Home Bibles ଲେବୀୟ ପୁସ୍ତକ 26:30 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 26:30 · ଓଡ଼ିଆ ବାଇବେଲ

ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ୟ୍ଯ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣଙ୍କ ଦହେ ଉପରେ ତୁମ୍ଭମାନଙ୍କ ମୃତଦହେ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।

Cross references

ଲେବୀୟ ପୁସ୍ତକ 20:23

ପୁଣି ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀଯମାନଙ୍କୁ ତଡି ଦେଉଛୁ, ସମାନଙ୍କେ ଆଚରଣ ତୁମ୍ଭମାନେେ କରିବ ନାହିଁ। କାରଣ ସମାନେେ ସହେିସବୁ ଦୁଷ୍କର୍ମ କରିବାରୁ ଆମ୍ଭେ ସମାନଙ୍କେୁ ଘୃଣା କଲୁ।

ଲେବୀୟ ପୁସ୍ତକ 26:11

ଆମ୍ଭେ ଆମ୍ଭର ପବିତ୍ର ତମ୍ବୁ ତମ୍ଭମାନଙ୍କ ମଧିଅରେ ସ୍ଥାପନ କରିବା। ଆମ୍ଭେ ତୁମ୍ଭମାନଙ୍କୁ ଘୃଣା କରିବା ନାହିଁ।

ଲେବୀୟ ପୁସ୍ତକ 26:15

ତୁମ୍ଭମାନେେ ଯଦି ମାରେ ବ୍ଯବସ୍ଥା ଅବଜ୍ଞା କର ଓ ମାରେ ଆଜ୍ଞାକୁ ଘୃଣା କର ଓ ମାରେ ଆଜ୍ଞାକୁ ଅନୁସରଣ ନକର, ତବେେ ତୁମ୍ଭମାନେେ ମାରେ ଚୁକ୍ତି ଲଙ୍ଘନ କରିବ।

ପ୍ରଥମ ରାଜାବଳୀ 13:2

ସଦାପ୍ରଭୁଙ୍କ ନିର୍ଦ୍ଦେଶ ରେ ପରମେଶ୍ବରଙ୍କ ସହେି ଲୋକ ଜଣକ ୟଜ୍ଞବଦେୀ ବିପକ୍ଷ ରେ ଉଚ୍ଚସ୍ବର ରେ କହିଲେ,

ଦିତୀୟ ରାଜାବଳୀ 23:8

ସେ ସମୟରେ ଯାଜକମାନେ ବଳିଦାନ ୟିରୁଶାଲମସ୍ଥିତ ସଦାପ୍ରଭୁଙ୍କ ୟଜ୍ଞବଦେୀ ନିକଟକୁ ଆଣିଲେ ନାହିଁ। ସମାନେେ ଯିହୁଦା ନଗର ଚତୁର୍ଦ୍ଦିଗ ରେ ରହିଲେ ଓ ସହେି ନଗରଗୁଡିକର ଉଚ୍ଚ ସ୍ଥଳିମାନଙ୍କ ରେ ଦ୍ବୀପ ଓ ନବୈେଦ୍ଯ ଜଳାଇଲେ। ସହେି ଉଚ୍ଚସ୍ଥଳୀଗୁଡିକ ଗବୋଠାରୁ ବରେଶବୋ ପର୍ୟ୍ଯନ୍ତ ଲାଗି ଥିଲା।

ଦିତୀୟ ରାଜାବଳୀ 23:16

ଏହାପରେ ଯୋଶିୟଯ ଚତୁର୍ଦ୍ଦିଗକୁ ଚାହିଁଲା ବେଳେ ସଠାେରେ ପର୍ବତ ଉପରେ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସହେି କବରମାନଙ୍କର ଅସ୍ଥି ଅଣାଇଲେ। ଆଉ ପରମେଶ୍ବରଙ୍କ ଲୋକ ପୂର୍ବେ ଯେପରି ପ୍ରଚାର କରିଥିଲେ। ତାଙ୍କ ପ୍ରଚାରିତ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ସହେି ୟଜ୍ଞବଦେୀ ଉପରେ ସହେି ଅସ୍ଥି ସବୁ ୟଜ୍ଞବଦେୀ ଉପରେ ରଖିଲେ ଓ ଦଗ୍ଧ କରି ଅଶୁଚି କଲେ। ଏହି ସମୟରେ ପରମେଶ୍ବର ଲୋକଙ୍କ ଦୃଷ୍ଟି ରେ ଦେଖିଲେ ଯେ, ୟୋରବିଯାମ ୟଜ୍ଞବଦେୀ ପାଖ ରେ ଛିଡା ହାଇେଛି।

ଦିତୀୟ ରାଜାବଳୀ 23:20

ଯୋଶିୟଯ ଶମରିଯାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ୟଜ୍ଞବଦେୀ ରେ ବଧ କଲେ ଓ ସେ ଉପରେ ମନୁଷ୍ଯମାନଙ୍କ ଅସ୍ଥି ୟଜ୍ଞବଦେୀ ଉପରେ ଦଗ୍ଧ କଲେ। ଏହି ରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ୟିରୁଶାଲମକୁ ଫରେିଗଲେ।

ଦିତୀୟ ବଂଶାବଳୀ 14:3

ଆସା ଉଚ୍ଚ ସ୍ଥାନ ରେ ଥିବା ବିଦେଶୀଯ ୟଜ୍ଞବଦେୀକୁ ଉଠାଇ ଦେଲେ। ଆସା ଉଚ୍ଚସ୍ଥାନସବୁ ଦୂର କରି ଦେଲେ ଓ ସ୍ମରଣାର୍ଥକ ପବିତ୍ର ପ୍ରସ୍ତରସବୁକୁ ଭାଙ୍ଗି ଚୂରମାର୍ କରି ଦେଲେ। ଆଉ ଆସା ଆଶରୋ ସ୍ତମ୍ଭ ସବୁକୁ ଭାଙ୍ଗି ଦେଲେ।

ଦିତୀୟ ବଂଶାବଳୀ 23:17

ସବୁ ଲୋକମାନେ ବାଲ୍ ପ୍ରତିମାର ମନ୍ଦିରକୁ ଗଲେ ଓ ତାହାକୁ ଭାଙ୍ଗି ପକାଇଲେ। ବାଲ୍ର ମନ୍ଦିର ରେ ଥିବା ବଦେୀ ଓ ମୂର୍ତ୍ତିଗୁଡ଼ିକୁ ମଧ୍ଯ ସମାନେେ ଭାଙ୍ଗି ପକାଇଲେ। ସମାନେେ ବାଲ୍ର ଯାଜକ ମତ୍ତାନ୍କୁ ବାଲ୍ର ୟଜ୍ଞବଦେୀ ସମ୍ମୁଖ ରେ ହତ୍ଯା କଲେ।

ଦିତୀୟ ବଂଶାବଳୀ 31:1

ନିସ୍ତାରପର୍ବର ଉତ୍ସବ ଶଷେ ହେଲା। ନିସ୍ତାରପର୍ବ ନିମନ୍ତେ ୟିରୁଶାଲମ ରେ ଥିବା ଇଶ୍ରାୟେଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫରେିଗଲେ। ଏହାପରେ ସମାନେେ ସହେି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସହେି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦବେତାମାନଙ୍କର ପୂଜା କରିବା ନିମନ୍ତେ ବ୍ଯବହୃତ ହେଉଥିଲା। ସହେି ଲୋକମାନେ ଆଶରୋ ସ୍ତମ୍ଭଗୁଡ଼ିକୁ ମଧ୍ଯ କାଟି ପକାଇଲେ। ଆଉ ସମାନେେ ଯିହୁଦା ଓ ବିନ୍ଯାମୀନ ରେ ଥିବା ଉଚ୍ଚ ସ୍ଥାନ ଓ ୟଜ୍ଞବଦେୀଗୁଡ଼ିକୁ ନଷ୍ଟ କରି ଦେଲେ। ଲୋକମାନେ ଇଫ୍ରଯିମ୍ ଓ ମନଃଶିର ସମସ୍ତ ଅଞ୍ଚଳ ରେ ମଧ୍ଯ ସହେି ପ୍ରକାର କଲେ। ଭଣ୍ଡ ଦବେତାର ପୂଜା ଉଦ୍ଦେଶ୍ଯ ରେ ବ୍ଯବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ୟ୍ଯନ୍ତ ଲୋକମାନେ ଏହିପରି କାର୍ୟ୍ଯ କଲେ। ଏହାପରେ ସମସ୍ତ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ସହର ଓ ଗୃହକୁ ଫରେିଗଲେ।

ଦିତୀୟ ବଂଶାବଳୀ 34:3

ଯୋଶିୟ ପରମେଶ୍ବରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ବର ଅଷ୍ଟମ ବର୍ଷ ରେ ଅନୁସରଣ କରିଥିଲେ। ଯୋଶିୟଯ ପରମେଶ୍ବରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ତଥାପି ଅଳ୍ପବଯସ୍କ ଥିଲେ। ଯୋଶିୟଯଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ସେ ଯିହୁଦା ଓ ୟିରୁଶାଲମ ରେ ଥିବା ଉଚ୍ଚସ୍ଥାନ, ଆଶରୋ ସ୍ତମ୍ଭ ଖାଦେିତ ପ୍ରତିମା ଓ ଢ଼ାଞ୍ଚା ରେ ଢ଼ଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।

ଦିତୀୟ ବଂଶାବଳୀ 34:4

ଲୋକମାନେ ବାଲ୍ ଦବେତାର ୟଜ୍ଞବଦେୀସବୁ ଭାଙ୍ଗି ପକାଇଲେ। ସମାନେେ ଯୋଶିୟଙ୍କ ଉପସ୍ଥିତି ରେ ଏହା କଲେ। ଏହାପରେ ଯୋଶିୟଯ ଲୋକମାନଙ୍କ ସମ୍ମୁଖ ରେ ଦଣ୍ଡାଯମାନ ଉଚ୍ଚ ସୁଗନ୍ଧିଧୂପର ୟଜ୍ଞବଦେୀ ଭାଙ୍ଗି ପକାଇଲେ। ସେ ଖାଦେିତ ମୂର୍ତ୍ତିସବୁ ଓ ଛାଞ୍ଚ ରେ ଢ଼ଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସହେି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳି ରେ ପରିଣତ କରି ଦେଲେ। ଏହାପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖ ରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟଯ ସମାନଙ୍କେ କବର ଉପରେ ସହେି ଗୁଣ୍ଡକୁ ସିଞ୍ଚିଲେ।

ଗୀତସଂହିତା 78:58

କାରଣ ସମାନେେ ନିଜର ଉଚ୍ଚସ୍ଥଳୀ ଦ୍ବାରା ପରମେଶ୍ବରଙ୍କୁ ବିରକ୍ତ କଲେ। ଏବଂ ଆପଣାମାନଙ୍କ ଖାଦେିତ ପ୍ରତିମାଦ୍ବାରା ସମାନେେ ପରମେଶ୍ବରଙ୍କୁ ଇର୍ଷାନ୍ବିତ କଲେ।

ଗୀତସଂହିତା 89:38

କିନ୍ତୁ ହେ ପରମେଶ୍ବର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କୋର୍ଧ ହାଇେଅଛି, ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ଯାଗ କରିଅଛ।

ଗୀତସଂହିତା 106:40

ଏହି ହତେୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କୋର୍ଧ କଲେ। ପରମେଶ୍ବର ସମାନଙ୍କେ ପ୍ରତି ବିରକ୍ତ ହେଲେ।

ଯିଶାଇୟ 27:9

ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହବେ ଓ ତାହାର ପାପ ଦୂରୀଭୂତ ହବେ। ସେ ୟଜ୍ଞବଦେୀର ପ୍ରସ୍ତର ସବୁ ଧୂଳିସାତ ହବେ ଓ ସହେି ଆଶରୋ ମୂର୍ତ୍ତି ଓ ସୂର୍ୟ୍ଯ ପ୍ରତିମା ସବୁ ବିନଷ୍ଟ ହବେେ।

ଯିରିମିୟ 8:1

ସଦାପ୍ରଭୁ କହନ୍ତି, ସେ ସମୟରେ ଲୋକମାନେ ଯିହୁଦାର ରାଜାଗଣଙ୍କର, ତା'ର ଅଧିପତିମାନଙ୍କର, ଯାଜକଗଣଙ୍କର, ଭବିଷ୍ଯଦବକ୍ତାମାନଙ୍କର ଓ ୟିରୁଶାଲମ ନିବାସୀଗଣର ଅସ୍ଥିସବୁ ସମାନଙ୍କେ କବରରୁ ବାହାର କରିବେ।

ଯିରିମିୟ 14:19

ଲୋକମାନେ କହନ୍ତି, ହେ ପରମେଶ୍ବର, ତୁମ୍ଭେ କ'ଣ ଯିହୁଦାକୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ ? ତୁମ୍ଭେ କ'ଣ ସିୟୋନକୁ ଘୃଣା କରିଅଛ ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭମାନେେ ଆଉ ସୁସ୍ଥ ହାଇେ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ ? ଆମ୍ଭମାନେେ ଶାନ୍ତି ଚାହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭମାନେେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କବଳେ ଆଶଙ୍କା ଉପସ୍ଥିତ ହେଲା।

ଯିରିମିୟ 16:18

ଆମ୍ଭେ ସମାନଙ୍କେର ପାପ ଓ ଅଧର୍ମର ଦୁଇଗୁଣ ପ୍ରତିଫଳ ଦବୋ। କାରଣ ସମାନେେ ନିଜ ନିଜର ଘୃଣ୍ଯବସ୍ତୁ ସ୍ବରୂପ ଶବ ରେ ଆମ୍ଭର ଦେଶକୁ 'ଅପବିତ୍ର' କରିଅଛନ୍ତି। ସମାନେେ ଆମ୍ଭ ଦେଶକୁ 'ଅଶୁଚି' କରିଅଛନ୍ତି ଓ ନିଜର ଘୃଣ୍ଯକର୍ମ ରେ ଆମ୍ଭର ଦେଶକୁ ପରିପୂର୍ଣ୍ଣ କରିଅଛନ୍ତି।

ଯିହିଜିକଲ 6:13

ସମାନେେ ଜାଣିବେ ଯେ, ଆମ୍ଭେ ହିଁ ସଦାପ୍ରଭୁ, ଯେତବେେଳେ ସମାନେେ ସମାନଙ୍କେର ମୃତ ଶରୀର ମୂର୍ତ୍ତିମାନଙ୍କ ମଧିଅରେ, ୟଜ୍ଞବଦେୀ ଚାରିପାଖ ରେ, ପର୍ବତର ଶୀର୍ଷ ଦେଶ ରେ, ଶୃଙ୍ଗ ରେ, ପ୍ରେତ୍ୟକକ ସବୁଜ ହରିତବର୍ଣ୍ଣ ବୃକ୍ଷ ତଳେ ଓ ପ୍ରେତ୍ୟକକ ଆଲୋନ ଓକ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନମାନଙ୍କ ରେ ସମାନେେ ନିଜ ନିଜର ସକଳ ପ୍ରତିମାଗୁଡ଼ିକୁ ସୁବାସିତ ନବୈେଦ୍ଯ ଉତ୍ସର୍ଗ କରୁଥିଲେ, ସହେି ସକଳ ସ୍ଥାନ ରେ ପାଇବେ।

ଯିହିଜିକଲ 16:39

ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ ରମେିକମାନଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନେେ ତୁମ୍ଭର ପୂଜା ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀଗୁଡ଼ିକୁ ଉତ୍ପାଟନ କରିବେ। ପୁଣି ସମାନେେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ଅପହରଣ କରିବେ। ଆଉ ସମାନେେ ତୁମ୍ଭକୁ ବିବସନା ଉଲଗ୍ନତା କରି ଛାଡ଼ି ଦବେେ।

ହୋଶେୟ 10:2

ଇଶ୍ରାୟେଲର ଲୋକମାନେ ପରମେଶ୍ବରଙ୍କୁ ଠକିବାକୁ ଚୋଷ୍ଟା କଲେ କିନ୍ତୁ ବର୍ତ୍ତମାନ ସମାନେେ ସମାନଙ୍କେର ଦୋଷ ସ୍ବୀକାର କରିବେ। ସଦାପ୍ରଭୁ ସମାନଙ୍କେର ୟଜ୍ଞବଦେୀକୁ ଭାଙ୍ଗି ଦବେେ। ସେ ସମାନଙ୍କେର ସ୍ମୃତିସ୍ତମ୍ଭକୁ ଧ୍ବଂସ କରି ଦବେେ।

Interlinear

Choose Theme