Home Bibles ଯିହିଜିକଲ 23:15 · ଓଡ଼ିଆ ବାଇବେଲ
ଯିହିଜିକଲ 23:15 · ଓଡ଼ିଆ ବାଇବେଲ

ସମାନଙ୍କେ କଟୀ ରେ ଅଣ୍ଟାବିନ୍ଧା ଥିଲା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା। ସମାନେେ ସମସ୍ତେ କଲଦୀଯ ଦେଶଜାତ ବାବିଲୋନୀଯମାନଙ୍କ ରୂପ ବିଶିଷ୍ଟ ଅଧିପତିଗଣର ତୁଲ୍ଯ ଥିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 8:18

ଏହାପରେ ଗିଦ୍ଦିୟୋନ ସବହେ ଓ ସଲ୍ମକ୍ସ୍ଟନ୍ନକକ୍ସ୍ଟ କହିଲେ ତୁମ୍ଭମାନେେ ତାବୋର ରେ ଯେଉଁ ଲୋକମାନଙ୍କୁ ହତ୍ଯା କଲ ସମାନେେ କିପରି ଲୋକ ଥିଲେ?

ପ୍ରଥମ ଶାମୁୟେଲ 18:4

ଯୋନାଥନ ଆପଣା ଦହରେକ୍ସ୍ଟ କୋଟ୍ କାଢି ଦାଉଦଙ୍କକ୍ସ୍ଟ ଦଲୋ। ଆପଣା ବସ୍ତ୍ର, ଖଡ୍ଗ, ଧନକ୍ସ୍ଟ ଓ କଟିବନ୍ଧନ ପର୍ୟ୍ଯନ୍ତ ତାହାଙ୍କକ୍ସ୍ଟ ଦଲୋ।

ଦିତୀୟ ଶାମୁୟେଲ 14:25

ସମକ୍ସ୍ଟଦାଯ ଇଶ୍ରାୟେଲ ମଧିଅରେ ଅବଶା ଲୋମ ପରି ଅତି ସକ୍ସ୍ଟନ୍ଦର ୟକ୍ସ୍ଟବକ କହେି ନଥିଲେ। ଲୋକମାନେ ତା'ର ସୌନ୍ଦର୍ୟ୍ଯକକ୍ସ୍ଟ ପ୍ରଶଂସା କରୁଥିଲେ। ତା'ର ପାଦରକ୍ସ୍ଟ ମସ୍ତକ ପର୍ୟ୍ଯନ୍ତ କେଉଁଠା ରେ ଗକ୍ସ୍ଟଣ ନ ଥିଲା।

ଯିଶାଇୟ 22:21

ସଦେିନ ମୁଁ ତୁମ୍ଭର ପରିଧାନ ନଇେ ତାକୁ ପିନ୍ଧାଇବି। ମୁଁ ତୁମ୍ଭର କତ୍ତୃର୍ତ୍ବାଧିକାର ତାକୁ ସମର୍ପଣ କରିବି। ତେଣୁ ସେ ୟିରୁଶାଲମ ନିବାସୀ ଓ ଯିହୁଦା ବଂଶର ପିତା ହବେ।

Interlinear

Choose Theme