ୟିରୁଶାଲମ ଅନକେ ସନ୍ତାନ ଜନ୍ମ ଦଇେଛି, ମାତ୍ର ସମାନଙ୍କେ ମଧିଅରେ ତାକୁ ବାଟ କଢ଼ାଇ ନବୋକୁ କହେି ନାହାଁନ୍ତି। ପୁଣି ସେ ଯେଉଁ ସନ୍ତାନଗଣଙ୍କୁ ପାଳନ କରିଅଛି, ସମାନଙ୍କେ ମଧିଅରେ କହେି ତାହା ହାତଧରି ନବୋ ପାଇଁ ନାହାଁନ୍ତି।
Cross references
ପରମେଶ୍ବର ଅନ୍ଯାଯସବୁକୁ କବେେ ପ୍ରତ୍ଯାଖ୍ଯାନ କରନ୍ତି ନାହିଁ କି ଦୁଷ୍ଟ ଲୋକକୁ ସାହାୟ୍ଯ କରନ୍ତି ନାହିଁ।
ତୁମ୍ଭେ ମାରେ ପ୍ରିଯ ଲୋକମାନଙ୍କୁ ମାଠାରୁେ ଦୂରଇେ ରଖିଅଛ। ମାେ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।
ମାରେ ଚତୁଃପାଶର୍ବରେ କୌଣସି ବନ୍ଧୁଙ୍କୁ ପାଉ ନାହିଁ। ମାେତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ୟିବାକୁ ସ୍ଥାନ ନାହିଁ। କୌଣସି ଲୋକ ମାେତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
ପରମେଶ୍ବର କୁହନ୍ତି, ସମାନଙ୍କେ ଉପ ରେ ଶାସନ କରିବା ପାଇଁ ମୁଁ ୟୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସମାନଙ୍କେୁ ପରିଚାଳନା କରିବେ।
କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ତୁମ୍ଭର ଦକ୍ଷିଣ ହସ୍ତ ଧରି କହିବା ଭୟ କର ନାହିଁ। ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା।
ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ଯକତିର ଅର୍ଥାତ୍ କୋରସ ବିଷଯ ରେ ଏହିକଥା କୁହନ୍ତି, ଆମ୍ଭେ ତାହା ସମ୍ମୁଖ ରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖ ରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ବାର ସବୁ ବନ୍ଦ ରହିବ ନାହିଁ।
ସେତବେେଳେ ତୁମ୍ଭେ ମନେ ମନେ କହିବ, ମାରେ ସନ୍ତାନଗଣ ଅପହୃତ ହାଇେଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହାଇେ ଏଣେ ତଣେେ ଭ୍ରମଣ କରୁଅଛି। ମାରେ ଏ ସମସ୍ତଙ୍କୁ କିଏ ଜନ୍ମ ଦଇେଛନ୍ତି ? କିଏ ଏମାନଙ୍କୁ ପ୍ରତିପାଳନ କରିଅଛି ? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠା ରେ ଥିଲେ ?'
ମାରେ ତମ୍ବୁ ଧ୍ବଂସ ପାଇୟାଇଛି। ମାରେତମ୍ବୁର ସମସ୍ତ ରଜ୍ଜୁ ଛିଣ୍ଡି ୟାଇଅଛି। ମାରେ ପିଲାମାନେ ମାେ ପାଖରୁ ଚାଲି ୟାଇଅଛନ୍ତି। ମାେ ପାଖ ରେ ଆଉ କହେି ନାହାଁନ୍ତି। ମାରେତମ୍ବୁକୁ ପ୍ରସାରିବାକୁ ଓ ମାରେତମ୍ବୁର ବାଡ଼ ଲଗାଇବାକୁ କହେି ନାହାଁନ୍ତି।
ଏହି ନିଯମ ସମାନଙ୍କେ ପୂର୍ବପୁରୁଷଗଣଙ୍କ ସହ ହାଇେଥିବା ନିଯମ ପରି ହବେ ନାହିଁ। ସେତବେେଳେ ଆମ୍ଭେ ସମାନଙ୍କେୁ ହସ୍ତ ଧରି ମିଶର ଦେଶରୁ ବାହାର କରି ଆଣିବା ବେଳେ ସେ ନିଯମ ସ୍ଥାପନ କରିଥିଲୁ। ସଦାପ୍ରଭୁ କହିଥିଲେ, ଆମ୍ଭେ ସମାନଙ୍କେ ସ୍ବାମୀ ହେଲେ ହେଁ ସମାନେେ ଆମ୍ଭର ସହେି ନିଯମ ଲଙ୍ଘନ କଲେ।
ଏବଂ ପର୍ବତମାନଙ୍କ ରେ ଏବଂ ଉଚ୍ଚ ସ୍ଥାନମାନଙ୍କ ରେ ମାରେ ମଷେପଲ ହଜିଗଲେ। ମାରେ ମଷଗେୁଡ଼ିକ ଦେଶର ଚାରିଆଡ଼େ ଛିନ୍ନଛତ୍ର ହାଇଗେଲେ ଏବଂ ସମାନଙ୍କେୁ କହେି ଦେଖନ୍ତି ନାହିଁ। ସମାନଙ୍କେୁ କହେି ଖାଜେନ୍ତି ନାହିଁ।'
ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ମଷେ ପାଳକ ନଥିଲେ ମଷେ ପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସହେିଭଳି ନିରାଶା ଓ ଅସହାୟତା ରେ ପୂର୍ଣ୍ଣଥିଲା।
ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।
ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢାଇ ନଇଗେଲେ। ସେ ଅନ୍ଧଟିର ଆଖି ରେ ଛପେ ପକାଇଲେ। ତା ଉପରେ ହାତ ରଖି ତାକୁ ପଚାରିଲେ, ତୁମ୍ଭେ କିଛି ଦେଖି ପାରୁଛ କି?
ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ କିଛି ଦେଖିପାରିଲେ ନାହିଁ। ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମସକେକୁ ନଇଗେଲେ।
ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହାଇଯେିବ ଓ କିଛି ସମୟ ପାଇଁ ସୂର୍ୟ୍ଯ ଆଲୁଅ ମଧ୍ଯ ଦେଖି ପାରିବ ନାହିଁ।
ତାହାଙ୍କ ପୂର୍ବପୁରୁଷଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ ସେ ଅନୁସାରେ ହବେ ନାହିଁ। ସହେି ନିୟମ ମୁଁ ସମାନଙ୍କେର ହାତ ଧରିଲା ବେଳେ ଓ ମିଶର ଦେଶରୁ ଆଣିଥିଲା ବେଳେ କରିଥିଲି। ପ୍ରଭୁ କୁହନ୍ତି : ମୁଁ ଦଇେଥିବା ଚୁକ୍ତି ସମାନେେ ପାଳନ କରିବା ବନ୍ଦ କରି ଦେଲେ, ଓ ମୁଁ ନିଜକୁ ସମାନଙ୍କେଠାରୁ ଦୂ ରଇେ ଆଣିଲି।