Home Bibles ହିତୋପଦେଶ 25:3 · ଓଡ଼ିଆ ବାଇବେଲ
ହିତୋପଦେଶ 25:3 · ଓଡ଼ିଆ ବାଇବେଲ

ଆକାଶର ଉଚ୍ଚତା ପୃଥିବୀର ଗଭୀରତା ପରି ରାଜାଙ୍କର ମନ ରେ କ'ଣ ଅଛି, ଆମ୍ଭେ ତାହା ବୁଝିପାରିବା ନାହିଁ।

Cross references

ପ୍ରଥମ ରାଜାବଳୀ 4:29

ପରମେଶ୍ବର ଶ ଲୋମନଙ୍କୁ ଅତିଶଯ ଜ୍ଞାନୀ ଓ ବୁଦ୍ଧିମାନ କଲେ। ତାଙ୍କର ଜ୍ଞାନ ଅନ୍ତଦୃଷ୍ଟି ଓ ମହତ ବୁଝାମଣା ସମୁଦ୍ରବାଲୁକା ସଦୃଶ ଅକଳନ ହେଲା।

ଗୀତସଂହିତା 103:11

ପୃଥିବୀରୁ ଆକାଶମଣ୍ଡଳ ୟପରେି ଉଚ୍ଚ ସହେିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରମେ ମହାନ୍।

ଯିଶାଇୟ 7:11

ସସ କହିଲଲ, ଏ ଗୁଡ଼ିକ ସତ୍ଯସବାଲି ତୁମ୍ଲଭ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ।ସସହି ଚିହ୍ନ ଅଧୋଲଲାକରୁସହଉ କିମ୍ବା ଉର୍ଦ୍ଧଲଲାକରୁସହଉ ସଦାପ୍ରଭୁଙ୍କୁସସହି ଚିହ୍ନ ମାଗ।'

ଯିଶାଇୟ 55:9

ସଦାପ୍ରଭୁ ସ୍ବଯଂ ଏହିକଥା କହିଛନ୍ତି, ଯେପରି ପୃଥିବୀଠାରୁ ସ୍ବର୍ଗମଣ୍ଡଳ ଉଚ୍ଚତର ସହେିପରି ଆମ୍ଭର ଚିନ୍ତାଧାରା ତୁମ୍ଭମାନଙ୍କର ଚିନ୍ତାଧାରାଠାରୁ ଉଚ୍ଚତର। ସହେିପରି ଆମ୍ଭର ମାର୍ଗସବୁ ତୁମ୍ଭମାନଙ୍କ ମାର୍ଗଠାରୁ ଉଚ୍ଚତର।

ରୋମୀୟଙ୍କ ପ୍ରତି ପତ୍ର 8:39

ଉଚ୍ଚ ରେ କିଛି ନୁହେଁ, ଗଭୀର ରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତ ରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠା ରେ ଥିବା ପରମାତ୍ମାଙ୍କ ପ୍ ରମେ ଠାରୁ ଆମ୍ଭକୁ କହେି ଅଲଗା କରି ପାରିବେ ନାହିଁ।

ପିତରଙ୍କ ପ୍ରଥମ ପତ୍ 1:7

ଏହି ସମସ୍ଯାଗୁଡ଼ିକ କାହିଁକି ହୁଏ ? କବଳେ ତୁମ୍ଭର ବିଶ୍ବାସର ସତ୍ଯତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ବାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ଯବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ବାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ବାସର ପବିତ୍ରତା ହତେୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।

Interlinear

Choose Theme