Home Bibles ଯିଶାଇୟ 26:18 · ଓଡ଼ିଆ ବାଇବେଲ
ଯିଶାଇୟ 26:18 · ଓଡ଼ିଆ ବାଇବେଲ

ଆମ୍ଭମାନେେ ଗର୍ଭ ବଦନୋ ପାଇଅଛୁ, କିନ୍ତୁ ବ୍ଯଥିତା ହାଇେ ବାଯୁ ଜନ୍ମ ଦଇେଛୁ। ଆମ୍ଭମାନେେ ଦେଶର ଉଦ୍ଧାର ସାଧନ କରି ନାହୁଁ କି ନଗରବାସୀ ଭୂମିଷ୍ଠ ହାଇେ ନାହାଁନ୍ତି।

Cross references

ଯାତ୍ରା ପୁସ୍ତକ 5:22

ଏହାପରେ ମାଶାେ ସଦାପ୍ରଭୁଙ୍କ ପାଖକୁ ଫରେିଗଲେ ଓ କହିଲେ, ହେ ପ୍ରଭୁ, କାହିଁକି ତୁମ୍ଭର ଲୋକମାନଙ୍କ ପାଇଁ ଏପରି ବିପଦମାନ ସୃଷ୍ଟି କଲ। ତୁମ୍ଭେ ମାେତେ କାହିଁକି ଏହି ସ୍ଥାନକୁ ପଠାଇଲ?

ଯିହୋଶୂୟ 7:7

ଯିହାଶୂେୟ କହିଲେ, ହେ ମାରେ ପ୍ରଭକ୍ସ୍ଟ, ଆପଣ କାହିଁକି ଏହି ଲୋକମାନଙ୍କୁ ୟର୍ଦ୍ଦନ ପାର ହବୋକକ୍ସ୍ଟ ଦେଲେ? କ'ଣ ଆମ୍ଭକକ୍ସ୍ଟ ଇ ମାରେୀଯମାନଙ୍କ ହସ୍ତ ରେ ବିନାଶ କରିବାକୁ, ଏହା କଲେ? ଆହା ଯଦି ମୁ ୟର୍ଦ୍ଦନ ସପୋରି ରେ ରହିଥାନ୍ତି।

ପ୍ରଥମ ଶାମୁୟେଲ 11:13

ଶାଉଲ କହିଲେ, ନା! ଆଜି କାହାକକ୍ସ୍ଟ ହତ୍ଯା କର ନାହିଁ। ସଦାପ୍ରଭୁ ଆଜି ଇଶ୍ରାୟେଲୀୟମାନଙ୍କୁ ରକ୍ଷା କରିଛନ୍ତି।

ପ୍ରଥମ ଶାମୁୟେଲ 14:45

ଏଥର ସୈନ୍ଯମାନେ ଶାଉଲଙ୍କକ୍ସ୍ଟ କହିଲେ,ଯୋନାଥନ ଆଜି ଇଶ୍ରାୟେଲକକ୍ସ୍ଟ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କବେେ ହାଇେ ନ ପା ରେ। ଆମ୍ଭେ ଜୀବିତ ପରମେଶ୍ବରଙ୍କ ପାଖ ରେ ପ୍ରାର୍ଥନା କରୁଛକ୍ସ୍ଟ, କହେି ଯୋନାଥନଙ୍କକ୍ସ୍ଟ ହତ୍ଯା ତ ଦୂରର କଥା ମକ୍ସ୍ଟଣ୍ତରକ୍ସ୍ଟ ଗୋଟିଏ କେଶ ମଧ୍ଯ ତଳେ ପଡିବାକକ୍ସ୍ଟ ଦବେକ୍ସ୍ଟ ନାହିଁ। ପରମେଶ୍ବର ପଲେଷ୍ଟୀୟ କବଳରକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ଉଦ୍ଧାର ପାଇଁ ଯୋନାଥନଙ୍କକ୍ସ୍ଟ ସାହାୟ୍ଯ କରିଛନ୍ତି। ତେଣୁ ଲୋକମାନ ଯୋନାଥନଙ୍କକ୍ସ୍ଟ ସାହାୟ୍ଯ କରିବେ, ତାଙ୍କୁ କବେେ ବି ହତ୍ଯା କରିବା ପାଇଁ ଦିଆୟିବ ନାହିଁ।

ଦିତୀୟ ରାଜାବଳୀ 19:3

ସମାନେେ ଯିଶାଇୟଙ୍କୁ କହିଲେ, ହିଜକିଯ କହନ୍ତି, ଏହି କ୍ଲେଶ, ଅନୁୟୋଗ ଓ ଅପମାନର ଦିନ, ଏହା ଏପରି ଦିନ ଯବେେ ଶିଶୁଗଣ ପ୍ରସବ ଦ୍ବାର ରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ସମାନଙ୍କେ ପାଖ ରେ ଶକ୍ତି ନାହିଁ।

ଗୀତସଂହିତା 17:14

ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।

ଯିଶାଇୟ 33:11

ତୁମ୍ଭମାନେେ ତୁଷ ସଦୃଶ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ। ତୁମ୍ଭମାନଙ୍କର ଅଗ୍ନିସଦୃଶ ଆତ୍ମା ତୁମ୍ଭମାନଙ୍କୁ ଗ୍ରାସ କରିବ।

ଯିଶାଇୟ 37:3

ସମାନେେ ଯିଶାଇୟଙ୍କୁ କହିଲେ, ହିଜକିଯ ଏହା କହିଛନ୍ତି। ଆଜି ଦିନ ଆପଦ ଅନୁୟୋଗ ଓ ଅପମାନର ଦିନ, କାରଣ ଜନ୍ମ ହବୋକୁ ବସିଛି, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।

ଯିଶାଇୟ 59:4

କହେି ନ୍ଯାଯ ରେ ଗୁହାରି ଶୁଣେ ନାହିଁ ଓ କହେି ସତ୍ଯ ରେ ପ୍ରତିବାଦ କରେ ନାହିଁ। ସମାନେେ ଅସାରତା ରେ ନିର୍ଭର କରନ୍ତି ଓ ମିଥ୍ଯା କଥା କୁହନ୍ତି। ସମାନେେ ଅନିଷ୍ଟକୁ ଗର୍ଭ ରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି।

ହୋଶେୟ 13:13

ସ୍ତ୍ରୀଲୋକର ପ୍ରସବ ବଦନୋ ସଦୃଶ ତା'ର ଦଣ୍ତ କଷ୍ଟଦାୟକ ହବେ। ସେ ଜଣେ ଜ୍ଞାନୀ ପୁତ୍ର ହବେ ନାହିଁ। ଏପରି ଏକ ସମୟ ଆସିବ ସେ ଆଉ ତିଷ୍ଠିବ ନାହିଁ।

ଯୋହନଲିଖିତ ସୁସମାଚାର 7:7

ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମାେତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସମାନଙ୍କେର କାର୍ୟ୍ଯଗୁଡିକ ମନ୍ଦ ବୋଲି କ ହେ।

ଯୋହନଙ୍କ ପ୍ରଥମ ପତ୍ର 5:19

ଆମ୍ଭେ ଜାଣୁ, ଯେ ଆମ୍ଭେ ପରମେଶ୍ବରଙ୍କର ଅଟୁ ମାତ୍ର ସମଗ୍ର ଜଗତ ଶୟତାନର ନିୟନ୍ତ୍ରଣ ରେ ଅଛି।

Interlinear

Choose Theme