Home Bibles ଯିରିମିୟ 14:15 · ଓଡ଼ିଆ ବାଇବେଲ
ଯିରିମିୟ 14:15 · ଓଡ଼ିଆ ବାଇବେଲ

ଏଣୁ ଯେଉଁ ଭବିଷ୍ଯଦବକ୍ତାମାନେ ଆମ୍ଭ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସମାନଙ୍କେୁ ପ୍ ରରଣେ ନ କଲେ ହେଁ ସମାନେେ କହନ୍ତି, ଏ ଦେଶ ରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହବେ ନାହିଁ, ସହେିମାନଙ୍କ ବିଷଯ ରେ ସଦାପ୍ରଭୁ କହନ୍ତି,' ସହେି ଭବିଷ୍ଯଦବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ବାରା ବିନଷ୍ଟ ହବେେ।

Cross references

ଦିତୀୟ ବିବରଣ 18:20

କିନ୍ତୁ ଯେତବେେଳେ ଜଣେ ଭବିଷ୍ଯଦ୍ବକ୍ତା ମାେ ନାମ ରେ କୌଣସି ଅନକ୍ସ୍ଟଚିତ୍ କଥା କ ହେ, ଯାହା ମୁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦଇନୋହିଁ। ସହେି ଭବିଷ୍ଯଦ୍ବକ୍ତାର ମୃତକ୍ସ୍ଟ୍ଯଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତକେ ଭବିଷ୍ଯଦ୍ବକ୍ତା ଅନ୍ୟ ଦବଗେଣଙ୍କ ନାମ ରେ କହନ୍ତି, ତବେେ ସହେି ଭବିଷ୍ଯଦ୍ବକ୍ତାଗଣ ନିଶ୍ଚଯ ମୃତକ୍ସ୍ଟ୍ଯଦଣ୍ତ ପାଇବେ।

ପ୍ରଥମ ରାଜାବଳୀ 22:25

ତହିଁରେ ମୀଖାଯ କହିଲା, ଖୁବ୍ ଶୀଘ୍ର ସଂକଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ େଛାଟ କଠାେରୀକୁ ୟିବ। ସେତବେେଳେ ତୁମ୍ଭେ ଆମ୍ଭ କଥା ସତ୍ଯତା ଜାଣିବ।

ଯିରିମିୟ 5:12

ମିଥ୍ଯା ରେ ସମାନେେ ସଦାପ୍ରଭୁଙ୍କର ବିଷଯ ରେ କହିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ। ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ ଆଉ ଆମ୍ଭମାନେେ ଖଡ୍ଗ କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।

ଯିରିମିୟ 6:15

ଯାଜକ ଓ ଭବିଷ୍ଯଦବକ୍ତାମାନେ ଘୃଣ୍ଯକର୍ମ କଲେ ମଧ୍ଯ ଲଜ୍ଜିତ ନୁହଁନ୍ତି। ସମାନେେ ସମାନଙ୍କେର ଦୁଷ୍କର୍ମ ପାଇଁ ମୁଖ ବିବର୍ଣ୍ଣ କଲେ ନାହିଁ। ତେଣୁ ସଦାପ୍ରଭୁ କହନ୍ତି, ସମାନେେ ପତିତମାନଙ୍କ ମଧିଅରେ ପତିତ ହବେେ ଓ ଆମ୍ଭେ ସେସାନଙ୍କୁ ପ୍ରତିଫଳ ଦବୋ ବେଳେ ସମାନେେ ନିପାତିତ ହବେେ।

ଯିରିମିୟ 8:12

ସମାନେେ ଘୃଣ୍ଯକର୍ମ କରିସୁଦ୍ଧା ଲଜ୍ଜିତ ହେଲେ ନାହିଁ, ସମାନଙ୍କେର ମୁଖମଣ୍ଡଳ ଏହି ମନ୍ଦକର୍ମ ଯୋଗୁଁ ବିବର୍ଣ୍ଣ ହେଲା ନାହିଁ। ଏଣୁ ସମାନେେ ପତିତ ଲୋକମାନଙ୍କ ମଧିଅରେ ପତିତ ହବେେ। ସମାନଙ୍କେ ପ୍ରତିଫଳ ପ୍ରାପ୍ତି ସମୟରେ ସମାନେେ ନିପାତିତ ହବେେ। ସଦାପ୍ରଭୁ ଏହିସବୁ କହନ୍ତି।

ଯିରିମିୟ 8:13

ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେର ସମସ୍ତ ଶସ୍ଯ ଓ ଫଳ ନଇୟିବୋ ଓ ସମାନଙ୍କେୁ ନିରିହ ରୂପେ ସଂହାର କରିବା। ଦ୍ରାକ୍ଷାଲତା ରେ ଦ୍ରାକ୍ଷାଫଳ ଓ ଡ଼ିମ୍ବିରି ବୃକ୍ଷ ରେ ଡ଼ିମ୍ବିରି ଫଳ ରହିବ ନାହିଁ। ପତ୍ରସବୁ ମ୍ଲାନ ହାଇଯେିବେ। ଆମ୍ଭେ ସମାନଙ୍କେୁ ଯାହାସବୁ ଦଇେଅଛୁ, ସେସବୁ ସମାନଙ୍କେଠାରୁ ନଇୟିବେୁ।

ଯିରିମିୟ 20:6

ପୁଣି ହେ ପଶ୍ହୂର, ତୁମ୍ଭେ ଓ ତୁମ୍ଭ ଗୃହ ନିବାସୀ ସମସ୍ତେ ବନ୍ଦୀ ହାଇେ ବାବିଲକୁ ଯିବେ। ତୁମ୍ଭେ ସହେି ସ୍ଥାନ ରେ ମରିବ ଓ ସଠାେ ରେ କବର ପାଇବ। ତୁମ୍ଭର ଯେଉଁ ବନ୍ଧୁମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କଲ, ସହେି ବନ୍ଧୁମାନେ ମଧ୍ଯ ସହେିଠା ରେ ମରିବେ ଓ କବର ନବେେ।

ଯିରିମିୟ 23:14

ୟିରୁଶାଲମର ଭବିଷ୍ଯଦବକ୍ତାମାନଙ୍କ ମଧିଅରେ ଆମ୍ଭେ ସହେି ଭୟଙ୍କର ଜିନିଷ ଦେଖୁଅଛୁ। ସମାନେେ ପର ସ୍ତ୍ରୀ ନିକଟକୁ ଗମନ କରନ୍ତି, ମିଥ୍ଯାଚରଣ କରନ୍ତି ଓ ଦୂରାଚାରୀମାନଙ୍କ ହସ୍ତ ଏପରି ସବଳ କରନ୍ତି ଯେ ସମାନଙ୍କେ ମଧ୍ଯରୁ କହେି ଆପଣା ଆପଣା ଦୁଷ୍ଟତାରୁ ଫରନ୍େତି ନାହିଁ। ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ଯ ଓ ତାହାର ନିବାସୀଗଣ ହା ମାରେର ସମାନ ଅଟନ୍ତି।

ଯିରିମିୟ 28:15

ତହିଁରେ ଯିରିମିୟ ଭବିଷ୍ଯଦବକ୍ତା ହନାନିଯ ଭବିଷ୍ଯଦବକ୍ତାକୁ କହିଲେ, ହେ ହନାନିଯ, ଏବେ ଶୁଣ ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାଁନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ଯା କଥା ରେ ବିଶ୍ବାସ କରାଇ ଅଛ।

ଯିରିମିୟ 29:20

ଏଣୁ ଆମ୍ଭଦ୍ବାରା ୟିରୁଶାଲମରୁ ବାବିଲକୁ ତଡ଼ିତ ନିର୍ବାସିତ ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ।

ଯିରିମିୟ 29:31

ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, 'ନିହିଲାମୀଯ ଶମଯିଯର ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି ; ଆମ୍ଭେ ଶମଯିଯଙ୍କୁ ଭବିଷ୍ଯଦବକ୍ତା ପ୍ରଚାର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ଯା କହି ତୁମ୍ଭମାନଙ୍କର ବିଶ୍ବାସ ଜନ୍ମାଇଅଛି।

ଯିହିଜିକଲ 13:9

ଯେଉଁ ଭବିଷ୍ଯଦବକ୍ତାମାନେ ମିଥ୍ଯା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ଯା ଅଲୌକିକ ଶକ୍ତି ଘାଷେଣା କରନ୍ତି, ମାରେ ହସ୍ତ ସମାନଙ୍କେ ବିରୁଦ୍ଧ ରେ ୟିବ, ସମାନେେ ମାେ ଲୋକମାନଙ୍କ ମନ୍ତ୍ରୀ ସଭା ରେ ରହିବେ ନାହିଁ। ଇଶ୍ରାୟେଲର ପରିବାର ତାଲିକା ରେ ସମାନଙ୍କେର ନାମଗୁଡ଼ିକ ତାଲିକାଭୁକ୍ତ ହବେ ନାହିଁ। ଏବଂ ଇଶ୍ରାୟେଲ ଦେଶ ରେ ସମାନେେ ପ୍ରବେଶ କରିବେ ନାହିଁ। ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।

ଯିହିଜିକଲ 13:15

ଏହିରୂପେ ମୁଁ ସହେି କାନ୍ଥ ଉପ ରେ ଓ ଯେଉଁମାନେ ମିଶ୍ରିତ ମସଲା ରେ ତାହା ପତଳା ଲପନେ କରିଅଛନ୍ତି, ସମାନଙ୍କେ ଉପ ରେ ଆପଣା କୋପ ପ୍ରକାଶ କରିବା ସମାପ୍ତ କରିବି। ତା'ପ ରେ ମୁଁ ତୁମ୍ଭମାନଙ୍କୁ କହିବି, ' ସହେି କାନ୍ଥ ଓ ତାହାର ଲପନକୋରୀମାନେ ନାହାଁନ୍ତି।'

ଯିହିଜିକଲ 14:10

ତେଣୁ ଉଭୟ ନିଜ ନିଜର ପାପର ଭାର ବହନ କରିବେ। ଭବିଷ୍ଯଦବକ୍ତାର ଅଧର୍ମ ଓ ତାହାର ଅନ୍ବଷେଣକାରୀର ଅଧର୍ମ ସମାନ ହବେ।

ଯିହିଜିକଲ 33:6

'କିନ୍ତୁ ସେ ପ୍ରହରୀ ଯଦି ଖଡ୍ଗ ଆସିବାର ଦେଖି ତୂରୀ ନ ବଜାଏ ଓ ଲୋକମାନେ ସଚତନେ ନ ହୁଅନ୍ତି ଆଉ ଖଡ୍ଗ ଆସି ସମାନଙ୍କେ ମଧ୍ଯରୁ କୌଣସି ଲୋକକୁ ହତ୍ଯା କରେ, ତବେେ ନିଜ ପାପ ଯୋଗୁଁ ହତ୍ଯା ହେଲା। କିନ୍ତୁ ମୁଁ ତାହାର ରକ୍ତର ପ୍ରତିଶୋଧ ସହେି ପ୍ରହରୀ ଉପ ରେ ନବେି।'

ଆମୋଷ 7:17

କିନ୍ତୁ ସଦାପ୍ରଭୁ କୁହନ୍ତି, 'ତୁମ୍ଭର ସ୍ତ୍ରୀ ନଗର ମଧିଅରେ ଜଣେ ଗଣିକା ହବେ। ତୁମ୍ଭର ପୁତ୍ରକନ୍ଯାଗଣ ଖଡ୍ଗ ରେ ନିହତ ହବେେ। ଅନ୍ୟ ଲୋକମାନଙ୍କୁ ତୁମ୍ଭ ରାଜ୍ଯରୁ ନିଆୟିବ ଏବଂ ସମାନଙ୍କେ ନିଜ ନିଜ ମଧିଅରେ ବିଭାଗ କରାୟିବ। ଆଉ ମଧ୍ଯ ତୁମ୍ଭେ ବିଦେଶ ରେ ମୃତ୍ଯୁବରଣ କରିବ। ଇଶ୍ରାୟେଲର ଲୋକମାନେ ନିଶ୍ଚିତ ଏଦେଶରୁ ବନ୍ଦୀରୂପେ ବିତାଡିତ ହବେେ।'

ପିତରଙ୍କ ଦିତୀୟ ପତ୍ର 2:1

ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।

ପିତରଙ୍କ ଦିତୀୟ ପତ୍ର 2:14

ପ୍ରେତ୍ୟକକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସମାନେେ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବରେ ସମାନେେ ସବୁବେଳେ ପାପ କରୁଥାନ୍ତି। ସମାନେେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦ ରେ ପକାଇ ଦିଅନ୍ତି। ସମାନଙ୍କେ ହୃଦୟଗୁଡ଼ିକ ସ୍ବାର୍ଥପରତା ରେ ପରିପୂର୍ଣ୍ଣ। ସମାନେେ ଅଭିଶପ୍ତ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:20

କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।

Interlinear

Choose Theme