନ ହାଇେ ରହିବ।

ଯିହିଜିକଲ 34:12

ଯେପରି ଜଣେ ମଷେପାଳକ ନିଜର ଛିନ୍ନଭିନ୍ନ ମଷେମାନଙ୍କର ଅନୁସନ୍ଧାନ କରେ, ସହେିପରି ମୁଁ ମାରେ ମଷେମାନଙ୍କର ତତ୍ତ୍ବାବଧାନ କରିବି। ଆଉ ମଘାେଚ୍ଛନ୍ନ ଓ ଅନ୍ଧକାର ଦିନ ରେ ସମାନେେ ଯେଉଁ ଯେଉଁ ସ୍ଥାନ ରେ ଛିନ୍ନଭିନ୍ନ ହାଇେଅଛନ୍ତି, ସେସବୁ ସ୍ଥାନରୁ ସମାନଙ୍କେୁ ଉଦ୍ଧାର କରିବି।

ଯିହିଜିକଲ 34:13

ଏବଂ ମୁଁ ନାନା ଜାତିମାନଙ୍କ ମଧ୍ଯରୁ ସମାନଙ୍କେୁ ବାହାର କରି ଆଣିବି ଓ ନାନା ଦେଶରୁ ସମାନଙ୍କେୁ ସଂଗ୍ରହ କରି ସମାନଙ୍କେୁ ନିଜ ଦେଶକୁ ଆଣିବି। ଏବଂ ମୁଁ ସମାନଙ୍କେୁ ଇଶ୍ରାୟେଲର ପର୍ବତମାନଙ୍କ ରେ, ଝରଣାଗୁଡ଼ିକ ନିକଟରେ ଓ ଦେଶର ବନ୍ଦୋବସ୍ଥ ସ୍ଥାନଗୁଡ଼ିକରେ ଚରାଇବି।

ଯିହିଜିକଲ 36:8

କିନ୍ତୁ ହେ ଇଶ୍ରାୟେଲର ପର୍ବତଗଣ, ତୁମ୍ଭମାନେେ ନିଶ୍ଚଯ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମାରେ ଇଶ୍ରାୟେଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସମାନଙ୍କେର ଆଗମନ ସମୟ ସନ୍ନିକଟ।

ଯିହିଜିକଲ 36:35

ତେଣୁ ଲୋକମାନେ କହିବେ, ଏହି ଧ୍ବଂସସ୍ଥାନ ଏଦନ ଉଦ୍ୟାନ ସଦୃଶ ହାଇେଅଛି। ଆଉ ଏହି ଶୂନ୍ଯ, ଧ୍ବଂସ ଓ ଉତ୍ପାଟିତ ନଗରଗୁଡ଼ିକ ପ୍ରାଚୀର ବେଷ୍ଟିତ ଓ ବସତି ଯୋଗ୍ଯ ହାଇେଅଛି।'

ଓବଦିୟ 1:19

ଦକ୍ଷିଣର ଲୋକେ ଏଷୌର ପର୍ବତ ଉପ ରେ ବଞ୍ଚି ରହିବେ। ପାହାଡର ପାଦ ଦେଶ ରେ ଥିବା ଲୋକେ ପଲେଷ୍ଟୀୟ ରାଜ୍ଯ ଦଖଲ କରିବେ। ସହେି ଲୋକମାନେ ଇଫ୍ରଯିମ ଓ ଶମରିଯାର ରାଜ୍ଯ ରେ ବାସ କରିବେ। ବିନ୍ଯାମୀନ ଗିଲିଯଦ ଅଧିକାର କରିବେ।

ସିଫନିୟ 2:6

ସମୁଦ୍ର ନିକଟରେ ଥିବା ଭୂମି ମଷେପାଳକ ଓ ସମାନଙ୍କେର ମଷେମାନଙ୍କ ପାଇଁ ଶୂନ୍ଯ ହାଇଯେିବ।

Interlinear

Choose Theme