ତୁମ୍ଭେ ଆମ୍ଭର ସମ୍ମାନ ନିମନ୍ତେ ସୁଗନ୍ଧି ଦ୍ରବ୍ଯ କ୍ରଯ କରିବାକୁ ରେ ୗପ୍ୟ ମୁଦ୍ରା ଦଇେ ନାହଁ। କିମ୍ବା ତୁମ୍ଭ ବଳିର ମଦେ ରେ ଆମ୍ଭକୁ ତୃପ୍ତ କରି ନାହଁ, ମାତ୍ର ଆପଣା ପାପଦ୍ବାରା ଆମ୍ଭକୁ ଦାସ୍ଯ କର୍ମ କରାଇଛ ଓ ଆପଣା ନାନା ଅଧର୍ମ ରେ ଆମ୍ଭକୁ କ୍ଲାନ୍ତ କରିଅଛ।
Cross references
ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତ ରେ ପ୍ରଦୀପ ପରିଷ୍କାର କରିବା ବେଳେ ସହେି ଧୂପ ଜଳାଇବ।
ଏହି ଅତ୍ଯୁତ୍ତମ ସୁଗନ୍ଧି ଦ୍ରବ୍ଯ, ଅର୍ଥାତ୍ ପବିତ୍ରସ୍ଥାନର ଶକେଲ ଅନୁସାରେ ପାଞ୍ଚଶତ ଶକେଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢାଇଶ ଶକେଲ ସୁଗନ୍ଧି ବାରୁଚିନୀ ଓ ଅଢାଇଶତ ଶକେଲ ସୁଗନ୍ଧି ବଚ ସଂଗ୍ରହ କର।
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧ ଦ୍ରବ୍ଯ ଅର୍ଥାତ୍ ଗୁଗ୍ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରେତ୍ୟକକ ସୁଗନ୍ଧି ଦ୍ରବ୍ଯ ସମଭାବରେ ସଂଗ୍ରହ କର।
ତା'ପରେ ଯାଜକ ୟଜ୍ଞବଦେୀ ଉପରେ ଏହିସବୁ ଦଗ୍ଧ କରିବ। ଏହି ଭୋଜ୍ଯ ନବୈେଦ୍ଯ ସଦାପ୍ରଭୁଙ୍କୁ ଏକ ସୁବାସିତ ଉପହାର ଅଟେ। ମାତ୍ର ସମସ୍ତ ମଦେ ସଦାପ୍ରଭୁଙ୍ଗର।
ପୁଣି ସହଭାଗିତାର ନବୈେଦ୍ଯରୁ ନଇେଥିବା ମଦତେୁଲ୍ଯ ତାହାର ସମସ୍ତ ମଦେ ନବେ, ଆଉ ସହେି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାଯଶ୍ଚିତ କରାଇବା ଓ ସେଥି ରେ ସେ ପରମେଶ୍ବରଙ୍କ ଦ୍ବାରା କ୍ଷମା ପ୍ରାପ୍ତ ହବେ।
ମୁଁ ତୁମ୍ଭ ଗୃହରୁ ବଳଦମାନଙ୍କୁ ନବେି ନାହିଁ କି ମୁଁ ତୁମ୍ଭର ଗୁହାଳରୁ ଛଳେିମାନଙ୍କୁ ନବେି ନାହିଁ।
ଆମ୍ଭେ ଚାଳିଶ ବର୍ଷ ପର୍ୟ୍ଯନ୍ତ ସହେି ବଂଶପ୍ରତି ବିରକ୍ତ ହାଇେଥିଲୁ, ଆମ୍ଭେ କହିଲୁ ୟେ, ସମାନେେ ଆମ୍ଭ ପ୍ରତି ବିଶ୍ବାସୀ ନୁହଁନ୍ତି। ସମାନେେ ଆମ୍ଭର ନିଯମକୁ ମାନିବା ପାଇଁ ମନା କରି ଦେଲେ।
ଆମ୍ଭର ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ଯା ଓ ନିରୂପିତ ପର୍ବମାନଙ୍କୁ ଘୃଣା କରେ। ସହେିସବୁ ଭାର ଆମ୍ଭପ୍ରତି କ୍ଲେଶଦାୟକ ଓ ଆମ୍ଭେ ସେ ଭାର ବହନ କରିବାକୁ କ୍ଲାନ୍ତ ହାଇେଅଛୁ।
ଏହିସବୁ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲ ବଳଦାତା କୁହନ୍ତି, ମୁଁ ମାରେ ଶତ୍ରୁମାନଙ୍କୁ ଶାସ୍ତି ଦବେି, ମୁଁ ମାରେ ଶତ୍ରୁମାନଙ୍କୁ ଶାସ୍ତି ଦବେି।
ତା'ପସର ଯିଶାଇୟ କହିଲଲ, ସହ ଦାଉଦଙ୍କର ବଂଶ! ସାବଧାନସହାଇ ଶୁଣ। ତୁମ୍ଲଭମାଲନ ତୁଚ୍ଛମାନବର ର୍ଧୈୟ୍ଯକୁ ପରୀକ୍ଷା କରିଛସବାଲିସମାର ପ୍ରଭୁ ପରଲମଶ୍ବରଙ୍କ ର୍ଧୈୟ୍ଯକୁ ପରୀକ୍ଷା କରିପାରିବ ନାହିଁ।
ମାତ୍ର ସମାନେେ ସଦାପ୍ରଭୁଙ୍କ ବିପକ୍ଷ ରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ର ଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସମାନଙ୍କେର ଶତ୍ରୁ ହାଇଗେଲେ ଓ ସମାନଙ୍କେର ବିପକ୍ଷ ରେ ୟୁଦ୍ଧ କଲେ।
ପୁଣି ସଦାପ୍ରଭୁ କହନ୍ତି, ଶିବା ଦେଶରୁ ଧୂପ ଓ ଦୂର ଦେଶରୁ ସୁଗନ୍ଧି ବତେ ଆଣିବାର ଫଳ କଅଣ ? ତୁମ୍ଭମାନଙ୍କର ହାମବେଳି ସବୁ ଗ୍ରହଣୀଯ ନୁହେଁ କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।
ଏବଂ ବଞ୍ଚି ରହିଥିବା ଲୋକମାନଙ୍କୁ ଯେଉଁମାନଙ୍କୁ ଗୋଷ୍ଠୀଯମାନଙ୍କୁ ବନ୍ଦୀରୂପେ ନିଆୟିବ, ସମାନେେ ମାେତେ ମନେ ରଖିବେ ଏବଂ ଆମ୍ଭେ ସମାନଙ୍କେର ବ୍ଯଭିଚାରୀ ହୃଦଯକୁ କିପରି ଦୁଃଖ ରେ ପୂର୍ଣ୍ଣ କଲୁ, ଯାହା ଆମ୍ଭଠାରୁ ଦୂ ରଇେ ଗଲା ଏବଂ ସମାନଙ୍କେର ବ୍ଯଭିଚାରୀ ଆଖି ଯାହା ସମାନଙ୍କେର ମୂର୍ତ୍ତିସବୁକୁ ଅନୁସରଣ କଲା। ସମାନେେ ନିଜେ କରିଥିବା କୁକର୍ମ ପାଇଁ ଓ ସମାନଙ୍କେର ଘୃଣ୍ଯ ବ୍ଯବହାର ପାଇଁ ନିଜକୁ ଘୃଣା କରିବେ।
ଏସବୁ କରିବାର କାରଣ ତୁମ୍ଭେ ତୁମ୍ଭର ୟୌବନାବସ୍ଥାର ଦିନ ମନେ ରଖି ନାହଁ। ତୁମ୍ଭେ ତୁମ୍ଭର କୁକାର୍ୟ୍ଯ ଦ୍ବାରା ମାେତେ କୋରଧିତ କଲ। ମୁଁ ତୁମ୍ଭକୁ ତୁମ୍ଭର ବ୍ଯବହାର ପାଇଁ ଦଣ୍ଡିତ କରିବି। ତୁମ୍ଭର ଅନ୍ୟ ଘୃଣ୍ଯ କାର୍ୟ୍ଯ ସହିତ ବେଶ୍ଯାବୃତ୍ତିକୁ ୟୋଡ଼ିବା ରେ କଣ ଅଧିକ ପ୍ରାଧାନ୍ଯ ହାଇେ ନ ଥିଲା ? ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଲେ।
ତୁମ୍ଭମାନେେ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍ଭେ ତୁମ୍ଭକୁ ତଳକୁ ଗ୍ଭପ ଦବୋ। ଆମ୍ଭେ ତୁମ୍ଭକୁ ନଡା ରେ ବୋଝଇେ ଶଗଡ ପରି ବଙ୍କା କରିଦବୋ।
କେତକେ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦବୋ ପାଇଁ, କିନ୍ତୁ ଶଷେ ରେ ସମାନେେ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସମାନେେ ଅଭିଶପ୍ତ ହବେେ। ଆମ୍ଭେ ଜଣେ ମହାନ୍ ରାଜା ଅଟୁ। ଆମ୍ଭକୁ ତୁମ୍ଭମାନେେ ସମ୍ମାନ କରିବା ଉଚିତ ଓ ସମଗ୍ର ବିଶ୍ବ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍। ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
ଏପରିକି ଯଦି ତୁମ୍ଭମାନେେ ପୁଣି ୟଜ୍ଞବଦେୀ ତୁମ୍ଭ ଲୁହ ରେ ବୁଡାଇ ଦବୋକୁ ଚେଷ୍ଟାକର, ସେ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିବେ ନାହିଁ। ତୁମ୍ଭେ ଆଣିଥିବା ଜିନିଷ ରେ ସେ ଖୁସି ହବେେ ନାହିଁ।
ତୁମ୍ଭମାନେେ ଭ୍ରାନ୍ତ ଶିକ୍ଷା ପ୍ରଗ୍ଭର କରୁଛ ଏବଂ ସେ ଭ୍ରାନ୍ତଜନକ ଶିକ୍ଷାସମୂହ ସଦାପ୍ରଭୁଙ୍କୁ ଦୁଃଖିତ କରିଅଛି। ତୁମ୍ଭମାନେେ ଶିକ୍ଷା ଦଲେ ଯେ ମନ୍ଦକାର୍ୟ୍ଯ କରୁଥିବା ବ୍ଯକ୍ତିଙ୍କୁ ପରମେଶ୍ବର ଆଦର କରନ୍ତି। ଆଉ ମଧ୍ଯ କହିଲ ପରମେଶ୍ବର ସହେି ଲୋକଙ୍କୁ ଉତ୍ତମ ଲୋକ ବୋଲି ବିବଚେନା କରନ୍ତି। ଆଉମଧ୍ଯ ତୁମ୍ଭେ ପ୍ରଶ୍ନ କରିଲ ପରମେଶ୍ବରଙ୍କର ନ୍ଯାଯ କେଉଁଠା ରେ ଅଛି।