Home Bibles ଯିଶାଇୟ 37:2 · ଓଡ଼ିଆ ବାଇବେଲ
ଯିଶାଇୟ 37:2 · ଓଡ଼ିଆ ବାଇବେଲ

ପୁଣି ହିଜକିଯ ରାଜା ଗୃହାଧ୍ଯକ୍ଷ ଇଲିଯାକିମ୍, ଲେଖକ ଗିବ୍ ନ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖ ପିନ୍ଧାଇ ଆମାେସଙ୍କ ପୁତ୍ର ଭବିଷ୍ଯତବକ୍ତା ଯିଶାଇୟଙ୍କ ନିକଟକୁ ପଠାଇଲେ।

Cross references

ଦିତୀୟ ରାଜାବଳୀ 18:18

ପୁଣି ସମାନେେ ରାଜା ହିଲକିଯଙ୍କୁ ଡାକନ୍ତେ ହିଲକିଯର ପୁତ୍ର ଇଲିଯାକୀମ୍ ନାମକ ରାଜଗୃହାଧ୍ଯକ୍ଷ, ଶିବନ୍ ଲେଖକ ଓ ଆସଫର ପୁତ୍ର ୟୋଯାହ ନାମକ ଇତିହାସ ଲେଖକ ସମାନଙ୍କେୁ ଭଟେିବାକୁ ବାହାରିଲେ।

ଦିତୀୟ ରାଜାବଳୀ 19:2

ପୁଣି ରାଜଗୃହାଧ୍ଯକ୍ଷ ଇଲିଯାକୀମକୁ, ଲେଖକ ଶିବନ୍କୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡାଇ ଆମାେସର ପୁତ୍ର ଭବିଷ୍ଯଦବକ୍ତା ଯିଶାଇୟ ନିକଟକୁ ପଠାଇଲେ।

ଦିତୀୟ ରାଜାବଳୀ 22:12

ତା'ପରେ ରାଜା ହିଲକିଯ ଯାଜକକୁ, ଶାଫନ୍ର ପୁତ୍ର ଅହୀକାମକୁ, ମିଖାଯର ପୁତ୍ର ଅକ୍ବୋରକୁ, ଶାଫନ୍ ସମ୍ପାଦକ ଓ ଅସାଯ ନାମକ ରାଜ ଭୃତ୍ଯକୁ ଏହି ଆଜ୍ଞା ଦଇେ କହିଲେ।

ଦିତୀୟ ବଂଶାବଳୀ 20:20

ଯିହାଶାଫେଟ୍ଙ୍କ ସୈନ୍ଯଦଳ ପ୍ରଭାତ ରେ ତକୋଯର ମରୁଭୂମି ମଧ୍ଯକୁ ୟୁଦ୍ଧ ପାଇଁ ୟାତ୍ରା କଲେ। ସମାନେେ ୟାତ୍ରାରମ୍ଭ କରିବା ସମୟରେ ଯିହାଶାଫେଟ୍ ଉଠି ଠିଆ ହେଲେ ଓ କହିଲେ, ଯିହୁଦା ଓ ୟିରୁଶାଲମର ସମସ୍ତ ଲୋକ ମାେ' କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ, ତବେେ ତୁମ୍ଭମାନେେ ଦୃଢ଼ ରୂପେ ଠିଆ ହାଇେ ପାରିବ। ସଦାପ୍ରଭୁଙ୍କର ଭବିଷ୍ଯତ୍ବକ୍ତାମାନଙ୍କଠା ରେ ବିଶ୍ବାସ ରଖ। ତୁମ୍ଭମାନେେ କୃତକାର୍ୟ୍ଯ ହବେ।

ଏଷ୍ଟର ବିବରଣ 4:1

ମର୍ଦ୍ଦଖଯ ଏସବୁ ବିଷଯ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତ ରେ ଭସ୍ମ ଲପନେ କଲା। ସେ ନଗର ମଧ୍ଯକୁ ଗଲା ଓ ଉଚ୍ଚ ସ୍ବର ରେ ରୋଦନ କଲା।

ଯିଶାଇୟ 1:1

ଆମାେସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦଖାଇେଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିଯଙ୍କ ରାଜତ୍ବ କାଳ ରେ ଯିହୁଦା ରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।

ଯିଶାଇୟ 22:12

ତେଣୁ ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକମୁଣ୍ଡନ ଓ କଟିଦେଶ ରେ ଚଟବସ୍ତ୍ର ପରିଧାନ କରିବାକୁ ଡ଼ାକି କହିଲେ।

ଯିଶାଇୟ 22:15

ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ, ତୁମ୍ଭେ ଗୃହର ଅଧ୍ଯକ୍ଷ ଶୀବନ ନିକଟକୁ ୟାଇ କୁହ,

ଯିଶାଇୟ 22:20

ଆଉ ସଦେିନ ଆମ୍ଭେ ଆପଣା ଦାସ ହିଲକିଯର ପୁତ୍ର ଇଲିଯାକିମଙ୍କୁ ଡ଼ାକିବା।

ଯିଶାଇୟ 36:3

ୟିରୁଶାଲମର ତିନିଜଣ ବ୍ଯକ୍ତି ସନୋଧ୍ଯକ୍ଷଙ୍କୁ ସାକ୍ଷାତ କରିବାକୁ ଗଲେ। ସମାନେେ ହେଲେ ହିଲକିଯର ପୁତ୍ର ରାଜଗୃହ ରକ୍ଷୀ ଇଲିଯାକୀମ, ଲେଖକ ଶିବ୍ନ ଓ ଆସଫର ପୁତ୍ର ଇତିହାସ ଲେଖକ ୟୋଯାହ।

ଯିଶାଇୟ 37:14

ହିଜକିଯ ଦୂତଙ୍କଠାରୁ ଏକ ଲଖାେ ନେଲେ ଓ ପାଠ କଲେ। ତା'ପ ରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ୟାଇ ପ୍ରାର୍ଥନା କରି କହିଲା।

ଯୋୟେଲ 1:13

ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ବର ରେ ବିଳାପ କର। ହେ ୟଜ୍ଞବଦେୀର ପରିଗ୍ଭଳକ ଗଣ, ତୁମ୍ଭମାନେେ ଚଟ ବସ୍ତ୍ର ପରିଧାନ କରି ରାତ୍ରିୟାପନ କର। କାରଣ ପରମେଶ୍ବରଙ୍କ ମନ୍ଦିର ରେ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ମିଳିବ ନାହିଁ।

Interlinear

Choose Theme