ବୃକ୍ଷଶୂନ୍ଯ ପାହାଡ଼ ଉପ ରେ ଇଶ୍ରାୟେଲ ଲୋକମାନଙ୍କର ରୋଦନ ତୁମ୍ଭମାନେେ ଶୁଣିବ। ସମାନେେ ଜାରେ ରେ ଚିତ୍କାର କରୁଛନ୍ତି, ଏବଂ କରୁଣା ପାଇଁ ପ୍ରାର୍ଥନା କରୁଛନ୍ତି। କାରଣ ସମାନେେ କୁଟିଳ ପଥଗାମୀ ହାଇେଛନ୍ତି ଓ ସମାନଙ୍କେର ସଦାପ୍ରଭୁ ପରମେଶ୍ବରଙ୍କୁ ପାଶୋରି ଦଇେଛନ୍ତି।
Cross references
ସେତବେେଳେ ସଦାପ୍ରଭୁଙ୍କ ଦୂତ ତାକୁ କହିଲେ, ତୁମ୍ଭେ ତିନିଥର ଏହି ଗଧକୁ କାହିଁକି ପ୍ରହାର କଲ? ଦେଖ, ମୁଁ ତୁମ୍ଭର ଶତୃରୂପେ ଆସିଅଛି, ଯେ ହତେୁ ତୁମ୍ଭର ୟାତ୍ରା ଭୂଲ୍ ଅଟେ।
ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।
ଜଣେ ସଚ୍ଚୋଟ ବ୍ଯକ୍ତି ରକ୍ଷା ପାଏ, କିନ୍ତୁ ଦୁଷ୍ଟ ଲୋକ ଧରା ପଡ଼ିୟାଏ।
ମନୁଷ୍ଯର ଅଜ୍ଞାନତା ନିଜର ଜୀବନକୁ ଧ୍ବଂସ କରେ। କିନ୍ତୁ ତା'ପ ରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।
ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
ଏହା ଘଟିବ କାରଣ ତୁମ୍ଭମାନେେ ଆପଣା ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ଭୁଲି ୟାଇଛ। ପରମେଶ୍ବର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହିଁ।
ଜଣେ ୟୁବତୀ କ'ଣ ନିଜର ଅଳଙ୍କାରକୁ ଭୁଲିପା ରେ ? ଜଣେ କନ୍ଯା କ'ଣ ତା'ର ପୋଷାକକୁ ଭୁଲି ପାରିବ ? କିନ୍ତୁ ମାରେ ଲୋକମାନେ ମାେତେ ଅସଂଖ୍ଯ ଥର ପାଶୋରି ଅଛନ୍ତି।
ନିଷ୍ଫଳ ପର୍ବତକୁ ଦେଖ। କେଉଁଠା ରେ ତୁମ୍ଭେ ବ୍ଯଭିଚାର କରି ନାହଁ ? ଯେପରି ଜଣେ ଆରବୀଯ ଲୋକ ପ୍ରାନ୍ତର ରେ ବ ସେ, ସହେିପରି ତୁମ୍ଭେ ସମାନଙ୍କେ ନିମନ୍ତେ ରାଜପଥରେ ବସିଅଛ। ଆଉ ତୁମ୍ଭେ ଆପଣା ଅବିଶ୍ବାସନୀଯତା ଓ ଦୁଷ୍କର୍ମ ଦ୍ବାରା ଦେଶକୁ 'ଅଶୁଚି' କରିଅଛ।
ହେ ଇଶ୍ରାୟେଲ ଓ ଯିହୁଦା, ତୁମ୍ଭମାନେେ ଆପଣା କ୍ଷତ ଯୋଗୁଁ କାହିଁକି କ୍ରନ୍ଦନ କରୁଛ ? ତୁମ୍ଭମାନଙ୍କର ଏହି କ୍ଷତ ୟନ୍ତ୍ରଣାଦାୟକ ଓ ଦୁରା ରୋଗ୍ଯ। ତୁମ୍ଭମାନଙ୍କର ଅଧର୍ମ ଅନକେ ଓ ପାପ ବହୁତ। ତେଣୁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଏହିସବୁ କରିଅଛୁ।
ସମାନେେ କ୍ରନ୍ଦନ କରି ଆସୁଥିଲା ବେଳେ ଆମ୍ଭେ ସମାନଙ୍କେୁ ଆଗଇେ ନବୋ। ଆମ୍ଭେ ସମାନଙ୍କେୁ ଜଳପୂର୍ଣ୍ଣ ନଦୀଗୁଡ଼ିକ ନିକଟ ଦଇେ ସଳଖ ପଥରେ ଗମନ କରାଇବା। ସେ ପଥରେ ସମାନେେ ଝୁଣ୍ଟିବେ ନାହିଁ। କାରଣ ଆମ୍ଭେ ଇଶ୍ରାୟେଲର ପିତା ଓ ଇଫ୍ରଯିମ ଆମ୍ଭର ପ୍ରଥମଜାତ ସନ୍ତାନ।
ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।
ସେ ସମୟରେ ଇଶ୍ରାୟେଲର ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଏକତ୍ର ହାଇଯେିବେ। ସମାନେେ କାନ୍ଦି କାନ୍ଦି ଆସିବେ, ଯେତବେେଳେ ସମାନେେ ସମାନଙ୍କେର ସଦାପ୍ରଭୁ ପରମେଶ୍ବରଙ୍କର ଅନ୍ବଷେଣ କରିବେ।
କିନ୍ତୁ ସମାନଙ୍କେ ମଧ୍ଯରୁ ଯେଉଁମାନେ ରକ୍ଷା ପାଇବେ, ସମାନେେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସମାନେେ ସମାନଙ୍କେର ପାପ ପାଇଁ ଶାେକ କରିବେ ଓ ପର୍ବତ ଉପ ରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକା ରେ କପୋତ ବାହୁନିବା ପରି।