ସମସ୍ତ ନଗରଟି ଧ୍ବଂସ ହଇେଅଛି।' ସମସ୍ତ ଦ୍ବାର ରୁଦ୍ଧ। ଲୋକମାନେ ଗୃହ ରେ ପ୍ରବେଶ କରିପାରୁ ନାହାଁନ୍ତି। ସର୍ବତ୍ର ବିଭ୍ରମତା ସୃଷ୍ଟି ହାଇେଛି।
Cross references
ସହେି ସ୍ଥାନର ନାମ ବାବିଲ୍ ହେଲା। ଯେ ହତେୁ ସତାପ୍ରଭୁ ସେସ୍ଥାନ ରେ ସମସ୍ତ ପୃଥିବୀର ଭାଷା ରେ ଭଦେ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।
ସର୍ବଶଷେ ରେ ନବୂଖଦ୍ନିତ୍ସର ସୈନ୍ଯ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସହେି ରାତ୍ରି ରେ ରାଜା ସିଦିକିଯ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ଯ ଫାଟକ ଦଇେ ପଳାଇଲେ। ଯେତବେେଳେ କଲଦୀଯମାନେ ନଗରର ଚତୁର୍ଦ୍ଦିଗ ରେ ବେଢି ରହିଥିଲେ। ପୁଣି ରାଜା ଆରବା ପଥ ଦଇେ ଚାଲିଗଲେ।
ନବୂସରଦ୍ନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ୟିରୁଶାଲମ୍ର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡିକୁ ଅଗ୍ନି ରେ ଦଗ୍ଧ କଲା।
ସୋର ବିଷଯ ରେ ଏକ ଦୁଃଖ ବାର୍ତ୍ତା : ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭମାନେେ ହାହାକାର କର। କାରଣ ତୁମ୍ଭର ପୋତାଶ୍ରଯ ସମ୍ପୂର୍ଣ୍ଣ ନଷ୍ଟ ହାଇୟୋଇଛି। କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା।
କବଳେ ନଗର ରେ ପ୍ରେତ୍ୟକକ ଜାଗା ରେ ଧ୍ବଂସତା ଦଖାଯାେଉଛି। ସମସ୍ତ ଦ୍ବାର ଭଗ୍ନ ଓ ବିନଷ୍ଟ ହାଇେଛି।
ସୁଦୃଢ଼ ପ୍ରାଚୀର ବେଷ୍ଠିତ ସୁରକ୍ଷିତ ନଗରକୁ ତୁମ୍ଭେ ଧ୍ବଂସ କରିଅଛ ଓ ବର୍ତ୍ତମାନ ତାକୁ ଏକ ପଥର ଗଦା ରେ ପରିଣତ କରିଅଛ। ବିଦେଶୀମାନଙ୍କ ରାଜ ପ୍ରାସାଦକୁ ବିନଷ୍ଟ କରିଛ ଓ ତାହା କବେେ ପୁନର୍ବାର ନିର୍ମିତ ହବେ ନାହିଁ।
ମାତ୍ର ସେ ଉନ୍ନତ ନଗରକୁ ଅବନତ କରିବେ ଓ ଉର୍ଦ୍ଧ୍ବସ୍ଥିତ ସହେି ଲୋକମାନଙ୍କୁ ଦଣ୍ଡ ଦବେେ। ସମାନଙ୍କେୁ ଭୂମିସାତ୍ କରି ଧୂଳି ରେ ମିଶାଇ ଦବେେ।
ସଦେିନ ସହେି ସୁଦୃଢ଼ ପ୍ରାନ୍ତର ତୁଲ୍ଯ ଜନଶୂନ୍ଯ ହବେ। ଏହା ଏକ ମରୁଭୂମିରେ ପରିଣତ ହବେ। ନିର୍ଜନ ଓ ପରିତ୍ଯକ୍ତ ବସତି ସ୍ଥାନ ହବେ। ସେ ସ୍ଥାନ ରେ ଗୋରୁପଲ ଚରିବେ ଓ ଶଯନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ।
ମାରେ ଲୋକମାନେ ରାଜନଗରୀ ପରିତ୍ଯାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ଯ ହବେ। ଗିରି ଓ ପ୍ରହରି ଦୁର୍ଗ ଚିରିକାଳ ଗୁହାମଯ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହବେ।
ପାଣି ଭଳୋ ଓ ଝିଙ୍କ ତାହା ଅଧିକାର କରିବେ। ଆଉ ପଚୋ ଓ ଡ଼ାମରାକାଉର ତାହା ମଧିଅରେ ବାସ କରିବେ। ପୁଣି ସେ ସ୍ଥାନ ଶୂନ୍ଯ ମରୁଭୂମି' ବୋଲି ଡ଼କା ହବେ।
ସଠାେ ରେ ଥିବା ଅଟ୍ଟାଳିକାଗୁଡ଼ିକ କଣ୍ଟକ ଦ୍ବାରା ଓ ଦୁର୍ଗଗୁଡ଼ିକ ବିଛୁଆତି ଓ କଣ୍ଟକଲତା ଦ୍ବାରା ଆଚ୍ଛାଦିତ ହବେ। ତାହା ଶୃଗାଳମାନଙ୍କର ବାସସ୍ଥାନ ଓ ଓଟପକ୍ଷୀମାନଙ୍କର ଚରାସ୍ଥାନ ହବେ।
ସଦାପ୍ରଭୁ କହନ୍ତି ଦେଖ, ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସମାନଙ୍କେର ଅସୁନ୍ନତ ଅନୁସାରେ ଦଣ୍ଡ ଦବୋ, ଏପରି ସମୟ ଆସୁଅଛି।
ତହୁଁ ଯିହୁଦାର ରାଜା ସିଦିକିଯ ଓ ସମସ୍ତ ସୈନ୍ଯଗଣ ସମାନଙ୍କେୁ ଦେଖି ପଳାଯନ କଲେ। ସମାନେେ ରାତ୍ରିକାଳ ରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦଇେ ଦୁଇ ପ୍ରାଚୀରର ମଧ୍ଯସ୍ଥିତ ଦ୍ବାର ରେ ନଗରରୁ ବାହାରି ଗଲେ। ପୁଣି ସମାନେେ ପ୍ରାନ୍ତର ଆଡ଼େ ଚାଲିଲେ।
କଲଦୀଯମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନି ରେ ଦଗ୍ଧ କଲେ। ଆଉ ୟିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।
ନଗରର ଏକ ସ୍ଥାନ ଭଗ୍ନ ହବୋରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ଯବର୍ତ୍ତୀ ଦ୍ବାରପଥ ଦଇେ ପଳାଇଲେ। ସେ ସମୟରେ କଲଦୀଯମାନେ ନଗରର ବିରୁଦ୍ଧ ରେ ଚତୁର୍ଦ୍ଦିଗ ରେ ଘରେି ରହିଥିଲେ। ସମାନେେ ପ୍ରାନ୍ତର ଆଡ଼କୁ ପଳାଯନ କଲେ।
ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ୟିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନି ରେ ଦଗ୍ଧ କଲା।