Home Bibles ଯିରିମିୟ 16:3 · ଓଡ଼ିଆ ବାଇବେଲ
ଯିରିମିୟ 16:3 · ଓଡ଼ିଆ ବାଇବେଲ

କାରଣ ଏହି ସ୍ଥାନ ରେ ଜନ୍ମ ନଇେଥିବା ପୁତ୍ର-କନ୍ଯାମାନଙ୍କ ସମ୍ବନ୍ଧ ରେ, ସମାନଙ୍କେର ପ୍ରସବକାରିଣୀ ମାତାମାନଙ୍କ ବିଷଯ ରେ ଓ ସମାନଙ୍କେ ଜନ୍ମଦାତା ପିତୃଗଣଙ୍କ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି।

Cross references

ଯିରିମିୟ 6:21

ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗ ରେ ନାନା ବିଘ୍ନ ରଖିବା। ଯାହା ଫଳ ରେ ପିତୃଗଣ ଓ ପୁତ୍ରଗଣ ଏକ ସଙ୍ଗ ରେ ଝୁଣ୍ଟି ପଡ଼ିବେ ଓ ପ୍ରତିବେଶୀ ଓ ତାଙ୍କର ମିତ୍ର ବିନଷ୍ଟ ହବେେ।

ଯିରିମିୟ 16:5

ତେଣୁ ସଦାପ୍ରଭୁ ଏହି କଥା କହନ୍ତି, ହେ ଯିରିମିୟ, ତୁମ୍ଭେ ମୃତ୍ଯୁ ଶୋକ ପାଳିତ ହେଉଥିବା ଗୃହକୁ ୟାଅ ନାହିଁ। ତୁମ୍ଭେ ସମାନଙ୍କେୁ ବିଳାପ ଓ ଦୁଃଖ ଜଣାଇବାକୁ ୟାଅ ନାହିଁ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଆଶୀର୍ବାଦ, ଆମ୍ଭର ସ୍ନହପେୂର୍ଣ୍ଣ କରୁଣା ଓ ଦୟା କାଢ଼ି ନଇେଛୁ।

ଯିରିମିୟ 16:9

କାରଣ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କ ଜୀବନକାଳ ମଧିଅରେ ଓ ତୁମ୍ଭମାନଙ୍କ ସମ୍ମୁଖ ରେ ଏହି ସ୍ଥାନରୁ ଆମାଦେ ପ୍ରମାଦେର ଧ୍ବନି, ଆନନ୍ଦ ରବ ଓ ବରକନ୍ଯାଙ୍କର ଆନନ୍ଦ କୋଳାହଳ ନିବୃତ୍ତ କରାଇବା।'

Interlinear

Choose Theme