Home Bibles ଯିଶାଇୟ 23:2 · ଓଡ଼ିଆ ବାଇବେଲ
ଯିଶାଇୟ 23:2 · ଓଡ଼ିଆ ବାଇବେଲ

ହେ ଦ୍ବୀପ ନିବାସୀଗଣ ତୁମ୍ଭମାନେେ ନୀରବ ହୁଅ ଓ ଦୁଃଖିତ ହୁଅ। ସୋର ଥିଲା ସୀଦୋନର ବଣିକ। ସହେି ଦେଶର ବଣିକମାନେ ସମୁଦ୍ର ପାର ହାଇେ ତୁମ୍ଭର ଦେଶକୁ ଧନ ରେ ପରିପୂର୍ଣ୍ଣ କଲେ।

Cross references

ଗୀତସଂହିତା 46:10

ପରମେଶ୍ବର କହନ୍ତି, ୟୁଦ୍ଧ ବନ୍ଦ କର, ମନରେଖ ମୁଁ ହେଉଛି ପରମେଶ୍ବର। ମୁଁ ରାଜ୍ଯମାନଙ୍କୁ ପରାସ୍ତ କରିଛି। ପୃଥିବୀକୁ ମୁଁ ନିଯନ୍ତ୍ରଣ କଲେ।

ଯିଶାଇୟ 41:1

ସଦାପ୍ରଭୁ କୁହନ୍ତି, ହେ ଦ୍ବୀପ ସମୂହ, ନୀରବ ହୁଅ। ମାେ ନିକଟକୁ ଆସ, ଲୋକମାନେ ବଳପ୍ରାପ୍ତ ହୁଅନ୍ତୁ, କଥା କୁହନ୍ତୁ। ଆମ୍ଭମାନେେ ଏକତ୍ରୀତ ବିଚାର କରୁ।

ଯିଶାଇୟ 47:5

ଆଗୋ କଲଦୀଯ କନ୍ଯାଗଣ, ତୁମ୍ଭମାନେେ ଅନ୍ଧାରକୁ ୟାଇ ନୀରବ ରେ ବସ। କାରଣ ତୁମ୍ଭମାନେେ 'ରାଜ୍ଯର ଆଉ ରାଣୀ' ବୋଲି କଥିତ ହବେ ନାହିଁ।

ଯିହିଜିକଲ 27:3

ସମୁଦ୍ର ଉପକୂଳବର୍ତ୍ତୀ ବହୁ ଲୋକଙ୍କ ସହିତ ବାଣିଜ୍ଯ କରୁଥିବା, 'ସମୁଦ୍ରର ଦ୍ବାର' ସୋରକୁ କୁହ : ' ହେ ସୋର, ତୁମ୍ଭେ କହିଅଛ, ମୁଁ ପରମ ସୁନ୍ଦରୀ।

ଯିହିଜିକଲ 27:8

ସୀଦୋନ୍ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକଥିଲେ। ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧିଅରେ ଥିଲେ, ସମାନେେ ତୁମ୍ଭର କର୍ଣ୍ଣଧାର ହାଇେଥିଲେ।

ଯିହିଜିକଲ 28:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ହବକକୂକ 2:20

ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିର ରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହବେ ଓ ସଦାପ୍ରଭୁଙ୍କ ସମ୍ମାନ ଜଣାଇବ।

Interlinear

Choose Theme