Home Bibles ଦାନିଏଲ 3:6 · ଓଡ଼ିଆ ବାଇବେଲ
ଦାନିଏଲ 3:6 · ଓଡ଼ିଆ ବାଇବେଲ

ପୁଣି ଯେ କହେି ମୁଣ୍ତ ନୁଆଁଇ ପ୍ରଣାମ ନ କରିବ, ସେ ସହେି ମୁହୂର୍ତ୍ତ ରେ ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷିପ୍ତ ହବେ।

Cross references

ଆଦି ପୁସ୍ତକ 19:28

ସଦୋମ ଓ ହ ମାରୋ ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳକୁ ଅନାନ୍ତେ ସହେି ଦେଶରୁ ଭାଟୀର ଧୂମତୁଲ୍ଯ ଧୂମ ଉଠିବାର ଦେଖିଲେ।

ଯାତ୍ରା ପୁସ୍ତକ 20:5

କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।

ଯିଶାଇୟ 44:17

ସଯଉଁ ଅଳ୍ପ କିଛି ଅବଶିଷ୍ଟାଂଶ ରଲହସସସସଥିସର ଏକସଦବତା, ଆପଣାରସଖାଦିତ ପ୍ରତିମା ନିର୍ମାଣ କଲର ଓ ତାକୁସଦବତାସବାଲି କସହ।ସସ ତାହା ଆଗସର ଦଣ୍ଡବତସହାଇ ପୂଜା କଲର। ଏବଂ ତାକୁ ପ୍ରାର୍ଥନା କରି କସହ, ତୁମ୍ଲଭ ଆମ୍ଭରସଦବତା, ଆମ୍ଭକୁ ରକ୍ଷା କର।

ଯିରିମିୟ 29:22

ପୁଣି ବାବିଲ ରେ ୟିହୁତାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସମାନଙ୍କେ ମଧିଅରେ ସହେି ଦୁଇ ଲୋକଙ୍କ ଅଭିଶାପ କଥା ଉଦାହରଣ ସ୍ବରୂପ ପ୍ରଚାରିତ ହବେ। ସହେି ଲୋକମାନେ କହିବେ, 'ବାବିଲର ରାଜା ଯେପରି ସିଦିକିଯ ଓ ଆହାବଙ୍କୁ ଅଗ୍ନି ରେ ଦଗ୍ଧ କରିଥିଲେ ସଦାପ୍ରଭୁ ସମାନଙ୍କେୁ ସହେିପରି କରନ୍ତୁ।'

ଯିହିଜିକଲ 22:18

ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶ ଆମ୍ଭ ନିକଟରେ ଖାଦ ସ୍ବରୂପ ହାଇେଅଛନ୍ତି। ସେ ସମସ୍ତ ଉହ୍ନଇେ ମଧିଅରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ବରୂପ ହାଇେଅଛନ୍ତି। ସମାନେେ ରୂପାର ଖାଦ ସ୍ବରୂପ।

ଦାନିଏଲ 2:5

ରାଜା କଲଦୀଯମାନଙ୍କୁ କହିଲେ, ମୁଁ ଯାହା ସପ୍ନ ଦେଖିଥିଲି, ସେ ବିଷଯ ରେ ତୁମ୍ଭମାନେେ ମାେତେ କହିବା ଉଚିତ୍। ଏବଂ ତା'ପ ରେ ତୁମ୍ଭମାନେେ ମାେତେ ଏହାର ଅର୍ଥ କହିବା ଉଚିତ୍। ଯଦି ତୁମ୍ଭମାନେେ ସ୍ବପ୍ନ ବିଷଯ ରେ ବା ଏହାର ଅର୍ଥ ମାେତେ ନକୁହ, ମୁଁ ତୁମ୍ଭମାନଙ୍କୁ ହତ୍ଯା କରିବାକୁ ଆଦେଶ ଦବେି। ଏବଂ ତୁମ୍ଭର ଗୃହସବୁ ଧୂଳିସାତ କରି ଖତ ରେ ପରିଣତ କରାୟିବ।

ଦାନିଏଲ 2:12

ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ବିତ ହାଇେ ବାବିଲର ସକଳ ବିଦ୍ବାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ।

ଦାନିଏଲ 3:11

ପୁଣି ଯେ କୌଣସି ଲୋକ ମୁଣ୍ତ ନୁଆଁଇ ପ୍ରଣାମ ନକରିବ ସେ ଜଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷିପ୍ତ ହବେ।

ଦାନିଏଲ 3:15

ଯେତବେେଳେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣ, ତୁମ୍ଭମାନେେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭମାନେେ ପୂଜା ନକର ତବେେ ତୁମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନି କୁମ୍ତ ରେ ଫିଙ୍ଗା ୟିବ। ଆଉ ଏପରି କୌଣସି ଦବେତା ନାହିଁନ୍ତି ଯେ କି ମାଠାରୁେ ତୁମ୍ଭମାନଙ୍କୁ ଉଦ୍ଧାର କରିବ।

ଦାନିଏଲ 3:21

ତେଣୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ପ୍ରଜ୍ବଳିତ ଅଗ୍ନିକୁଣ୍ତକୁ ଫିଙ୍ଗା ଗଲା। ସେତବେେଳେ ସମାନେେ ସମାନଙ୍କେର ପ୍ଯାଣ୍ଟ, ସାର୍ଟ, ଉତ୍ତରୀଯ ଓ ଅନ୍ଯାନ୍ଯ ବସ୍ତ୍ର ପରିଧାନ କରିଥିଲେ।

ଦାନିଏଲ 6:7

ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବଦୋରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜା ହେଲେ ଯେ, ଏକ ରାଜକୀଯ ଘୋଷଣା ପତ୍ର ହବୋ ଉଚିତ୍। ଯଦି କହେି ତିରିଶ ଦିନ ପର୍ୟ୍ଯନ୍ତ ମହାରାଜା ବିନା କୌଣସି ଦବେତା ବା ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ତବେେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାୟିବ।

ମାଥିଉଲିଖିତ ସୁସମାଚାର 4:9

ଶୟତାନ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପାଦତଳେ ପଡି ମାେତେ ପ୍ରଣାମ କରିବ, ତବେେ ତୁମ୍ଭକୁ ମୁଁ ଏସବୁ ଦଇେ ଦବେି।

ମାଥିଉଲିଖିତ ସୁସମାଚାର 13:42

ସ୍ବର୍ଗଦୂତମାନେ ସହେି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦବେେ। ସଠାେରେ ସମାନେେ କାନ୍ଦି କାନ୍ଦି ଓ ୟନ୍ତ୍ରଣ ରେ ଦାନ୍ତ କାମୁଡି ରହିବେ।

ମାଥିଉଲିଖିତ ସୁସମାଚାର 13:50

ସ୍ବର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦବେେ। ସଠାେରେ ସମାନେେ କବଳେ କାନ୍ଦି କାନ୍ଦି ଓ ୟନ୍ତ୍ରଣା ରେ ଦାନ୍ତ କାମୁଡି ରହିବେ।

ମାର୍କଲିଖିତ ସୁସମାଚାର 6:27

ଏଣୁ ରାଜା ଯୋହନଙ୍କ ମୁଣ୍ଡ ନଇେ ଆସିବାକୁ ଆଜ୍ଞା ଦଇେ ତୁରନ୍ତ ଜଣେ ସୈନ୍ଯକୁ ପଠାଇଲେ। ସେ ଯାଇ କାରାଗାର ରେ ଯୋହନଙ୍କ ମୁଣ୍ଡ କାଟି ଦଲୋ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:2

ସହେି ତାରା ପାତାଳର ପ୍ରବେଶ ଦ୍ବାର ଖାଲିେଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲାଭଳି ସହେି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସହେି ଧୂଆଁ ଦ୍ବାରା ସୂର୍ୟ୍ଯ ଓ ଆକାଶ ଅନ୍ଧକାରମୟ ହାଇଗେଲା ଓ

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:15

ଦ୍ବିତୀୟ ପଶୁକୁ ପ୍ରଥମ ପଶୁର ପ୍ରତିମାକୁ ଜୀବନ ଦବୋ ପାଇଁ କ୍ଷମତା ଦିଆ ଯାଇଥିଲା। ତା'ପରେ ସହେି ପ୍ରତିମା କଥା କହିବ ଓ ଯେଉଁମାନେ ତାହାକୁ ପୂଜା ନ କରିବେ, ସେ ସମାନଙ୍କେୁ ମୃତ୍ଯୁଦଣ୍ଡର ଆଦେଶ ଦବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:11

ସମାନଙ୍କେ ୟନ୍ତ୍ରଣାର ଧୂଆଁ ସବୁବଳେ ପାଇଁ ଉଠୁଥିବ। ସମାନଙ୍କେୁ ୟନ୍ତ୍ରଣାରୁ ଦିନରାତି କବେେ ହେଲେ ଆରାମ ମିଳିବ ନାହିଁ, କାରଣ ସମାନେେ ସହେି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି।

Interlinear

Choose Theme