Home Bibles ଯିରିମିୟ 23:15 · ଓଡ଼ିଆ ବାଇବେଲ
ଯିରିମିୟ 23:15 · ଓଡ଼ିଆ ବାଇବେଲ

ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଭବିଷ୍ଯଦବକ୍ତାମାନଙ୍କ ବିଷଯ ରେ ଏହା କହନ୍ତି, ଆମ୍ଭେ ସମାନଙ୍କେୁ ବିଷାକ୍ତ ଖାଦ୍ୟ ଭୋଜନ କରାଇବା ଓ ବିଷ ବୃକ୍ଷର ରସ ପାନ କରାଇବା। କାରଣ ୟିରୁଶାଲମର ଭବିଷ୍ଯଦବକ୍ତାମାନଙ୍କଠାରୁ ପାଷାଣ୍ଡତା ଦେଶ ସାରା ବ୍ଯାପିୟାଇଛି।

Cross references

ଗୀତସଂହିତା 69:21

ସମାନେେ ମାେତେ ଖାଦ୍ୟ ବଦଳରେ ତୁଷ ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଲରସ ଦେଲେ।

ଯିରିମିୟ 8:14

ଆମ୍ଭମାନେେ କାହିଁକି ଶାନ୍ତଭାବେ ବସିଅଛୁ ? ଆସ, ଏକତ୍ରୀତ ହାଇେ ଆମ୍ଭମାନେେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଚାଲିୟିବା। ଆସ ସହେି ସ୍ଥାନ ରେ ଆମ୍ଭେ ମୃତ୍ଯୁବରଣ କରିବା। ଯେ ହତେୁ ସଦାପ୍ରଭୁ ଆମ୍ଭର ପରମେଶ୍ବର ଆମ୍ଭମାନଙ୍କୁ ନିରବ କରିଛନ୍ତି। ଆସ ବିଷାକ୍ତ ପାଣି ପିଇବା, ଯେ ହତେୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଛୁ।

ଯିରିମିୟ 9:14

ସମାନେେ ନିଜ ଇଚ୍ଛାନୁସା ରେ ଅବାଧ୍ଯ ହାଇେଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସା ରେ ବାଲ୍ଦବେ ତାଙ୍କର ଅନୁଗାମୀ ହାଇେ ଆଚରଣ କରିଅଛନ୍ତି।

ଯିରିମିୟ 9:15

ତେଣୁ ଇଶ୍ରାୟେଲର ପରମେଶ୍ବର ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସମାନଙ୍କେୁ ପାନ କରିବାକୁ ଦବୋ।

ଯିରିମିୟଙ୍କ ବିଳାପ 3:5

ସଦାପ୍ରଭୁ ମାରେ ଚତୁର୍ଦ୍ଦିଗ ରେ ତିକ୍ତତା ଓ କ୍ଲେଶ ଭରି ଦଇେଅଛନ୍ତି।

ଯିରିମିୟଙ୍କ ବିଳାପ 3:15

ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି।

ଯିରିମିୟଙ୍କ ବିଳାପ 3:19

ହେ ସଦାପ୍ରଭୁ, ମାରେ ଦୁଃଖ, ଦୁର୍ଗତି ସ୍ମରଣ କର। ତାହା ନାଗଦଅଣା ଓ ବିଷ ସ୍ବରୂପ।

ମାଥିଉଲିଖିତ ସୁସମାଚାର 27:34

ସମାନେେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଚାଖିବା ପରେ ପିଇବା ପାଇଁ ମନା କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 8:11

ସହେି ତାରାର ନାମ 'ନାଗଦଅଣା' ଥିଲା। ଏହାଦ୍ବାରା ପୃଥିବୀର ଏକ ତୃତୀଯାଂଶ ଜଳଭାଗ ପିତା ହାଇଗେଲା। ଏହି ପିତା ଜଳ ପାନକରି ଅନକେ ଲୋକ ମୃତ୍ଯୁବରଣ କଲେ।

Interlinear

Choose Theme