Home Bibles ଯିଶାଇୟ 43:16 · ଓଡ଼ିଆ ବାଇବେଲ
ଯିଶାଇୟ 43:16 · ଓଡ଼ିଆ ବାଇବେଲ

ସଦାପ୍ରଭୁ ସମୁଦ୍ର ରେ ପଥ ନିର୍ମାଣ କରିବେ। ଏପରିକି ତାଙ୍କ ଲୋକମାନଙ୍କ ପାଇଁ ଅଶାନ୍ତ ଜଳରାଶି ମଧିଅରେ ମାର୍ଗ ତିଆରି କରିବେ। ପୁଣି ସଦାପ୍ରଭୁ କୁହନ୍ତି,

Cross references

ଯାତ୍ରା ପୁସ୍ତକ 14:16

ତୁମ୍ଭର ଆଶାବାଡିକୁ ସୂଫ ସମୁଦ୍ର ଉପରେ ବୁଲାଅ, ତାହା ବିଭକ୍ତ ହବେ, ଯାହା ଫଳ ରେ ଇଶ୍ରାୟେଲର ଲୋକମାନେ ସମୁଦ୍ର ମଧିଅରେ ଶୁଖିଲା ପଥରେ ୟାଇ ପାରିବେ।

ଯାତ୍ରା ପୁସ୍ତକ 14:21

ମାଶାେ ତାଙ୍କର ଆଶାବାଡି ସୂଫ ସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବଗେ ରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହାଇଗେଲା ଏବଂ ସମୁଦ୍ର ମଧ୍ଯ ଶୁଷ୍କ ଭୂମିରେ ପରିଣତ ହାଇଗେଲା।

ଯାତ୍ରା ପୁସ୍ତକ 14:29

ମାତ୍ର ଇଶ୍ରାୟେଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସମାନଙ୍କେର ବାମ ଓ ଡାହାଣ ପାଶର୍‌ବ ରେ କାନ୍ଥପରି ଛିଡା ହାଇେ ରହିଲା।

ଯିହୋଶୂୟ 3:13

ଯେତବେେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବହନ କରି ୟର୍ଦ୍ଦନ ନଦୀ ରେ ପ୍ରବେଶ କରିବେ, ୟର୍ଦ୍ଦନର ପ୍ରବାହ ବନ୍ଦ ହାଇଯେିବ। ୟର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହାଇେ ସ୍ଥଗିତ ରହିବ।

ନିହିମିୟା 9:11

ତୁମ୍ଭେ ସମାନଙ୍କେ ସାକ୍ଷାତ ରେ ସମୁଦ୍ରକୁ ଭାଗ କଲ। ସମାନେେ ଶୁଷ୍କ ଭୂମି ଦଇେ ୟିବାପରି ସମୁଦ୍ର ମଧିଅରେ ଗଲେ। ମାତ୍ର ଗଭୀର ଜଳ ରେ ପ୍ରସ୍ତର ତୁଲ୍ଯ ତୁମ୍ଭେ ସମାନଙ୍କେ ପେଛ ଗୋଡଇବା ଲୋକମାନଙ୍କୁ ଅଗାଧ ସମୁଦ୍ର ରେ ନିକ୍ଷପେ କଲ।

ଗୀତସଂହିତା 74:13

ହେ ପରମେଶ୍ବର, ତୁମ୍ଭେ ଆପଣା ମହାନ୍ ଶକ୍ତିକୁ ବ୍ଯବହାର କରି ଲୋହିତ ସମୁଦ୍ରକୁ ଦୁଇଭାଗ କର।

ଗୀତସଂହିତା 77:19

ହେ ପରମେଶ୍ବର, ସମୁଦ୍ରରେ ତୁମ୍ଭେ ପାଦରେ ଚାଲି ପାର କିନ୍ତୁ ତୁମ୍ଭର ପାଦ ଚିହ୍ନ ଦଖାଗେଲା ନାହିଁ।

ଗୀତସଂହିତା 77:20

ତୁମ୍ଭେ ମାଶାେ ଓ ହାରୋଣକୁ ବ୍ଯବହାର କରି ଆପଣା ଲୋକମାନଙ୍କୁ ମଷେପଲ ପରି ଚଳାଇଲା।

ଗୀତସଂହିତା 78:13

ପରମେଶ୍ବର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ ଏବଂ ସେ ଦୁଇପାଶର୍‌ବର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ଯମାନ କରାଇଲେ।

ଗୀତସଂହିତା 106:9

ପରମେଶ୍ବର ନିର୍ଦ୍ଦଶେ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ସହେି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନଲେେ, ମରୁଭୂମିରେ ଚଳାଇବା ପରି।

ଗୀତସଂହିତା 114:3

ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।

ଗୀତସଂହିତା 136:13

ପରମେଶ୍ବର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ। ତାଙ୍କର ବିଶ୍ବସ୍ତ ପ୍ରମେ ଅନନ୍ତକାଳସ୍ଥାଯୀ।

ଯିଶାଇୟ 11:15

ସଦାପ୍ରଭୁ କ୍ରୋଧିତ ହାଇେ ମିଶରୀଯ ସମୁଦ୍ରକୁ ଭାଗ ଭାଗ କରିବେ। ସହେିପରି ଭାବରେ ତାଙ୍କର ପ୍ରବଳ ବାଯୁ ଦ୍ବାରା ଇଉଫ୍ ରଟେିସ ନଦୀ ଉପ ରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ବାରା ସହେି ନଦୀ ସାତଟି କ୍ଷୁଦ୍ର ନଦୀ ରେ ବିଭକ୍ତ ହବେ। ସଗେୁଡ଼ିକର ଗଭୀରତା ହ୍ରାସ ହବେ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦ ରେ ଚାଲି ତାକୁ ଅତିକ୍ରମ କରିବେ।

ଯିଶାଇୟ 43:2

ତୁମ୍ଭେ ଯେତବେେଳେ ଦୁଃଖ ରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହବେୁ। ଜଳ ମଧିଅରେ ଗମନ କଲା ବେଳେ ତୁମ୍ଭର ସଙ୍ଗୀ ହବେୁ। ଫଳ ରେ ତୁମ୍ଭେ ଜଳ ରେ ମଗ୍ନ ହବେ ନାହିଁ। ଅଗ୍ନି ରେ ଗମନ କଲା ବେଳେ ଦଗ୍ଧିଭୂତ ହବେ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ।

ଯିଶାଇୟ 51:10

ଯେ ସମୁଦ୍ରକୁ ଓ ଗଭୀରତମ ବାରିଧିର ଜଳରାଶିକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହବୋ ପାଇଁ ସମୁଦ୍ରର ଗଭୀରତମ ସ୍ଥାନ ପଥ କଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?

ଯିଶାଇୟ 51:15

ତରଙ୍ଗଗୁଡ଼ିକୁ ଗର୍ଜନ କରିବାକୁ ଯେ ସମୁଦ୍ରକୁ ଆଲୋଡ଼ିତ କରନ୍ତି। ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭ ପରମେଶ୍ବର ଅଟୁ।' ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।

ଯିଶାଇୟ 63:11

ସେତବେେଳେ ସେ ପ୍ରାଚୀନ କାଳ ଓ ମାଶାେ ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ, ସେ ନିଜର ମଷେପାଳକମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ ଓ ସେ ୟିଏକି ସମାନଙ୍କେ ମଧିଅରେ ନିଜର ପବିତ୍ର ଆତ୍ମାକୁ ସ୍ଥାପନ କଲେ, ସେ କାହାଁନ୍ତି ?

ଯିରିମିୟ 31:35

ସଦାପ୍ରଭୁ କହନ୍ତି, ୟିଏ ଦିବସ ରେ ଆଲୋକ ଦବୋ ପାଇଁ ସୂର୍ୟ୍ଯ ଓ ରାତ୍ରି ରେ ଜ୍ଯୋତି ପ୍ରଦାନ କରିବା ପାଇଁ ଚନ୍ଦ୍ର ଓ ନକ୍ଷତ୍ରାଦି ସୃଷ୍ଟି କରନ୍ତି, ଆଉ ଯଦି, ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜନ କରାନ୍ତି, ସହେି ହେଉଛନ୍ତି ସୈନ୍ଯାଧିପତି ସଦାପ୍ରଭୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:12

ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢ଼ାଳିଲେ। ଏହାଦ୍ବାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା।

Interlinear

Choose Theme