Home Bibles ☰ Books ଯିହିଜିକଲ 37:22 · ଓଡ଼ିଆ ବାଇବେଲ
ଯିହିଜିକଲ 37:22 · ଓଡ଼ିଆ ବାଇବେଲ

ଆଉ ସହେି ଦେଶ ରେ ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ମୁଁ ସମାନଙ୍କେୁ ଏକ ଗୋଷ୍ଠୀ କରିବି ଓ ସମାନଙ୍କେର ଜଣେ ରାଜା ହବେେ। ପୁଣି ସମାନେେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କବେେ ଦୁଇ ରାଜ୍ଯ ରେ ବିଭକ୍ତ ହବେେ ନାହିଁ।

Cross references

ଆଦି ପୁସ୍ତକ 49:10

ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।

ଗୀତସଂହିତା 2:6

ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।

ଗୀତସଂହିତା 2:12

ଦଖାଇଦେିଅ ୟେ ତୁମ୍ଭମାନେେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ ଅଟ ତା' ନ ହେଲେ ସେ କ୍ରୋଧିତ ହବେେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ। ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ବାସୀ ସମାନେେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି। କିନ୍ତୁ ଅନ୍ୟମାନେ ସାବଧାନ ହବୋ ଉଚିତ୍ କାରଣ ସଦାପ୍ରଭୁଙ୍କ କୋର୍ଧର ଶିକାର ସମାନେେ ୟେ କୌଣସି ସମଯରେ ଧନ୍ଯ।

ଗୀତସଂହିତା 72:1

ହେ ପରମେଶ୍ବର, ରାଜାଙ୍କୁ ସାହାୟ୍ଯ କର, ୟାହାଫଳରେ ସେ ତୁମ୍ଭ ପରି ବିବକବୋନ ନ୍ଯାଯ ପ୍ରଦାନ କରିବେ। ତୁମ୍ଭର ନ୍ଯାଯ ପରାଯଣ ରାଜପୁତ୍ରମାନଙ୍କୁ ଦିଅ।

ଗୀତସଂହିତା 72:8

ତାଙ୍କର ରାଜ୍ଯ ସମୁଦ୍ରରୁ ସମୁଦ୍ର ପର୍ୟ୍ଯନ୍ତ ଏବଂ ଫରାତ୍ ନଦୀଠାରୁ ଶଷେ ଧରଣୀକୁ ବ୍ଯାପି ଯାଉ।

ଯିଶାଇୟ 9:6

ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

ଯିଶାଇୟ 11:12

ପରମେଶ୍ବର ଏହି ଧ୍ବଜାକୁ' ସମସ୍ତ ଜାତିଗଣମାନଙ୍କ ନିମନ୍ତେ ସଙ୍କତେ ସ୍ବରୂପ ଉଠାଇବେ। ଇଶ୍ରାୟେଲ ଓ ଯିହୁଦାର ବିଚ୍ଛିନ୍ନ ହାଇେଥିବା ଲୋକମାନେ ଏକତ୍ର ହବେେ। ଯେଉଁମାନେ ପୃଥିବୀର ଲମ୍ବ ଏବଂ ପ୍ରସ୍ଥ ରେ ବିଚ୍ଛିନ୍ନ ହାଇୟୋଇଥିଲେ। କିନ୍ତୁ ପରମେଶ୍ବର ସେ ସମସ୍ତଙ୍କୁ ଏକତ୍ରୀତ କରିବେ।

ଯିଶାଇୟ 11:13

ସେ ସମୟରେ ଇଫ୍ରଯିମ ଯିହୁଦାକୁ ଈର୍ଷା କରିବ ନାହିଁ। ଯିହୁଦାର କହେି ଶତ୍ରୁ ରହିବେ ନାହିଁ। ଯିହୁଦା ଇଫ୍ରଯିମକୁ କଷ୍ଟ ଦବେ ନାହିଁ।

ଯିରିମିୟ 3:18

ସେ ସମୟରେ ଯିହୁଦା ବଂଶ ଇଶ୍ରାୟେଲ ବଂଶ ସହିତ ଏକତ୍ର ଗମନ କରିବେ। ଆଉ ସମାନେେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।

ଯିରିମିୟ 23:5

ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।

ଯିରିମିୟ 32:39

ଆଉ ସମାନେେ ଓ ସମାନଙ୍କେର ସନ୍ତାନମାନେ ସମାନଙ୍କେ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସମାନଙ୍କେୁ ଏକ ଚିତ୍ତ ଓ ଏକ ପଥ ଦବୋ।

ଯିରିମିୟ 33:14

ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧ ରେ ଯେଉଁ ମଙ୍ଗଳ ବାକ୍ଯ କହିଅଛୁ। ତାହାକୁ ସଫଳ କରିବାର ସମୟ ଆସୁଅଛି।

ଯିରିମିୟ 33:26

ତାହା ହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସବେକ ଦାଉଦର ବଂଶଧରଗଣଙ୍କୁ ଅବ୍ରାହାମ, ଇସହାକ୍ ଓ ଯାକୁବର ବଂଶଧରଗଣ ଉପ ରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ଯାଖାନ କରିବା କି ? ଏହା ହବେ ନାହିଁ, କାରଣ ଆମ୍ଭେ ସମାନଙ୍କେର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସମାନଙ୍କେ ଉପ ରେ କୃପା କରିବା।

ଯିରିମିୟ 50:4

ସେ ସମୟରେ ଇଶ୍ରାୟେଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହାଇଯେିବେ। ସମାନେେ କାନ୍ଦି କାନ୍ଦି ଆସିବେ, ଯେତବେେଳେ ସମାନେେ ସମାନଙ୍କେର ସଦାପ୍ରଭୁ ପରମେଶ୍ବରଙ୍କର ଅନ୍ବଷେଣ କରିବେ।

ଯିହିଜିକଲ 34:23

ପୁଣି ସମାନଙ୍କେ ଉପ ରେ ମାରେ ମଷେପାଳକ ଦାଉଦଙ୍କୁ ନିୟୁକ୍ତ କରିବି। ସେ ସମାନଙ୍କେୁ ଚରାଇବ ଓ ସମାନଙ୍କେର ପାଳକ ହବେ।

ଯିହିଜିକଲ 37:17

ତା'ପ ରେ ତୁମ୍ଭ ହସ୍ତ ରେ ସହେି ଦୁଇ ଆଶାବାଡ଼ି ଯେପରି ଏକ ହବେ, ଏଥିପାଇଁ ସହେି ଦୁଇ ଆଶାବାଡ଼ିକୁ ଏକତ୍ର ୟୋଡ଼।

ଯିହିଜିକଲ 37:24

'ପୁଣି ମାରେ ଦାସ ଦାଉଦ ସମାନଙ୍କେ ଉପ ରେ ରାଜା ହବେେ। କବଳେ ସେ ହିଁ ଜଣେ ସମସ୍ତଙ୍କ ଉପ ରେ ମଷେପାଳକ ହବେେ। ଆଉ ସମାନେେ ମାରେ ବ୍ଯବସ୍ଥା ମାନି ଚଳିବେ ଓ ମାରେ ବିଧିସବୁ ରକ୍ଷାକରି ପାଳନ କରିବେ।

Interlinear

Choose Theme