ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ଯ ଅଗ୍ନି ତୁଲ୍ଯ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ଯ।
Cross references
ସୁତରାଂ ସୈନ୍ଯାଧିପତି ସଦାପ୍ରଭୁ ପରମେଶ୍ବର ଏହା କହନ୍ତି : ଯିରିମିୟ ଦେଖ, କାରଣ ଲୋକମାନେ ଏହିପରି କହିଥିଲେ, ଆମ୍ଭେ ତୁମ୍ଭ ପାଟି ରେ ଆମ୍ଭର ଶବ୍ଦସବୁ ରଖିଅଛୁ ଏବଂ ଏହା ଅଗ୍ନି ତୁଲ୍ଯ ହବେ। ଏହି ଦେଶ ପାଠ ସଦୃଶ ଅଗ୍ନି ସମାନଙ୍କେୁ ପୋଡ଼ିଦବେ।
ସମଯେ ସମଯେ ମୁଁ ନିଜେ ନିଜକୁ କ ହେ, ମୁଁ ଆଉ ସଦାପ୍ରଭୁଙ୍କ ବିଷଯ କହିବି ନାହିଁ କି ତାଙ୍କ ପାଇଁ ପ୍ରଚାର କରିବି ନାହିଁ। ମାତ୍ର ଏହା କହିଲା ବେଳେ ମାେ ଅସ୍ଥି ମଜ୍ଜା ମଧିଅରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ଯ ଜଳି ଉେଠ। ମୁଁ ହୃଦଯ ମଧିଅରେ ତାକୁ ସମ୍ଭାଳି ରଖିପା ରେ ନାହିଁ। ସଗେୁଡ଼ିକୁ ଭିତ ରେ ଧରି ରଖିବା ପାଇଁ ଚେଷ୍ଟା କଲି କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହଲିେ।
ତା'ପରେ ସମାନେେ ପରସ୍ପର କଥାବାର୍ତ୍ତା ହେଲେ, ଯେତବେେଳେ ଯୀଶୁ ଆମ୍ଭ ସହିତ ରାସ୍ତା ରେ କଥାବାର୍ତ୍ତା ହେଉଥିଲେ, ସେତବେେଳେ ଆମ୍ଭ ହୃଦୟ ଭିତ ରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତବେେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତଜେିତ କରି ଦେଉଥିଲା।
ଶରୀର ମନଷ୍ଯକୁ ଜୀବନଦାନ କରନୋହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ।
ସମାନେେ ଅଗ୍ନିଶିଖା ପରି ଜିହ୍ବାଗୁଡ଼ିକ କିଛି ଦେଖିଲେ। ଏହି ଅଗ୍ନିଶିଖାସବୁ ଭାଗ ଭାଗ ହାଇେ ସଠାେରେ ଥିବା ପ୍ରେତ୍ୟକକ ବ୍ଯକ୍ତିର ଉପରେ ରହିଲା।
ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସମାନେେ ପିତର ଓ ଅନ୍ୟ ପ୍ ରରେିତମାନଙ୍କୁ ପଚାରିଲେ, ଭାଇମାନେ, ଆମ୍ଭେ କ'ଣ କରିବା?
ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି ଆମ୍ଭମାନେେ ମୃତ୍ଯୁର ଦୁର୍ଗନ୍ଧ ସ୍ବରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସମାନଙ୍କେ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ ?
ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାୟ୍ଯ ରେ ସଂଗ୍ରାମ କରୁ ସଗେୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ର ରେ ପରମେଶ୍ବରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତୃର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରି ପା ରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାୟ୍ଯ ରେ ଆମ୍ଭେ ଲୋକଙ୍କ ସମସ୍ତ ୟୁକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ବିରୁଦ୍ଧ ରେ ଉଠୁଥିବା ପ୍ରେତ୍ୟକକ ଗର୍ବର କଥା ଖଣ୍ଡନ କରୁ।
ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।
ଯଦି କହେି ସମାନଙ୍କେର କ୍ଷତି କରିବାକୁ ଚା ହେଁ, ତା' ହେଲ ସମାନଙ୍କେର ମୁହଁରୁ ବାହାରୁଥିବା ଅଗ୍ନି ସମାନଙ୍କେୁ ଧ୍ବଂସ କରିବ। ଯଦି କୌଣସି ଲୋକ ସମାନଙ୍କେର କ୍ଷତି କରିବାକୁ ଚେଷ୍ଟା କରେ, ସେ ଏହିପରିଭାବେ ମୃତ୍ଯୁ ଭୋଗ କରିବ।