Home Bibles ଯିରିମିୟ 11:23 · ଓଡ଼ିଆ ବାଇବେଲ
ଯିରିମିୟ 11:23 · ଓଡ଼ିଆ ବାଇବେଲ

ଅବାଥୋତ ରେ ଅବଶିଷ୍ଟ କହେି ରହିବେ ନାହିଁ। ଆମ୍ଭେ ସମାନଙ୍କେ ପ୍ରତି ଶାସ୍ତି ବିଧାନ କରିବା ଓ ସମାନଙ୍କେ ପ୍ରତି ଅମଙ୍ଗଳ ଘଟାଇବା।

Cross references

ଯିଶାଇୟ 14:20

ଅନକେ ରାଜା ମୃତ୍ଯୁବରଣ କରିଛନ୍ତି ଓ ନିଜ ନିଜ କବର ରେ ସମାଧିସ୍ଥ ହାଇେଛନ୍ତି। ତୁମ୍ଭେ ସମାନଙ୍କେ ପରି କବରସ୍ଥ ହବେ ନାହିଁ। କାରଣ ତୁମ୍ଭେ ତୁମ୍ଭ ନିଜ ଦେଶକୁ ଧ୍ବଂସ କରିଛ। ତୁମ୍ଭ ନିଜ ଲୋକଙ୍କୁ ହତ୍ଯା କରିଛ। ତୁମ୍ଭର ପିଲାମାନେ ତୁମ୍ଭପରି ଧ୍ବଂସ ପଥ ଅନୁସରଣ କରିବେ ନାହିଁ। ସମାନେେ ସହେି କୁକାର୍ୟ୍ଯରୁ ନିବୃତ୍ତ ହବେେ।

ଯିରିମିୟ 5:9

ସଦାପ୍ରଭୁ କହନ୍ତି, ଆମ୍ଭେ କ'ଣ ଏହିସବୁର ପ୍ରତିଫଳ ଦବୋ ନାହିଁ ? ଆମ୍ଭେ କ'ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି ପ୍ରତିଶାଧେ ନବୋ ନାହିଁ ? ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ଯ।

ଯିରିମିୟ 5:29

ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ କ'ଣ ଏହିସବୁ ପାଇଁ ସମାନଙ୍କେୁ ଦଣ୍ଡ ଦବୋ ନାହିଁ ? ଆମ୍ଭର ପ୍ରାଣ ଏହିସବୁ ଲୋକମାନଙ୍କଠାରୁ ପରିଶାଧେ ନବେ ନାହିଁ ?

ଯିରିମିୟ 6:9

ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ଦ୍ରାକ୍ଷା ସଂଗ୍ରହ କଲାପରି ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ସୂର୍ଣ୍ଣ ଭାବରେ ଏକତ୍ରୀତ କର : ଏହାର ଶାଖା ରେ ହାତ ବୁଲାଅ।

ଯିରିମିୟ 8:12

ସମାନେେ ଘୃଣ୍ଯକର୍ମ କରିସୁଦ୍ଧା ଲଜ୍ଜିତ ହେଲେ ନାହିଁ, ସମାନଙ୍କେର ମୁଖମଣ୍ଡଳ ଏହି ମନ୍ଦକର୍ମ ଯୋଗୁଁ ବିବର୍ଣ୍ଣ ହେଲା ନାହିଁ। ଏଣୁ ସମାନେେ ପତିତ ଲୋକମାନଙ୍କ ମଧିଅରେ ପତିତ ହବେେ। ସମାନଙ୍କେ ପ୍ରତିଫଳ ପ୍ରାପ୍ତି ସମୟରେ ସମାନେେ ନିପାତିତ ହବେେ। ସଦାପ୍ରଭୁ ଏହିସବୁ କହନ୍ତି।

ଯିରିମିୟ 11:19

ସଦାପ୍ରଭୁ, ସମାନେେ ମାେ ବିପକ୍ଷ ରେ ଅଛନ୍ତି ବୋଲି ଦଖାଇବୋ ପୂର୍ବରୁ ମୁଁ ଏକ ନିରୀହ ମଷେଶାବକ ପରି ହତ୍ଯା ପାଇଁ ରହିଥିଲି। ସମାନେେ ମାେ ବିରୁଦ୍ଧ ରେ ଅଛନ୍ତି ବୋଲି ମୁଁ ଜାଣି ନଥିଲି। ସମାନେେ ମାେ ବିରୁଦ୍ଧ ରେ କୁମନ୍ତ୍ରଣା କରି କହିଲେ, ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।

ଯିରିମିୟ 23:12

ତେଣୁ ସମାନଙ୍କେର ପଥ ଅନ୍ଧକାର ଓ ଖସଡ଼ା ହବେ। ସମାନେେ ସହେି ଅନ୍ଧାର ମଧିଅରେ ରହିବେ। କାରଣ ସଦାପ୍ରଭୁ କହନ୍ତି, ମୁଁ ସମାନଙ୍କେ ଉପ ରେ ଅମଙ୍ଗଳ ଓ ପ୍ରତିଫଳ ଆଣିବି।

ଯିରିମିୟ 44:27

'ଆଉ ଦେଖ, ଆମ୍ଭେ ସମାନଙ୍କେର ମଙ୍ଗଳ ନିମନ୍ତେ ନୁହେଁ, ଅମଙ୍ଗଳ ନିମନ୍ତେ ସମାନଙ୍କେୁ ଜଗି ରହିବା। ମିଶର ଦେଶସ୍ଥ ସମସ୍ତ ୟୁହୁଦୀ ନିଃଶଷେ ହବୋ ପର୍ୟ୍ଯନ୍ତ ଖଡ୍ଗ, ଓ ଦୁର୍ଭିକ୍ଷର ମୃତ୍ଯୁ ଲାଗି ରହିବ।

ଯିରିମିୟ 46:21

ଆହୁରି ମିଶରର ବତନେଗ୍ରାହୀ ସୈନ୍ଯମାନେ ଗୋଶାଳାର ଗୋବତ୍ସ ତୁଳ୍ଯ। ସମାନେେ ପଳାଯନ କରିବେ। ସମାନେେ ଆକ୍ରମଣର ସମ୍ମୁଖୀନ ହାଇପୋରିବେ ନାହିଁ। କାରଣ ସମାନଙ୍କେର ବିପଦର ଦିନ ଆସୁଅଛି ଓ ସମାନେେ ଖୁବ୍ ଶୀଘ୍ର ସମାନଙ୍କେର ପ୍ରତିଫଳ ପାଇବେ।

ଯିରିମିୟ 48:44

ଯେତବେେଳେ ଲୋକମାନେ ଭୟ ରେ ଦୌଡ଼ିବେ, ସମାନେେ ଖାତ ଭିତ ରେ ପଡ଼ିବେ ଏବଂ ଯେତବେେଳେ ସମାନେେ ଖାତରୁ ବାହାରକୁ ପଡ଼ିବେ, ସମାନେେ ଧରାଯିବେ। ସଦାପ୍ରଭୁ କହନ୍ତି, ଏହା ଘଟିବ କାରଣ ମୁଁ ମାୟୋବ ଉପ ରେ ଶାସ୍ତିର ବର୍ଷ ଆଣିବି।

ଯିରିମିୟ 50:27

ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ୟାଆନ୍ତୁ। ସମାନେେ ସନ୍ତାପର ପାତ୍ର, କାରଣ ସମାନଙ୍କେର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।

ହୋଶେୟ 9:7

ଭବିଷ୍ଯଦ୍ବକ୍ତା କହନ୍ତି, ଇଶ୍ରାୟେଲ ଏହି ନୀତିଗୁଡିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିୟାଇଛି। ତୁମ୍ଭେ ଯେଉଁ ମନ୍ଦ କାର୍ୟ୍ଯ କରିଥିଲ ତା'ର ଫଳ ପାଇବା ସମୟ ଆସି ୟାଇଛି। କିନ୍ତୁ ଇଶ୍ରାୟେଲର ଲୋକେ କହନ୍ତି, ଭବିଷ୍ଯଦ୍ବକ୍ତା ଜଣେ ନିର୍ ବୋଧ। ପରମେଶ୍ବରଙ୍କ ଆତ୍ମା ସହିତ ଏହି ବ୍ଯକ୍ତି ପାଗଳ। ଭବିଷ୍ଯଦ୍ବକ୍ତା କହନ୍ତି, ତୁମ୍ଭମାନେେ ତୁମ୍ଭମାନଙ୍କ ଜଘନ୍ଯ ପାପ ଲାଗି ଦଣ୍ତିତ ହବେ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହବେ।

ମୀଖା 7:4

ଏପରିକି ସମାନଙ୍କେ ମଧିଅରେ ଯେ ସର୍ବୋତ୍ତମ ସେ ବୁଦା ରେ କଣ୍ଟକ ସଦୃଶ। ଆଉ ସବୁଠାରୁ ସରଳ ବ୍ଯକ୍ତି ଅଧିକ ଜଟିଳ ଓ କଣ୍ଟାବାଡ ରେ କଣ୍ଟକ ସଦୃଶ ଅଟେ।

ଲୂକଲିଖିତ ସୁସମାଚାର 19:44

ସମାନେେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରି ଦବେେ। ତୁମ୍ଭ କୋଠଗୁଡିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସମାନେେ ରେଖଇ ଦବେେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ବର ଯେତବେେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।

Interlinear

Choose Theme