ଦେଖ, ମୁଁ ଆହସର ସୂର୍ୟ୍ଯ ଘଟିକା ରେ ସୂର୍ୟ୍ଯର ଛାଯା ଯେତେ ଆଗକୁ ୟାଇଅଛି, ତାହାକୁ ଦିଗପାହୁଣ୍ଡ ପଛକୁ ଫରୋଇ ଆଣିବି।
Cross references
ସହେିଦିନ ସଦାପ୍ରଭୁ ଇ ମାରେୀଯମାନଙ୍କୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ହସ୍ତାନ୍ତର କଲେ। ଯିହାଶୂେୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ଉପସ୍ଥିତି ରେ ଆଜ୍ଞା ଦେଲେ।
ତହୁଁ ଯିଶାଇୟ କହିଲେ, ତୁମ୍ଭେ କି ସୂଚନା ଚାହୁଁଛ? ଛାଯା କ'ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ୟିବ ? ତୁମ୍ଭ ପାଇଁ ପରମେଶ୍ବରଙ୍କଠାରୁ ଏହି ଚିହ୍ନ ହବେ। ଯେ ସଦାପ୍ରଭୁ ତାଙ୍କର ବାକ୍ଯ ସଫଳ କରିବେ।
ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏଥି ରେ ସଦାପ୍ରଭୁ ଛାଯା କଲେ ଯେ, ଦଶ ପାଉଣ୍ତ ଆଗକୁ ୟାଇ ପଛକୁ ଘୁଞ୍ଚି ଆସିଲ।
ସହେି ଦିନମାନଙ୍କର ହିଜକିଯ ଗୁରୁତ୍ବର ଭାବରେ ଅସୁସ୍ଥ ହେଲେ ଓ ମରଣାପନ୍ନ ହେଲେ। ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ହିଜକିଯଙ୍କୁ କଥା କହିଲେ ଓ ଗୋଟିଏ ଚିହ୍ନ ଦେଲେ।
ଥରେ ବାବିଲୀଯ ନେତାମାନେ ହିଜକିଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ସହେି ବାର୍ତ୍ତାବାହକମାନେ ଦେଶ ମଧିଅରେ ଘଟିଥିବା ଏକ ଅଦ୍ଭୁତ ଚିହ୍ନ ସମ୍ବନ୍ଧ ରେ ପଚାରିଲେ। ଯେତବେେଳେ ସମାନେେ ଆସିଲେ ସେତବେେଳେ ହିଜକିଯଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ହିଜକିଯଙ୍କ ହୃଦଯ ରେ ଯାହା କିଛି ଅଛି, ତାହା ଜାଣିବା ନିମନ୍ତେ ପରମେଶ୍ବର ହିଜକିଯଙ୍କୁ ଏକାକୀ ଛାଡ଼ିଗଲେ।
ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋକୁ କହିଲେ, କାରଣ ଯୀଶୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ ଫଳ ରେ ପ୍ରମାଣିତ ହାଇେ ପାରିବ ଯେ ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି।