ସଦେିନ ମୁଁ ତୁମ୍ଭର ପରିଧାନ ନଇେ ତାକୁ ପିନ୍ଧାଇବି। ମୁଁ ତୁମ୍ଭର କତ୍ତୃର୍ତ୍ବାଧିକାର ତାକୁ ସମର୍ପଣ କରିବି। ତେଣୁ ସେ ୟିରୁଶାଲମ ନିବାସୀ ଓ ଯିହୁଦା ବଂଶର ପିତା ହବେ।
Cross references
ଏହାପରେ ଫାରୋ ତାଙ୍କୁ ଏକ ବିଶଷେ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳା ରେ ସୁବର୍ଣ୍ଣହାର ଦେଲେ।
ମୁଁ ଏଠାକୁ ତୁମ୍ଭ ଦୋଷରୁ ଆସି ନାହିଁ। ଏହା ପରମେଶ୍ବରଙ୍କ ଯୋଜନା। ପରମେଶ୍ବର ମାେତେ ଫାରୋଙ୍କର ପିତା ଓ ତାଙ୍କର କର୍ତ୍ତା କରିଛନ୍ତି ଏବଂ ସମସ୍ତ ମିଶର ଉପରେ କର୍ତ୍ତା କରିଛନ୍ତି।
ଯୋନାଥନ ଆପଣା ଦହରେକ୍ସ୍ଟ କୋଟ୍ କାଢି ଦାଉଦଙ୍କକ୍ସ୍ଟ ଦଲୋ। ଆପଣା ବସ୍ତ୍ର, ଖଡ୍ଗ, ଧନକ୍ସ୍ଟ ଓ କଟିବନ୍ଧନ ପର୍ୟ୍ଯନ୍ତ ତାହାଙ୍କକ୍ସ୍ଟ ଦଲୋ।
ଏଥି ରେ ରାଜା ହାମନଠାରୁ ଯେଉଁ ଅଙ୍ଗୁରୀଯ ନଇେଥିଲା, ତାହା କାଢି ମର୍ଦ୍ଦଖଯକୁ ଦଲୋ। ଏବଂ ଏଷ୍ଟର ହାମନର ଗୃହ ଉପରେ ମର୍ଦ୍ଦଖଯକୁ ନିୟୁକ୍ତି କଲା।
ଏହାପରେ ମର୍ଦ୍ଦଖଯ ନୀଳ ଓ ଶୁକ୍ଲବର୍ଣ୍ଣ ରାଜକୀଯ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମଯ ବୃହତ ମୁକୁଟ ଦଇେ ସରୁ ଓ ଏକ ସୁକ୍ଷ୍ମ ନାଇଲନ୍ ଓଢଣୀ ଓ ବାଇଗଣୀ ରଂଗର ବସ୍ତ୍ର ପିନ୍ଧି ରାଜାଙ୍କ ଛାମୁରୁ ବାହାରି ଗଲା ତହିଁରେ ଶୂଶନ ରାଜଧାନୀ ଆନନ୍ଦ ଓ ହର୍ଷନାଦ ରେ ପରିପୂର୍ଣ୍ଣ ହେଲା।
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ସମାନଙ୍କେ କଟୀ ରେ ଅଣ୍ଟାବିନ୍ଧା ଥିଲା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା। ସମାନେେ ସମସ୍ତେ କଲଦୀଯ ଦେଶଜାତ ବାବିଲୋନୀଯମାନଙ୍କ ରୂପ ବିଶିଷ୍ଟ ଅଧିପତିଗଣର ତୁଲ୍ଯ ଥିଲେ।