Home Bibles ଯିରିମିୟ 23:14 · ଓଡ଼ିଆ ବାଇବେଲ
ଯିରିମିୟ 23:14 · ଓଡ଼ିଆ ବାଇବେଲ

ୟିରୁଶାଲମର ଭବିଷ୍ଯଦବକ୍ତାମାନଙ୍କ ମଧିଅରେ ଆମ୍ଭେ ସହେି ଭୟଙ୍କର ଜିନିଷ ଦେଖୁଅଛୁ। ସମାନେେ ପର ସ୍ତ୍ରୀ ନିକଟକୁ ଗମନ କରନ୍ତି, ମିଥ୍ଯାଚରଣ କରନ୍ତି ଓ ଦୂରାଚାରୀମାନଙ୍କ ହସ୍ତ ଏପରି ସବଳ କରନ୍ତି ଯେ ସମାନଙ୍କେ ମଧ୍ଯରୁ କହେି ଆପଣା ଆପଣା ଦୁଷ୍ଟତାରୁ ଫରନ୍େତି ନାହିଁ। ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ଯ ଓ ତାହାର ନିବାସୀଗଣ ହା ମାରେର ସମାନ ଅଟନ୍ତି।

Cross references

ଆଦି ପୁସ୍ତକ 13:13

ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅତି ପାପିଷ୍ଠ ଥିଲେ।

ଆଦି ପୁସ୍ତକ 18:20

ଏହାପରେ ସଦାପ୍ରଭୁ କହିଲେ, ମୁଁ ଅନକେ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରର ଲୋକମାନଙ୍କ ବିରୁଦ୍ଧ ରେ, ସମାନେେ ବହୁତ ପାପ କରିଛନ୍ତି।

ଆଦି ପୁସ୍ତକ 19:24

ଠିକ୍ ସହେି ସମୟରେ, ସଦାପ୍ରଭୁ ସଦୋମ ଏବଂ ହ ମାରେକୁ ଧ୍ବଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହ ମାରୋ ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ।

ଆଦି ପୁସ୍ତକ 19:25

ସହେି ନଗରଗୁଡ଼ିକୁ, ସମୁଦାଯ ଉପତ୍ୟକା କ୍ଷେତ୍ରଗୁଡ଼ିକ ଓ ତନ୍ମଧସ୍ଥ ସମସ୍ତ ଲୋକ ଓ ସମସ୍ତ ବୃକ୍ଷଲତା ଧ୍ବଂସ ହାଇଗେଲା।

ଦିତୀୟ ବିବରଣ 32:32

ଏପରିକି ଆମ୍ଭର ଶତୃଗଣ ତାହା ଜାଣନ୍ତି। ସମାନଙ୍କେର ଦ୍ରାକ୍ଷାକ୍ଷେତ୍ର ସଦୋମ ଏବଂ ଗ ମାରେର ଦ୍ରାକ୍ଷା ତକ୍ସ୍ଟଲ୍ଯ। ସମାନଙ୍କେର ଦ୍ରାକ୍ଷାଫଳ ବିଷାକ୍ତ। ସମାନଙ୍କେର ଦ୍ରାକ୍ଷାଗୁଚ୍ଛସବୁ ତିକ୍ତ।

ଯିଶାଇୟ 1:9

ଏହା ସତ୍ଯ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା ନ ହାଇେଥିଲେ ଆମ୍ଭମାନେେ ସଦୋମ ଓ ହ ମାରୋର ପରି ସମ୍ପୂର୍ଣ୍ଣରୂପେ ଧ୍ବଂସ ପାଇଥାନ୍ତୁ।

ଯିଶାଇୟ 1:10

ହେ ସଦୋମର ପ୍ରାଚୀନଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହ ମାରୋର ଲୋକମାନେ ପରମେଶ୍ବରଙ୍କ ଶିକ୍ଷାସମୂହ ପ୍ରତି ଧ୍ଯାନ ଦିଅ।

ଯିଶାଇୟ 41:6

ସମାନେେ ପରସ୍ପରକୁ ସାହାୟ୍ଯ କଲେ ଓ ସାହସୀ ହବୋକୁ ପରସ୍ପରକୁ ଉତ୍ସାହିତ କଲେ।

ଯିରିମିୟ 5:30

ପୁଣି ସଦାପ୍ରଭୁ କହନ୍ତି, ଏକ ଭୟଙ୍କର ଓ ମର୍ମନ୍ତୁଦ ଘଟଣା ଦେଶ ମଧିଅରେ ଘଟିଅଛି।

ଯିରିମିୟ 14:14

ସେତବେେଳେ ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ସହେି ଭବିଷ୍ଯଦବକ୍ତାମାନେ ଆମ୍ଭ ବିଷଯ ରେ ମିଥ୍ଯା ଭବିଷ୍ଯଦବାଣୀ ପ୍ରଚାର କରନ୍ତି। ଆମ୍ଭେ ସମାନଙ୍କେୁ ପ୍ରଚାର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସମାନଙ୍କେୁ କହିବାକୁ ଆଜ୍ଞା ଦଇେ ନାହୁଁ। ସମାନେେ ମିଥ୍ଯା ଭବିଷ୍ଯଦବାଣୀ ଓ ମୂଲ୍ଯହୀନ ଦବୈିତ୍ବ ପ୍ରଚାର କରୁଛନ୍ତି। ସମାନେେ ସମାନଙ୍କେର ହୃଦଯର ପ୍ରବଞ୍ଚନାମୂଳକ ଭବିଷ୍ଯଦବାକ୍ଯ ପ୍ରଚାର କରିଛନ୍ତି।

ଯିରିମିୟ 18:13

ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଏବେ ନାନା ଦେଶୀଯ ଲୋକମାନଙ୍କୁ ପ୍ରଚାର କର। 'କିନ୍ତୁ ଏହା କିଏ ଶୁଣୁଅଛି। ଇଶ୍ରାୟେଲର କୁମାରୀ କନ୍ଯାଗଣ ଅତ୍ଯନ୍ତ ମର୍ମନ୍ତୁଦ କାର୍ୟ୍ଯ କରିଅଛନ୍ତି।'

ଯିରିମିୟ 20:16

ପୁଣି ସଦାପ୍ରଭୁ କ୍ଷମା ନ କରି ଯେପରି ସମସ୍ତ ନଗର ବିନାଶ କରିଥିଲେ। ସେ ଲୋକ ସହେିସବୁ ନଗର ତୁଲ୍ଯ ହେଉ। ଆଉ ସେ ଲୋକ ପ୍ରାତଃକାଳ ରେ କ୍ରନ୍ଦନ ଓ ମଧ୍ଯାହ୍ନ କାଳ ରେ ଚିତ୍କାର ଶବ୍ଦ ଶୁଣୁ।

ଯିରିମିୟ 23:17

ସମାନେେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ଯ ନ କହି ଭିନ୍ନ କଥା କୁହନ୍ତି। ସମାନେେ ସମାନଙ୍କେୁ କୁହନ୍ତି, ସଦାପ୍ରଭୁ କହିଅଛନ୍ତି, 'ତୁମ୍ଭମାନଙ୍କର ଶାନ୍ତି ହବେ।' ପୁଣି ଯେଉଁମାନେ ଅବାଧ୍ଯ ହାଇେ ନିଜର ହୃଦଯ ରେ ଆଚରଣ ଅନୁସାରେ କାର୍ୟ୍ଯ କରନ୍ତି, ସମାନଙ୍କେୁ କୁହାୟାଏ, 'ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହବେ ନାହିଁ।'

ଯିରିମିୟ 23:25

ପୁଣି ଏପରି କେତକେ ଭବିଷ୍ଯଦବକ୍ତା ଅଛନ୍ତି, ' ଯେଉଁମାନେ ଆମ୍ଭ ନାମ ରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସ୍ବପ୍ନ ଦେଖିଅଛୁ, ଆମ୍ଭେ ସ୍ବପ୍ନ ଦେଖିଅଛୁ' କହନ୍ତି, ସମାନଙ୍କେ କଥା ଆମ୍ଭେ ଶୁଣିଅଛୁ।

ଯିରିମିୟ 23:32

ଆଉ ମଧ୍ଯ ସଦାପ୍ରଭୁ କହନ୍ତି, ଦେଖ, ଯେଉଁମାନେ ମିଥ୍ଯା ସ୍ବପ୍ନର ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ସହେି ମିଥ୍ଯା କଥା ଓ ଅସାର ଶିକ୍ଷା ଦ୍ବାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସମାନଙ୍କେର ବିପକ୍ଷ ଅଟୁ। ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପଠାଇ ନାହୁଁ କିଅବା ସମାନଙ୍କେୁ ଆଜ୍ଞା ଦଇେ ନାହୁଁ। ତେଣୁ ସମାନେେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରିପାରିବେ ନାହିଁ।

ଯିରିମିୟ 29:21

କୋଲାଯର ପୁତ୍ର ଆହାବ ଓ ମା ସଯରେ ପୁତ୍ର ସିଦିକିଯ ଆମ୍ଭ ନାମ ରେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। ତେଣୁ ସମାନଙ୍କେ ବିଷଯ ରେ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ସମାନଙ୍କେୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖ ରେ ସମାନଙ୍କେୁ ବଧ କରିବ।

ଯିରିମିୟ 29:23

ସମାନେେ ଇଶ୍ରାୟେଲ ରେ ଅତି ମନ୍ଦ ଆଚରଣ କରିଛନ୍ତି, ସମାନେେ ଆପଣା ଆପଣା ପ୍ରତିବେଶୀ ସ୍ତ୍ରୀ ସହିତ ବ୍ଯଭିଚାର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସମାନେେ ଆମ୍ଭ ନାମ ରେ ମିଥ୍ଯା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।

ଯିରିମିୟଙ୍କ ବିଳାପ 4:6

ୟିରୁଶାଲମ କନ୍ଯାମାନଙ୍କର ପାପ ସଦୋମ ଓ ଗୋ ମାରଠାରୁେ ଅଧିକ। ସଦୋମ ନିମିଷକ ମଧିଅରେ ଧ୍ବଂସପ୍ରାପ୍ତ ହେଲା ଓ କହେି ବ୍ଯକ୍ତି ତାକୁ ଆକ୍ରମଣ କରି ନ ଥିଲେ।

ଯିହିଜିକଲ 13:2

ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲର ଯେଉଁମାନେ ସମାନଙ୍କେ ଇଚ୍ଛା ବିରୁଦ୍ଧ ରେ ଭବିଷ୍ଯତ ବାକ୍ଯ ପ୍ରଚାର କରନ୍ତି। ସମାନଙ୍କେୁ କୁହ, 'ସଦାପ୍ରଭୁଙ୍କର ବାକ୍ଯ ଶୁଣ।

ଯିହିଜିକଲ 13:16

ଇଶ୍ରାୟେଲର ଭବିଷ୍ଯଦବକ୍ତା ଯେଉଁମାନେ ୟିରୁଶାଲମ ବିଷଯ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହିଛନ୍ତି।

ଯିହିଜିକଲ 13:22

କାରଣ ଯେତବେେଳେ ମୁଁ ଧାର୍ମିକମାନଙ୍କୁ ଦଯନୀଯ କରିନାହିଁ, କିନ୍ତୁ ତୁମ୍ଭର ଭବିଷ୍ଯଦବକ୍ତାଗଣ ମିଥ୍ଯା ଦ୍ବାରା ସମାନଙ୍କେୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସମାନଙ୍କେର କୁପଥରୁ ନ ଫରନ୍େତି ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ ଉତ୍ସାହିତ କରିଛ।

ଯିହିଜିକଲ 16:46

ଏବଂ ତୁମ୍ଭର ବଡ଼ ଭଉଣୀ ଶମରିଯା, ସେ ଆପଣା କନ୍ଯାଗଣ ସହିତ ତୁମ୍ଭର ବାମ ଦିଗ ରେ ବାସ କଲେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ଯାଗଣ ତୁମ୍ଭର ଦକ୍ଷିଣ ଦିଗ ରେ ବାସ କରନ୍ତି।

ଯିହିଜିକଲ 22:25

ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

ମୀଖା 1:5

କାରଣ ଯାକୁବ ଓ ଇଶ୍ରାୟେଲ ବଂଶର ପାପ ଯୋଗୁଁ ଏହା ଘଟିଅଛି।

ମୀଖା 3:11

ୟିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନଇେ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନଇେ ଶିକ୍ଷା ଦିଅନ୍ତି ଓ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଆଶା କରନ୍ତି। ସମାନେେ ମଧ୍ଯ କୁହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠା ରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।

ସିଫନିୟ 3:4

ସମାନଙ୍କେର ଭବିଷ୍ଯଦ୍-ବକ୍ତାମାନେ ନଗଣ୍ଯ ଓ ସମାନେେ ବିଶ୍ବାସଘାତକ ଅଟନ୍ତି। ସମାନଙ୍କେର ଯାଜକମାନେ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। ସମାନେେ ପରମେଶ୍ବରଙ୍କ ଶିକ୍ଷା ବିରୁଦ୍ଧ ରେ କାର୍ୟ୍ଯ କରିଛନ୍ତି।

ମଲାଖୀ 1:1

ଇଶ୍ରାୟେଲ ପ୍ରତି ସଦାପ୍ରଭୁଙ୍କର ଏହି ବାର୍ତ୍ତା ଥିଲା। ଏହି ବାର୍ତ୍ତା ପ୍ରଗ୍ଭର କରିବାକୁ ପରମେଶ୍ବର ମଲାଖିକୁ ନିୟୁକ୍ତ କରିଥିଲେ।

ମାଥିଉଲିଖିତ ସୁସମାଚାର 11:24

କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ଯାୟ ହବୋ ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହବେ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:9

ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:2

ପ୍ରବଞ୍ଚକ ଆତ୍ମାମାନଙ୍କର ଶିକ୍ଷାଗୁଡ଼ିକୁ ପାଳନ କରିବେ। ସହେି ଶିକ୍ଷାଗୁଡ଼ିକ ପ୍ରତାରକ ଓ ମିଥ୍ଯାବାଦୀ ଲୋକମାନଙ୍କ ଦ୍ବାରା ଆ ସେ। ସମାନେେ କ'ଣ ଭଲ ଓ କ'ଣ ମନ୍ଦ, ତାହା ଜାଣି ପାରନ୍ତି ନାହିଁ। ତାହାଙ୍କର ବୋଧ ଶକ୍ତି ନଷ୍ଟ ହାଇଯୋଇଥାଏ।

ପିତରଙ୍କ ଦିତୀୟ ପତ୍ର 2:1

ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।

ପିତରଙ୍କ ଦିତୀୟ ପତ୍ର 2:6

ପରମେଶ୍ବର ଦଣ୍ଡ ସ୍ବରୂପେ ଦୁଷ୍ଟ ନଗରୀ ସଦୋମ ଓ ଗ ମାରୋକୁ ପୋଡ଼ି ପାଉଁଶ କରି ଦଇେଥିଲେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସମାନଙ୍କେ ପ୍ରତି କ'ଣ ଘଟିବ, ଏହି ନଗରଗୁଡ଼ିକ ତାହାର ଉଦାହରଣ ସ୍ବରୂପ ଅଟେ।

ପିତରଙ୍କ ଦିତୀୟ ପତ୍ର 2:14

ପ୍ରେତ୍ୟକକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସମାନେେ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବରେ ସମାନେେ ସବୁବେଳେ ପାପ କରୁଥାନ୍ତି। ସମାନେେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦ ରେ ପକାଇ ଦିଅନ୍ତି। ସମାନଙ୍କେ ହୃଦୟଗୁଡ଼ିକ ସ୍ବାର୍ଥପରତା ରେ ପରିପୂର୍ଣ୍ଣ। ସମାନେେ ଅଭିଶପ୍ତ।

ଯିହୂଦାଙ୍କ ପତ୍ର 1:7

ସଦୋମ, ଗ ମାରେ ଓ ତା' ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସମାନେେ ଠିକ୍ ସହେି ସ୍ବର୍ଗଦୂତମାନଙ୍କ ପରି। ସହେି ନଗରଗୁଡ଼ିକ ବ୍ଯଭିଚାର ପାପ ଓ ଅସ୍ବାଭାବିକ କାମୁକତା ରେ ପରିପୂର୍ଣ୍ଣ ଥିଲା। ସମାନେେ ଅନନ୍ତ ଅଗ୍ନି ଦଣ୍ଡ ରେ ଦଣ୍ଡିତ ହେଲେ। ସମାନଙ୍କେର ଦଣ୍ଡ ଆମ୍ଭମାନଙ୍କ ଆଗ ରେ ଗୋଟିଏ ଉଦାହରଣ ସ୍ବରୂପ ରହିଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:8

ଏହି ଦୁଇ ସାକ୍ଷୀଙ୍କର ଶରୀର ମହାନଗରୀର ରାସ୍ତା ରେ ପଡ଼ିରହିବ। ଏହି ନଗରର ନାମ 'ସଦୋମ' ଓ 'ମିସର'। ନଗରର ନାମଗୁଡ଼ିକର ବିଶଷେ ଅର୍ଥ ରହିଛି। ଏହି ନଗର ରେ ସମାନଙ୍କେର ପ୍ରଭୁଙ୍କୁ ମଧ୍ଯ କ୍ରୁଶ ରେ ଚଢ଼ାଇ ମାରି ଦିଆଯାଇଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:20

କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:8

କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ବାସୀ, ଘୃଣାକାର୍ୟ୍ଯ, ନରହତ୍ଯା, ୟୌନଗତ ପାପ, ମନ୍ଦ କୁହୁକ କହନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ଯାବାଦୀ ସମାନେେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦ ରେ ସ୍ଥାନ ପାଇବେ। ଏହା ଦ୍ବିତୀୟ ମୃତ୍ଯୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:15

କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ୟୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ଯାପ୍ରିୟ ଓ ମିଥ୍ଯାବାଦୀମାନେ ନଗରର ବାହା ରେ ରହିବେ।

Interlinear

Choose Theme