ସମସ୍ତ ଲୋକ ପୃଥିବୀରୁ ବିତାଡ଼ିତ ହବେେ ଓ ସେ ସମ୍ପୂର୍ଣ୍ଣ ଭାବରେ ଲୁଣ୍ଠିତ ହବେେ। ଏହା ଘଟିବ କାଣ ସଦାପ୍ରଭୁ ଏହା କହିଛନ୍ତି।
Cross references
ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ୟ୍ଯ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣଙ୍କ ଦହେ ଉପରେ ତୁମ୍ଭମାନଙ୍କ ମୃତଦହେ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।
ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।
ପକ୍ସ୍ଟଣି ସଦାପ୍ରଭୁ କୋର୍ଧ ରେ ଓ ପ୍ରଚଣ୍ତତା ରେ ଓ ମହା କୋପରେ ସମାନଙ୍କେ ଦେଶରକ୍ସ୍ଟ ସମାନଙ୍କେୁ ଉତ୍ପାଟନ କଲେ ଓ ସମାନଙ୍କେୁ ଅନ୍ୟ ଦେଶ ରେ ନିକ୍ଷପେ କଲେ, ଯେଉଁଠା ରେ ସମାନେେ ଆଜି ଅଛନ୍ତି।'
ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ଯତ୍ବକ୍ତାଙ୍କ ଦ୍ବାରା ଯେଉଁ ସବୁ ବିଷଯ କହିଥିଲେ, ତାହା ପ୍ରକୃତ ରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ଯମ ରେ କହିଥିଲେ : ଏହି ସ୍ଥାନ ସତୁରି ବର୍ଷ ପର୍ୟ୍ଯନ୍ତ ଧ୍ବଂସର ସ୍ଥାନ ହାଇେ ରହିବ। କାରଣ ଲୋକମାନେ ବିଶଷେ ବିଶ୍ରାମବାର ରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲଗିରହିବ।
ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'
ସହେି ସମୟରେ କଦରରେ ବୀରଗଣ ମଧ୍ଯରୁ ଅଳ୍ପ କେତକେ ଧନୁର୍ଦ୍ଧର ରକ୍ଷା ପାଇବେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହା କହିଅଛନ୍ତି।'
ସଦେିନ ସହେି ଖିଲ ଯେ କି ଏକ ସୁଦୃଢ଼ ସ୍ଥାନ ରେ ବିଦ୍ଧ ହାଇେଥିଲା ତାହା ଦୁର୍ବଳ ହାଇଯେିବ ଓ ଭାଙ୍ଗି ତଳେ ପଡ଼ିୟିବ। ସହେି ଖିଲ ପଡ଼ିବା ସଙ୍ଗେ ସଙ୍ଗେ ସେଥି ରେ ଟଙ୍ଗା ୟାଇଥିବା ଜିନିଷଗୁଡ଼ିକ ତଳେ ପଡ଼ି ନଷ୍ଟ ହାଇଯେିବ। ତା'ପ ରେ ମୁଁ ଯାହା କହୁଛି ଏହା ଘଟିବ।' କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ବଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି।
ଏହି ଲୋକମାନଙ୍କୁ ଦେଖ। ସମାନେେ ଅପହୃତ ଓ ଲୁଣ୍ଠିତ। ସମାନେେ ଗର୍ଭ ରେ ପାଶବଦ୍ଧ ଓ କାରାଗାର ରେ ଲୁଚା ୟାଇଛନ୍ତି। ସମାନଙ୍କେର ଧନ ଲୁଣ୍ଠିତ ହାଇେଛି। ସମାନଙ୍କେୁ ଉଦ୍ଧାର କରିବାକୁ କହେି ନାହାଁନ୍ତି। ସମାନଙ୍କେର ଲୁଣ୍ଠିତ ଦ୍ରବ୍ଯକୁ ଫରୋଇ ଦବୋ' ପାଇଁ କହିବାକୁ ମଧ୍ଯ କହେି ନାହିଁ।
ତୁମ୍ଭମାନେେ ସବୁ ଶୁଣ ଓ କର୍ଣ୍ଣପାତ କର, ଅହଙ୍କାର କର ନାହିଁ। କାରଣ ସଦାପ୍ରଭୁ ଏହା କହି ଅଛନ୍ତି।
ଏଣୁ ହେ ଇଶ୍ରାୟେଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ଇଶ୍ରାୟେଲର ପର୍ବତଗଣକୁ, ଉପପର୍ବତମାନଙ୍କୁ, ଜଳପ୍ରବାହଗୁଡ଼ିକୁ, ଉପତ୍ୟକାମାନଙ୍କୁ, ଧ୍ବଂସ ଶୂନ୍ଯ ସ୍ଥାନଗୁଡ଼ିକୁ, ପରିତ୍ଯପ୍ତ ଓ ଲୁଣ୍ଠିତ ନଗରଗୁଡ଼ିକୁ ଓ ଯେଉଁମାନେ ଅନ୍ୟ ଜାତିମାନଙ୍କ ଦ୍ବାରା ପରିବେଷ୍ଟିତ ହାଇେ ଉପହାସିତ ହାଇେଛନ୍ତି, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି।
ପ୍ରେତ୍ୟକକ ବ୍ଯକ୍ତି ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କହେି ସମାନଙ୍କେୁ ଭୟଭୀତ କରାଇବେ ନାହିଁ। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ ଘଟିବ ବୋଲି କହିଲେ।