Home Bibles ଯିଶାଇୟ 36:8 · ଓଡ଼ିଆ ବାଇବେଲ
ଯିଶାଇୟ 36:8 · ଓଡ଼ିଆ ବାଇବେଲ

ଏହା ସତ୍ତ୍ବେ, ଯଦି ତୁମ୍ଭେ ୟୁଦ୍ଧ କରିବାକୁ ଚାହୁଁଛ, ଅଶୂରର ରାଜାଙ୍କ ସହିତ ସମ୍ପର୍କ କର, ସମାନଙ୍କେ ପାଇଁ ଯଦି ଅଶ୍ବ ଆରୋହଣକାରୀମାନଙ୍କୁ ଖାଜେି ପାରିବ, ତବେେ ମୁଁ ତୁମ୍ଭଙ୍କୁ 200 ଅଶ୍ବ ଦବେି।

Cross references

ପ୍ରଥମ ଶାମୁୟେଲ 17:40

ଦାଉଦ ଆପଣା ୟଷ୍ଟି ହାତ ରେ ଧରି ନଦୀରକ୍ସ୍ଟ ପାଞ୍ଚ ଗୋଟି ଚିକ୍କଣ ପଥର ବାଛିଲେ ଓ ସେ ସଗେୁଡିକୁ ନିଜର ମଷେପାଳକ ଥଳି ମଧିଅରେ ରଖିଲେ। ନିଜ ହାତ ରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକକ୍ସ୍ଟ ଗଲେ।

ପ୍ରଥମ ରାଜାବଳୀ 20:10

ତା'ପରେ ସହେି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନଇେ ବନ୍ହଦଦ୍ଠାରୁ ଫରେି ଆସିଲେ ଓ କହିଲେ, ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିଯାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗର ରେ କିଛି ରହିବ ନାହିଁ। ଏପରି ମାରେ ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ଯ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତବେେ ଦବେତାମାନଙ୍କ ଦ୍ବାରା ମୁଁ ଅଧିକ ଦଣ୍ତିତ ହାଇପୋ ରେ।

ପ୍ରଥମ ରାଜାବଳୀ 20:18

ତେଣୁ ବିନ୍ହଦଦ୍ କହିଲେ, ସମାନେେ ସନ୍ଧି ପାଇଁ ଆସିଥିଲେ ତାଙ୍କୁ ଜୀବିତ ଧର ଓ ଯଦି ସମାନେେ ୟୁଦ୍ଧପାଇଁ ଆସିଥିଲେ ସମାନଙ୍କେୁ ଜୀବିତ ଧର।

ଦିତୀୟ ରାଜାବଳୀ 14:14

ପୁଣି ସଦାପ୍ରଭୁଙ୍କ ମନ୍ଦିର ରେ ଓ ରାଜଗୃହର ଭଣ୍ତାର ରେ ଥିବା ସମସ୍ତ ସୁବର୍ଣ୍ଣ, ରୈପ୍ଯ ଓ ପାତ୍ର ନଇେ ବନ୍ଦୀମାନଙ୍କୁ ମଧ୍ଯ ସଙ୍ଗ ରେ ନଇେ ଶମରିଯାକୁ ଫରେି ଗଲେ।

ଦିତୀୟ ରାଜାବଳୀ 18:23

ଏବେ ମୁଁ ବିନଯ କରୁଅଛି, ମାେ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2,000 ଅଶ୍ବ ଦବେି। ତୁମ୍ଭେ ଯଦି ପାରୁଛ ତବେେ ସମାନଙ୍କେ ଉପରେ ଚଢିବା ପାଇଁ ତୁମ୍ଭ ଆଡୁ ଲୋକ ଆଣ।

ନିହିମିୟା 4:2

ସେ ଆପଣା ଭାତୃଗଣ ଓ ଶମରୀଯ ସୈନ୍ଯଦଳ ସାକ୍ଷାତ ରେ ଏହି କଥା କହିଲା, ଏହି ଦୁର୍ବଳ ୟିହୁଦୀମାନେ କ'ଣ କରୁଛନ୍ତି? ସମାନେେ କ'ଣ ଗଡ ବନ୍ଦ କରି ରହିବେ? ସମାନେେ କାହିଁକି ବଳିଦାନ କରିବେ? ସମାନେେ କ'ଣ ଦିନକରେ ସମାପ୍ତ କରିବେ? ସମାନେେ କ'ଣ ପୋଡା ପ୍ରାଚୀରର ଗଦାରୁ ବ୍ଯବହାର୍ୟ୍ଯ ପଥର ବାଛି ପାରିବେ?

ଗୀତସଂହିତା 20:7

କେତକେ ଲୋକ ସମାନଙ୍କେ ରଥ ଉପରେ ବିଶ୍ବାସ ରଖନ୍ତି। ଅନ୍ୟ ଲୋକମାନେ ସମାନଙ୍କେ ସୈନିକଙ୍କ ଉପରେ ରଖନ୍ତି କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ନାମକୁ ଉଚ୍ଚସ୍ବରରେ ଡ଼ାକୁ।

ଗୀତସଂହିତା 123:3

ଠିକ୍ ସହେିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କଠାରେ ନିର୍ଭର କରୁ। ଆମ୍ଭେ ପରମେଶ୍ବରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦଖାେଅ।

ଯିଶାଇୟ 10:13

ଅଶୂରର ରାଜା କ ହେ, ମୁଁ ଅତି ଜ୍ଞାନୀ, ମାରେ ଜ୍ଞାନ ଓ ଶକ୍ତି ବଳ ରେ ମୁଁ ବହୁ ମହାନ୍ କାର୍ୟ୍ଯ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ଯ ତା'ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ।

Interlinear

Choose Theme