ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡିକ ସମାନଙ୍କେୁ ପାପ କରାଉଛି ସହେି ସବୁକୁ ଧ୍ବଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡିତ କରିବା। ଏହିସବୁ କଥା ସଦାପ୍ରଭୁ କହିଲେ।
Cross references
ତେଣୁ ସଦାପ୍ରଭୁ କହିଲେ, ମୁଁ ସମସ୍ତ ମନୁଷ୍ଯକୁ ଧ୍ବଂସ କରି ଦବେି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ଯ , ପଶୁ ଏବଂ ପ୍ରେତ୍ୟକକ ଖେଚ଼ର ପ୍ରାଣୀମାନଙ୍କୁ ଧ୍ବଂସ କରି ଦବେି। ଏବଂ ଆକାଶର ସମସ୍ତ ପକ୍ଷୀ କୂଳକୁ ମଧ୍ଯ ଧ୍ବଂସ କରି ଦବେି। କାହିଁକି? କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।
ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହବେ ଓ ତାହାର ପାପ ଦୂରୀଭୂତ ହବେ। ସେ ୟଜ୍ଞବଦେୀର ପ୍ରସ୍ତର ସବୁ ଧୂଳିସାତ ହବେ ଓ ସହେି ଆଶରୋ ମୂର୍ତ୍ତି ଓ ସୂର୍ୟ୍ଯ ପ୍ରତିମା ସବୁ ବିନଷ୍ଟ ହବେେ।
ମୁଁ ପୃଥିବୀ ଉପ ରେ ଦୃଷ୍ଟିପାତ କଲି, ଦେଖିଲି ତାହା ନିର୍ଜ୍ଜନ ଓ ଶୂନ୍ଯ ଥିଲା। ପୁଣି ଆକାଶମଣ୍ଡଳକୁ ଦୃଷ୍ଟି ନିକ୍ଷପେ କରି ଦେଖିଲି ସଠାେ ରେ ଆଲୋକ ନ ଥିଲା।
ମୁଁ ଚାହିଁ ଦେଖିଲି କୌଣସି ମନୁଷ୍ଯ ନ ଥିଲେ ଓ ଆକାଶର ପକ୍ଷୀସବୁ ପଳାଇ ୟାଇଥିଲେ।
ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଏକ ସ୍ଥାନ ଉପ ରେ, ମନୁଷ୍ଯ, ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ ଉପ ରେ ଆମ୍ଭର କୋପ ଓ କୋର୍ଧ ଢ଼ଳାୟିବ। ତାହା ଅଗ୍ନି ସଦୃଶ ସବୁ ଦଗ୍ଧ କରିବ, ତାକୁ କହେି ଲିଭାଇ ପାରିବେ ନାହିଁ।
କେତକୋଳ ଦେଶ ଶୁଷ୍କ ରହିବ ଓ ସମୁଦାଯ ଦେଶ ରେ ତୃଣ ଶୁଷ୍କ ରହିବ ? ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ ପଶୁ ଓ ପକ୍ଷୀସବୁ କ୍ଷଯ ପାଇଛନ୍ତି। କାରଣ ଲୋକମାନେ କହିଲେ, ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶଷୋବସ୍ଥା ଦେଖିବ ନାହିଁ।
ସମାନେେ ନିଜ ନିଜର ରୂପାକୁ ଦାଣ୍ଡ ରେ ପକାଇ ଦବେେ ଓ ସମାନଙ୍କେର ସୁନା ଅଶୁଚି ବସ୍ତୁ ତୁଲ୍ଯ ହବେ। ସେ ସବୁ କିନ୍ତୁ ସମାନଙ୍କେୁ ସଦାପ୍ରଭୁ ଯେତବେେଳେ ତାଙ୍କର କୋରଧ ରେ ପ୍ରକାଶ କଲେ, ତାଙ୍କ କୋପରୁ ରକ୍ଷା କରିବ ନାହିଁ। ସମାନେେ ସମାନଙ୍କେର କ୍ଷୁଧାକୁ ସନ୍ତୁଷ୍ଟ କରିପାରିବେ ନାହିଁ। କିଅବା ସମାନଙ୍କେର ଉଦର ପୂର୍ଣ୍ଣ କରିପାରିବେ ନାହିଁ। କାରଣ ଏହିସବୁ ଜିନିଷଗୁଡ଼ିକ ପାପ କରିବାକୁ ସମାନଙ୍କେର କାରଣ ଥିଲା।
ହେ ମନୁଷ୍ଯ ପୁତ୍ର ; ଏହି ଲୋକମାନେ ସମାନଙ୍କେର ହୃଦଯ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଦଇେଅଛନ୍ତି ଏବଂ ସମାନଙ୍କେ ପାପ ସମାନଙ୍କେ ପଥରେ ବାଧା ରୂପେ ରହିଛି। ତେଣୁ ମୁଁ ସମାନଙ୍କେୁ କାହିଁକି ମାେତେ ଅନୁସନ୍ଧାନ କରିବାକୁ ଅନୁମତି ଦବେି ?
ହେ ମନୁଷ୍ଯ ପୁତ୍ର, ଯଦି କୌଣସି ଦେଶ ମାଠାେ ରେ ଅବିଶ୍ବସ୍ତ ହାଇେ ମାେ ନିକଟରେ ପାପ କରେ, ତବେେ ଏହା ବିରୁଦ୍ଧ ରେ ମୁଁ ମାରେ ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗଣ ବନ୍ଦ କରି ଦବେି, ଏହା ବିରୁଦ୍ଧ ରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ଯ ଓ ପଶୁକୁ ଏହିଠାରୁ ଦୂର କରିବି।
ସଦାପ୍ରଭୁ ମାରେ ପ୍ରଭୁ କହନ୍ତି : ବନର ସମସ୍ତ ବୃକ୍ଷ ମଧ୍ଯରୁ ମାରଜୋଳଣେି ପାଇଁ ଦ୍ରାକ୍ଷା କାଠ ଅଛି। ମୁଁ ୟିରୁଶାଲମ ନିବାସୀମାନଙ୍କୁ ଏହିପରି କରିବି।
କିନ୍ତୁ ସମାନେେ ସମାନଙ୍କେର ପ୍ରତିମାଗଣଙ୍କୁ ପୂଜା କଲେ, ସେଥିପାଇଁ ଇଶ୍ରାୟେଲର ଲୋକମାନଙ୍କର ଝୁଣ୍ଟି ପଡ଼ିବାର ଓ ପାପର କାରଣ ହେଲା। ଏଣୁ, ମୁଁ ସମାନଙ୍କେ ବିରୁଦ୍ଧ ରେ ପ୍ରତିଜ୍ଞା କରୁଛି : ' ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବୋହିବେ।' ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।
ତେଣୁ ଦେଶଟି ବ୍ଯକ୍ତି ପରି ମୃତ୍ଯୁ ରେ କାନ୍ଦେ ଓ ତା'ର ଲୋକମାନେ ଦୁର୍ବଳ ହାଇପଡେନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ଯ ମୃତ୍ଯୁବରଣ କରନ୍ତି।
ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ। ଆମ୍ଭମାନେେ ୟୁଦ୍ଧ ଅଶ୍ବ ରେ ଆରୋହଣ କରିବୁ ନାହିଁ। ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡିକୁ 'ଆମ୍ଭର ପରମେଶ୍ବର' ବୋଲି ଆମ୍ଭେ ପୁଣି କହିବୁ ନାହିଁ। କାରଣ ତୁମ୍ଭେ ହେଉଛ ସହେି ପରମେଶ୍ବର ୟିଏକି ଅନାଥକୁ ଦୟା ଦଖାେଅ ଏବଂ ଆମ୍ଭମାନଙ୍କୁ ଦୟା କରିବ।
ଇଫ୍ରଯିମ କହିବ, ପ୍ରତିମାଗୁଡିକରେ ମାରେ କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦବୋ, ଆମ୍ଭେ ସହେି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପ ରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦବଦୋରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆ ସେ।
ତୁମ୍ଭ ରାଜ୍ଯର ନଗରଗୁଡିକୁ ଧ୍ବଂସ କରିବା ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡିକୁ ଭାଙ୍ଗି ପକାଇବା।
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦବୋ। ଏପରିକି ଲୋକମାନେ ସମାନଙ୍କେର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ଯ ଆମ୍ଭେ ସମସ୍ତ ଭବିଷ୍ଯଦ୍ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡିକୁ ପୃଥିବୀରୁ ବି ଲୋପ କରିବା।
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, ଯେଉଁ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ନ କହିଛ: 'ୟିଏ ପ୍ରଭୁଙ୍କ ନାମ ରେ ଆସୁଛନ୍ତି, ସେ ଧନ୍ଯ, ସେ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ଆଉ ଦେଖି ପାରିବ ନାହିଁ। '
ତଥାପି ମାରେ ତୁମ୍ଭ ବିରୁଦ୍ଧ ରେ କିଛି କହିବାକୁ ଅଛି : ତୁମ୍ଭ ଦଳ ଭିତରୁ କେତକେ ଲୋକ ବିଲିଯାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିଯାମ ବାଲାକ ପ୍ରତିମାକୁ ଅର୍ପିତ ହାଇେଥିବା ଖାଦ୍ୟ ଖାଇବା ପାଇଁ ଓ ୟୌନଗତ ପାପ କରି ଇଶ୍ରାୟେଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା।