ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ ଓ ସମାନେେ ତୁମ୍ଭର ବାସ ସ୍ଥାନର ୟବନିକା ସବୁ ବିସ୍ତାର କରନ୍ତୁ। ବ୍ଯଯର ଆଶଙ୍କା କର ନାହିଁ। ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର।
Cross references
ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ।
ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଆଧାର ଓ ପ୍ରାଙ୍ଗଣ ଦ୍ବାରର ପରଦା ତହିଁର ରଜ୍ଜୁ ଓ ଖିଲ ଓ ସମାଗମ ତମ୍ବୁ ନିମନ୍ତେ ବ୍ଯବହୃତ ହେଉଥିବା ସମସ୍ତ ଆସବାବ ପତ୍ର।
ତୁମ୍ଭେ ଏ ଦେଶୀଯ ଲୋକଙ୍କୁ ବୃଦ୍ଧି କରିଅଛ। ହେ ସଦାପ୍ରଭୁ, ତୁମ୍ଭେ ଏ ଦେଶୀଯ ଲୋକଙ୍କୁ ବୃଦ୍ଧି କରିଅଛ। ତୁମ୍ଭେ ଗୌରବାନ୍ବିତ ହାଇେଅଛ। ତୁମ୍ଭେ ଯେପରି ସୀମା ସକଳ ବିସ୍ତାର କରିଅଛ।
ଆମ୍ଭମାନଙ୍କ ପବିତ୍ର ଧର୍ମସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର ; ଶାନ୍ତିମଯ ବସତିସ୍ଥାନ ୟିରୁଶାଲମ ପ୍ରତି ଲକ୍ଷ୍ଯ କର, ତାହା ଅଟଳ ତମ୍ବୁ ସ୍ବରୂପ ଓ ତାହାର କିଳାଗୁଡ଼ିକ ଏତେ ସୁଦୃଢ଼ ତାହା ଉପୁଡିବ ନାହିଁ କିମ୍ବା ଦଉଡ଼ି ଗୁଡ଼ିକ ଛିଣ୍ଡିବ ନାହିଁ।
ତୁମ୍ଭେ ନଷ୍ଟ ଓ ଶୂନ୍ଯ ଅଟ। ସହେିମାନଙ୍କ ପାଇଁ, ସହେି ଭୂମି ଲୋକରଣ୍ଯ, ଯେଉଁମାନେ ସଠାେ ରେ ବାସ କରିବେ। ସହେିମାନେ ଯେଉଁମାନେ ତୁମ୍ଭମାନଙ୍କୁ ଖାଇବ ଦୂ ରଇେ ୟିବ।
ମାରେ ତମ୍ବୁ ଧ୍ବଂସ ପାଇୟାଇଛି। ମାରେତମ୍ବୁର ସମସ୍ତ ରଜ୍ଜୁ ଛିଣ୍ଡି ୟାଇଅଛି। ମାରେ ପିଲାମାନେ ମାେ ପାଖରୁ ଚାଲି ୟାଇଅଛନ୍ତି। ମାେ ପାଖ ରେ ଆଉ କହେି ନାହାଁନ୍ତି। ମାରେତମ୍ବୁକୁ ପ୍ରସାରିବାକୁ ଓ ମାରେତମ୍ବୁର ବାଡ଼ ଲଗାଇବାକୁ କହେି ନାହାଁନ୍ତି।
ସମୟ ଆସିବ ଯେତବେେଳେ ତୁମ୍ଭର କାନ୍ଥ ପୁଣି ନିର୍ମିତ ହବେ। ସେତବେେଳେ ତୁମ୍ଭ ରାଜ୍ଯ ଉନ୍ନତି କରିବ।