Home Bibles ଯିରିମିୟ 29:22 · ଓଡ଼ିଆ ବାଇବେଲ
ଯିରିମିୟ 29:22 · ଓଡ଼ିଆ ବାଇବେଲ

ପୁଣି ବାବିଲ ରେ ୟିହୁତାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସମାନଙ୍କେ ମଧିଅରେ ସହେି ଦୁଇ ଲୋକଙ୍କ ଅଭିଶାପ କଥା ଉଦାହରଣ ସ୍ବରୂପ ପ୍ରଚାରିତ ହବେ। ସହେି ଲୋକମାନେ କହିବେ, 'ବାବିଲର ରାଜା ଯେପରି ସିଦିକିଯ ଓ ଆହାବଙ୍କୁ ଅଗ୍ନି ରେ ଦଗ୍ଧ କରିଥିଲେ ସଦାପ୍ରଭୁ ସମାନଙ୍କେୁ ସହେିପରି କରନ୍ତୁ।'

Cross references

ଆଦି ପୁସ୍ତକ 48:20

ତେଣୁ ଇଶ୍ରାୟେଲ ସେ ଉଭୟଙ୍କୁ ଆଶୀର୍ବାଦ କରି କହିଲେ, ଯେତବେେଳେ ଇଶ୍ରାୟେଲର ଲୋକମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବେ ସମାନେେ ତୁମ୍ଭର ନାମ ନବେେ। ସମାନେେ କହିବେ, ଇଫ୍ରଯିମ ଓ ମନଃଶି ପରି ପରମେଶ୍ବର ତୁମ୍ଭଙ୍କୁ କରନ୍ତୁ।

ରୂତର ବିବରଣ 4:11

ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସମାନେେ କହିଲେ, ରାହେଲ ଓ ଲୟୋପରି ୟିଏ କି ଇଶ୍ରାୟେଲର ଗୃହ ନିର୍ମାଣ କଲେ, ସହେିପରି ସଦାପ୍ରଭୁ ଏହି ସ୍ତ୍ରୀ ଲୋକଟିକକ୍ସ୍ଟ ତୁମ୍ଭର ଗୃହକକ୍ସ୍ଟ ଆଣନ୍ତକ୍ସ୍ଟ। ତୁମ୍ଭେ ଏଫ୍ରାଥା ରେ ଶକ୍ତିଶାଳୀ ଓ ବୈଥଲହମେ ରେ ପ୍ରସିଦ୍ଧ ହକ୍ସ୍ଟଅ।

ଯିଶାଇୟ 65:15

ପୁନଶ୍ଚ ତୁମ୍ଭମାନେେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖାୟିବ। ତେଣୁ ମାରେ ପ୍ରଭୁ ସଦାପ୍ରକୁ ତୁମ୍ଭକୁ ବଧ କରିବେ। ସେ ନିଜର ଦାସମାନଙ୍କୁ ଅନ୍ୟ ନାମ ରେ ନାମିତ କରିବେ।

ଦାନିଏଲ 3:6

ପୁଣି ଯେ କହେି ମୁଣ୍ତ ନୁଆଁଇ ପ୍ରଣାମ ନ କରିବ, ସେ ସହେି ମୁହୂର୍ତ୍ତ ରେ ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷିପ୍ତ ହବେ।

ଦାନିଏଲ 3:21

ତେଣୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ପ୍ରଜ୍ବଳିତ ଅଗ୍ନିକୁଣ୍ତକୁ ଫିଙ୍ଗା ଗଲା। ସେତବେେଳେ ସମାନେେ ସମାନଙ୍କେର ପ୍ଯାଣ୍ଟ, ସାର୍ଟ, ଉତ୍ତରୀଯ ଓ ଅନ୍ଯାନ୍ଯ ବସ୍ତ୍ର ପରିଧାନ କରିଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:22

ଯଦି କିଏ ପ୍ରଭୁଙ୍କୁ ପ୍ ରମେ କରୁ ନାହିଁ, ତାହାହେଲେ ସେ ଲୋକ ପରମେଶ୍ବରଙ୍କ ଠାରୁ ବିଚ୍ଛିନ୍ନ ହାଇେ ସେ ଅନନ୍ତକାଳ ପାଇଁ ବିନଷ୍ଟ ହବେ।

Interlinear

Choose Theme