Home Bibles ଯିଶାଇୟ 2:18 · ଓଡ଼ିଆ ବାଇବେଲ
ଯିଶାଇୟ 2:18 · ଓଡ଼ିଆ ବାଇବେଲ

ପୁଣି ସମସ୍ତ ପ୍ରତିମା ଲୁପ୍ତ ହବେେ।

Cross references

ଯିଶାଇୟ 21:9

ଆଉ ଦେଖ, ଏଠି ଏକଦଳ ଲୋକ ଓ ଅଶ୍ବାରୋହୀ ସୈନ୍ଯ ଆସୁଛନ୍ତି।'

ଯିଶାଇୟ 27:9

ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହବେ ଓ ତାହାର ପାପ ଦୂରୀଭୂତ ହବେ। ସେ ୟଜ୍ଞବଦେୀର ପ୍ରସ୍ତର ସବୁ ଧୂଳିସାତ ହବେ ଓ ସହେି ଆଶରୋ ମୂର୍ତ୍ତି ଓ ସୂର୍ୟ୍ଯ ପ୍ରତିମା ସବୁ ବିନଷ୍ଟ ହବେେ।

ଯିରିମିୟ 10:11

ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'

ଯିରିମିୟ 51:18

ସହେି ପ୍ରତିମାଗୁଡ଼ିକ ଅସାର ଓ ପ୍ର ହଳେିକା ମାତ୍ର। ସମାନେେ ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହବେେ।

ଯିହିଜିକଲ 6:6

ତୁମ୍ଭମାନଙ୍କର ବସତିସବୁ ଓ ନଗରଗୁଡ଼ିକ ଭାଙ୍ଗି ଦିଆୟିବ ଓ ଉଚ୍ଚସ୍ଥଳୀସବୁ ଧ୍ବଂସ କରାୟିବ। ଯାହା ଫଳ ରେ ତୁମ୍ଭମାନଙ୍କର ୟଜ୍ଞବଦେୀ କବେେ ପୁଣି ବ୍ଯବହାର ହବେ ନାହିଁ ଓ ତାହା ଭଗ୍ନ ହାଇେ ପଡ଼ି ରହିବ ଓ ତୁମ୍ଭର ମୂର୍ତ୍ତିସବୁ ଚୂର୍ଣ୍ଣବିଚୂର୍ଣ୍ଣ ହବେ। ତୁମ୍ଭର ଧୂପବଦେୀ ଭଙ୍ଗାୟିବ ଓ ଦୂର ରେ ମନୁଷ୍ଯ ନିର୍ମିତ ମୂର୍ତ୍ତିସବୁ ଓ ଅନ୍ଯାନ୍ଯ ବସ୍ତୁସବୁ ତୁମ୍ଭେ ତିଆରି କଲ, ସଗେୁଡ଼ିକ ସମ୍ପୂର୍ଣ୍ଣରୂପେ ଧ୍ବଂସ କରାୟିବ।

ଯିହିଜିକଲ 36:25

ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।

ଯିହିଜିକଲ 37:23

ଆଉ ସମାନେେ ସମାନଙ୍କେର ମୂର୍ତ୍ତିଗଣ ଦ୍ବାରା ଏବଂ ଘୃଣ୍ଯ ମୂର୍ତ୍ତି ଦ୍ବାରା ଅଥବା ସମାନଙ୍କେର ଜଘନ୍ଯ କର୍ମ ଦ୍ବାରା ନିଜକୁ ଆଉ ଅଶୁଚି କରିବା ଚାଲୁ ରଖିବେ ନାହିଁ। ଆଉ ମୁଁ ସମାନଙ୍କେୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠା ରେ ସମାନେେ ପାପ କଲେ ଏବଂ ମୁଁ ସମାନଙ୍କେୁ ଶୁଚି କରିବି। ତହିଁରେ ସମାନେେ ମାରେ ଲୋକ ହବେେ ଓ ମୁଁ ସମାନଙ୍କେର ପରମେଶ୍ବର ହବେି।

ହୋଶେୟ 14:8

ଇଫ୍ରଯିମ କହିବ, ପ୍ରତିମାଗୁଡିକରେ ମାରେ କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦବୋ, ଆମ୍ଭେ ସହେି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପ ରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦବଦୋରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆ ସେ।

ସିଫନିୟ 1:3

ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡିକ ସମାନଙ୍କେୁ ପାପ କରାଉଛି ସହେି ସବୁକୁ ଧ୍ବଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡିତ କରିବା। ଏହିସବୁ କଥା ସଦାପ୍ରଭୁ କହିଲେ।

ସିଫନିୟ 2:11

ସହେି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ବଂସ କରିବେ। ତା'ପ ରେ ସବୁ ଦେଶ ରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।

ଯିଖରିୟ 13:2

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦବୋ। ଏପରିକି ଲୋକମାନେ ସମାନଙ୍କେର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ଯ ଆମ୍ଭେ ସମସ୍ତ ଭବିଷ୍ଯଦ୍ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡିକୁ ପୃଥିବୀରୁ ବି ଲୋପ କରିବା।

Interlinear

Choose Theme