Home Bibles ☰ Books ଯିରିମିୟ 30:13 · ଓଡ଼ିଆ ବାଇବେଲ
ଯିରିମିୟ 30:13 · ଓଡ଼ିଆ ବାଇବେଲ

ତୁମ୍ଭମାନଙ୍କର ଘା'ର ଯତ୍ନ କହେି ନବେେ ନାହିଁ, ତେଣୁ ତାହା ସୁସ୍ଥ ହବେ ନାହିଁ।

Cross references

ଯାତ୍ରା ପୁସ୍ତକ 15:26

ତା'ପରେ ସେ କହିଲେ, ତୁମ୍ଭେ ଯବେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କର ଏବଂ ତାଙ୍କ ଦୃଷ୍ଟି ରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ଯବସ୍ଥାସବୁ ପାଳନ କର, ତବେେ ମିଶରୀଯମାନେ ଯେଉଁ ସବୁ ରୋଗ ରେ ପିଡୀତ ହେଲେ, ତୁମ୍ଭମାନେେ ସହେି ରୋଗ ରେ ପିଡୀତ ହବେ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।

ଦିତୀୟ ବିବରଣ 32:39

'ଏବେ ଦେଖ ଆମ୍ଭେ କବଳେ ପରମେଶ୍ବର ଅଟକ୍ସ୍ଟ। ଆଉ କୌଣସି ଅନ୍ୟ ଦବେତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରକ୍ସ୍ଟ। କୌଣସି ବ୍ଯକ୍ତି ଆମ୍ଭ ଶକ୍ତିଠାରକ୍ସ୍ଟ ରକ୍ଷା କରିପାରିବ ନାହିଁ

ଆୟୁବ ପୁସ୍ତକ 5:18

ପରମେଶ୍ବରଙ୍କ ଦଣ୍ଡ ରେ ଯେଉଁ କ୍ଷତ ହୁଏ ପୁଣି ସେ ନିଜେ ସମାନଙ୍କେର କ୍ଷତ ରେ ପଟି ବାନ୍ଧନ୍ତି। ପରମେଶ୍ବର ହୁଏତ ଜଣକୁ ଆଘାତ କରନ୍ତି କିନ୍ତୁ ତାଙ୍କ ହାତ ସୁସ୍ଥତା ମଧ୍ଯ ଆଣେ।

ଆୟୁବ ପୁସ୍ତକ 34:29

କିନ୍ତୁ ଯଦି ପରମେଶ୍ବର ସ୍ଥିର କରନ୍ତି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ। ତା' ହେଲେ କହେି ପରମେଶ୍ବରଙ୍କୁ ଦୋଷ ଦଇପୋରିବ ନାହିଁ। ଯଦି ପରମେଶ୍ବର ଲୋକଙ୍କଠାରୁ ନିଜକୁ ଲୁଚଇେ ରଖନ୍ତି, କହେି ତାଙ୍କୁ ଖାଜେି ପାଇବ ନାହିଁ। ପରମେଶ୍ବର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।

ଗୀତସଂହିତା 106:23

ପରମେଶ୍ବର ଚାହିଁଥିଲେ ସହେି ଲୋକମାନଙ୍କୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ କିନ୍ତୁ ମାଶାେ ତାହାଙ୍କ ମନୋନୀତ ବ୍ଯକ୍ତି ତାଙ୍କର କୋପ ଫରୋଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନାଶ କଲେ ନାହିଁ।

ଗୀତସଂହିତା 142:4

ମାରେ ଚତୁଃପାଶର୍‌ବରେ କୌଣସି ବନ୍ଧୁଙ୍କୁ ପାଉ ନାହିଁ। ମାେତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ୟିବାକୁ ସ୍ଥାନ ନାହିଁ। କୌଣସି ଲୋକ ମାେତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।

ଯିଶାଇୟ 1:6

ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା' ରେ ପରିପୂର୍ଣ୍ଣ। ତୁମ୍ଭମାନେେ ସେ କ୍ଷତର ଯତ୍ନ ନଲେ ନାହିଁ। ତୁମ୍ଭମାନଙ୍କର ସହେି କ୍ଷତଗୁଡ଼ିକ ପରିଷ୍କୃତ ହାଇେ ନାହିଁ କିମ୍ବା ଆବୃତ ହାଇେ ନାହିଁ।

ଯିଶାଇୟ 59:16

ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ। ପୁଣି ମଧ୍ଯସ୍ଥ କହେି ନାହିଁ ବୋଲି ଚମତ୍କୃତ ହେଲେ। ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।

ଯିରିମିୟ 8:22

ଗିଲିଯଦ ରେ ଔଷଧ ଅଛି ଓ ସଠାେ ରେ ବୈଦ୍ଯମାନେ ମଧ୍ଯ ଅଛନ୍ତି। ତବେେ ମାରେ ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାଁନ୍ତି ?

ଯିରିମିୟ 14:19

ଲୋକମାନେ କହନ୍ତି, ହେ ପରମେଶ୍ବର, ତୁମ୍ଭେ କ'ଣ ଯିହୁଦାକୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ ? ତୁମ୍ଭେ କ'ଣ ସିୟୋନକୁ ଘୃଣା କରିଅଛ ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭମାନେେ ଆଉ ସୁସ୍ଥ ହାଇେ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ ? ଆମ୍ଭମାନେେ ଶାନ୍ତି ଚାହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭମାନେେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କବଳେ ଆଶଙ୍କା ଉପସ୍ଥିତ ହେଲା।

ଯିରିମିୟ 17:14

ହେ ସଦାପ୍ରଭୁ ତୁମ୍ଭେ ମାେତେ ସୁସ୍ଥ କଲେ ମୁଁ ପ୍ରକୃତ ରେ ସୁସ୍ଥ ହବେି। ତୁମ୍ଭେ ଯଦି ମାେତେ ପରିତ୍ରାଣ କର, ତବେେ ମୁଁ ପରିତ୍ରାଣ ପାଇବି। କାରଣ ତୁମ୍ଭେ ମାରେ ପ୍ରଶଂସାର ଭୂମି।

ଯିରିମିୟ 30:17

କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମ୍ଭର ଘା'ସବୁ ସୁସ୍ଥ କରିବା। କାରଣ ସମାନେେ ତୁମ୍ଭକୁ ବାସନ୍ଦ ବା ଦୂରୀକୃତା ବୋଲି କହନ୍ତି। 'ଆଉ ସିୟୋନକୁ କହେି ଚାହାଁନ୍ତି ନାହିଁ।

Interlinear

Choose Theme