ଆମ୍ଭେ ତୁମ୍ଭର ଧାର୍ମିକତା' ପ୍ରକାଶ କରିବା। ପୁଣି ତୁମ୍ଭର 'ସକଳ କର୍ମ' ତୁମ୍ଭର ଉପକାର ରେ ଆସିବ ନାହିଁ।
Cross references
ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।
ଯେଉଁମାନେ ସଦାପ୍ରଭୁଙ୍କଠା ରେ ନିଜ ନିଜ ମନ୍ତ୍ରଣାକୁ ଲୁଚାଇବାକୁ ଚେଷ୍ଟା କରନ୍ତି ସମାନେେ ଦୁଃଖ ପାଆନ୍ତି। ସମାନେେ ଅନ୍ଧକାର ରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, କହେି ଆମ୍ଭମାନଙ୍କୁ ଦେଖୁ ନାହିଁ କି କହେି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।'
ସଯଉଁଦିନସଖାଦିତ ପ୍ରତିମା ନିର୍ମାଣ କରନ୍ତି,ସସ ସବୁ ଅସାର, ଯଦିଓସଲାଲକସସଗୁଡ଼ିକୁ ଆଦର କରନ୍ତି।ସସଗୁଡ଼ିକ ଉପକାରୀ ନୁହଁନ୍ତି।ସସହିସଲାକମାଲନ ସାକ୍ଷୀସହଲଲ ବିସସମାଲନ ଲଜ୍ଜିତସହଲବ।ସସମାଲନ କିଛିସଦଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ।
ତାହା ହେଲେ ସମାନେେ ପ୍ରତିଦିନ ଆମ୍ଭର ଅନ୍ବଷେଣ କରିବେ ଓ ମାରେ ପଥ ବିଷଯ ରେ ଜାଣିବାକୁ ଚେଷ୍ଟା କରିବେ। ଯେଉଁ ଗୋଷ୍ଠୀଯ ଲୋକେ ପୂଜା କର୍ମ କରିଛନ୍ତି ଓ ନିଜର ପରମେଶ୍ବରଙ୍କର ବିଧାନ ତ୍ଯାଗ କରି ନାହାଁନ୍ତି, ସମାନଙ୍କେ ପରି ସମାନେେ ପୁଜାବିଧାନ ବିଷଯ ଆମ୍ଭକୁ ପଚାରନ୍ତି ଓ ପରମେଶ୍ବରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।
ସହେି ଜାଲ ବସ୍ତୁରୂପେ ବ୍ଯବହୃତ ହବେ ନାହିଁ କିମ୍ବା ସମାନେେ ନିଜ କର୍ମ ରେ ନିଜକୁ ଆବୃତ୍ତ କରିପାରିବେ ନାହିଁ।
ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସହେିମାନଙ୍କୁ ଆଘାତ କରିଛ। ମାତ୍ର ଅତୀତ କାଳ ରେ ଆମ୍ଭେ ପାପ କଲୁ ଏବଂ ତୁମ୍ଭେ ରାଗିଲ। ଅତୀତ କାଳ ରେ ଆମ୍ଭମାନେେ ଦୋଷ କଲୁ।
ଯେ ଗୋବଧ କରେ ସେ ନରହତ୍ଯାକାରୀ ପରି ହୁଏ, ଯେ ମଷେଶାବକ ବଳିଦାନ କରେ ଯେ କୁକୁରର ବକେ କାଟିଲା ଲୋକପରି ହୁଏ, ଯେ ନବୈେଦ୍ଯ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦବେତାର ଧନ୍ଯବାଦ କରିବା ଲୋକପରି ହୁଏ। ସମାନେେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସମାନଙ୍କେର ଆତ୍ମା ନିଜର ଘୃଣା ଯୋଗ୍ଯ ବିଷଯ ରେ ସନ୍ତୁଷ୍ଟ ହୁଏ।
ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କ ନାମ ରେ ମିଥ୍ଯା କହୁଥିବା ଲୋକମାନଙ୍କୁ ବିଶ୍ବାସ କର ନାହିଁ।
ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'
ସମସ୍ତ ମୂର୍ତ୍ତିପୂଜକ ନିର୍ବୋଧ ଓ ଅଜ୍ଞାନୀ ବୋଲି ଜଣା ପଡ଼ିବେ। ପ୍ରେତ୍ୟକକ ସ୍ବର୍ଣ୍ଣକାର ଆପଣା ଖୋଦିତ ମୂର୍ତ୍ତିଗୁଡ଼ିକ ପାଇଁ ଲଜ୍ଜିତ। କାରଣ ତାଙ୍କର ମୂର୍ତ୍ତିଗୁଡ଼ିକ ମିଥ୍ଯା ଓ ସମାନଙ୍କେଠା ରେ ପ୍ରାଣବାଯୁ ନାହିଁ।
ସହେି ମୂର୍ତ୍ତିଗୁଡ଼ିକ ଅସାର ଓ ପରିହସୟୋଗୀ। ଯେତବେେଳେ ସମାନଙ୍କେର ବିନାଶ ସମୟ ଆସିବ, ସମାନେେ ଧ୍ବଂସ ହବେେ।
ସହେି ପ୍ରତିମାଗୁଡ଼ିକ ଅସାର ଓ ପ୍ର ହଳେିକା ମାତ୍ର। ସମାନେେ ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହବେେ।
କିନ୍ତୁ ତୁମ୍ଭମାନେେ ସୁକର୍ମକୁ ଘୃଣାକରି ଦୁଷ୍କର୍ମକୁ ଭଲ ପାଉଛ। ଆଉ ମଧ୍ଯ ଲୋକମାଙ୍କ ଶରୀରରୁ ଚର୍ମ ବିଦୀର୍ଣ୍ଣ କରିଛ ଏବଂ ସମାନଙ୍କେର ଅସ୍ଥିରୁ ମାଂସ କାଢି ନଇେଛ।
କବେଳେ ଅନ୍ୟ ଲୋକଙ୍କୁ ଦେଖଇେ ହବୋ ପାଇଁ ଯାହା କିଛି ଭଲ କାମ, ତାହା ସମାନେେ କରନ୍ତି। ନିଜକୁ ଧାର୍ମିକ ଦେଖଇେ ହବୋ ପାଇଁ ପ୍ରକୃତ ରେ ସମାନେେ ବଡ଼ବଡ଼ କବଚ଼ ପିନ୍ଧିଥାନ୍ତି ଓ ନିଜର ସ୍ବତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥାନ୍ତି।
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।